ବିଏମ୍ସି ପାଇଁ ୪୧୬ ନୂଆ ପଦବୀକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୮(ଅସମାପିକା ସାହୁ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ। ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ୱରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସମ୍ପନ୍ନ ସହରର ଐତିହାସିକ…
ଚନ୍ଦ୍ରାୟନ-୩ର ନୂଆ ଭିଡିଓ ଆସିଲା ସାମ୍ନାକୁ
ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରାୟନ -୩ ମିଶନର ସଫଳତା ପରେ ସାରା ବିଶ୍ୱ ବଡ ଉତ୍ସୁକତାର ସହ ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପକ୍ଷରୁ ଆସିବାକୁ ଥିବା ସୂଚନାକୁ ଅପେକ୍ଷା କରିଛନ୍ତି। ଭାରତର ସ୍ପେସ ଏଜେନ୍ସି ଇସ୍ରୋ ମଧ୍ୟ ସମୟ ସମୟରେ…
ଚନ୍ଦ୍ରାୟାନର ସଫଳତା ବିଶ୍ୱ ପାଇଁ ଏକ ‘ଐତିହାସିକ ଉପଲବ୍ଧି’ ମୋଦିଙ୍କୁ କହିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ଜେରୁଜେଲମ,୨୫।୮: ଭାରତର ସଫଳ ଚନ୍ଦ୍ରାୟନ-୩ ମିଶନକୁ ଭାରତ ଓ ବିଶ୍ୱ ପାଇଁ ଏକ ‘ଐତିହାସିୀକ ଉପଲବ୍ଧି’ବୋଲି କହି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଜନାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉଭୟ ନେତା ପ୍ରାଦ୍ଦ୍ୟୋଗିକ କ୍ଷେତ୍ର, ବିଶେଷ ଭାବେ କୃତ୍ରିମ ବୁଦ୍ଧିମତା(ଏଆଇ)ରେ…
ବଢିଲା ଇମ୍ରାନଙ୍କ ଅଡୁଆ, ମେ ୯ ହିଂସା ମାମଲାରେ ପୁଣି ହେବେ ଗିରଫ
ଇସଲାମାବାଦ,୨୫।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନର ଏକ କୋର୍ଟ ମେ ୯ରେ ଲାହୋର କୋର କମାଣ୍ଡରଙ୍କ ଘରେ(ଜିନ୍ନା ହାଉସ)ରେ ଭଙ୍ଗାରୁଜା ମାମଲାରେ ଜେଲରେ ବନ୍ଦ ଥିବା ଇମ୍ରାନଙ୍କୁ ଗିରଫ କରିବା ଓ ମାମଲାର…
ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ପରେ ‘X’ରେ ପ୍ରତିକ୍ରିୟା
ଓ୍ବାଶିଂଟନ,୨୫ା୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘X’ରେ ଏକ ପୋଷ୍ଟ ଶେୟାର ହେବାର କିଛି ଘଣ୍ଟା ପରେ, ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ‘ପରବର୍ତ୍ତୀ ସ୍ତର’ ବୋଲି କହିଛନ୍ତି। ତାଙ୍କ ସୋସିଆଲ…
ଗ୍ରୀସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି
ଏଥେନ୍ସ,୨୫।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସରେ ପହଞ୍ଚିଛନ୍ତି। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଆନୁଷ୍ଠାନିକ…
ବାର୍ରେ ଗୁଳି ଚଳାଇଲେ ଅବସରପ୍ରାପ୍ତ ପୋଲିସ: ସ୍ତ୍ରୀଙ୍କ ସମେତ ୩ ମୃତ, ୬ ଆହତ
ଓ୍ବାଶିଂଟନ,୨୫ା୮: ଆମେରିକାର ଲସ୍ ଏଞ୍ଜେଲସରେ ଛାଡ଼ପତ୍ରରେ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ପୂର୍ବତନ ପୋଲିସ ତାଙ୍କ ସ୍ତ୍ରୀଙ୍କ ସମେତ ଏକ ବାର୍ରେ ଗୁଳି ଚଳାଇ ତିନି ଜଣଙ୍କ ଜୀବନ ନେଇଛନ୍ତି। ଏହି ଅବସରପ୍ରାପ୍ତ ପୋଲିସ ଜଣକ ଦକ୍ଷିଣ କାଲିଫର୍ନିଆର ଏକ ବାରରେ…
ଗ୍ରୀସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ଏଥେନ୍ସ,୨୫।୮: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ୧୫ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଗ୍ରୀସ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗ୍ରୀସରେ ପ୍ରଧାନମନ୍ତ୍ରୀ…
ଆତ୍ମସମର୍ପଣ କଲେ ଡୋନାଲ୍ଡ ଟ୍ରମ୍ପ
ଓ୍ବାଶିଂଟନ୍,୨୫।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୦ ଜର୍ଜିଆ ନିର୍ବାଚନ ଫଳାଫଳକୁ ରଦ୍ଦ କରିବାକୁ ଚେଷ୍ଟା କରିବା ସହିତ ଜଡିତ ଏକ ମାମଲାରେ ଆଟଲାଣ୍ଟାର ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ଜେଲର ଅଧିକାରୀମାନେ ତାଙ୍କୁ ଗିରଫ…
ଶୁକ୍ରବାର ଦକ୍ଷିଣ ଆଫ୍ରିକାରୁ ଗ୍ରୀସ ଯିବେ ପ୍ରଧାନମନ୍ତ୍ରୀ ମୋଦି
ଜୋହାନ୍ସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଅଗଷ୍ଟରେ ଗ୍ରୀସ ଗସ୍ତ କରିବେ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ସେଠାରୁ ସେ ସିଧା ଗ୍ରୀସ ଯିବେ। ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ ମିତସୋତାକିସ୍ଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି…
ପାକିସ୍ତାନ ମିଡିଆର ପ୍ରଥମ ପୃଷ୍ଠାରେ ଶିରୋନାମା ମଣ୍ଡନ କଲା ଭାରତର ଚନ୍ଦ୍ରାୟନ-୩
ଇସଲାମାବାଦ,୨୪।୮: ଅଗଷ୍ଟ ୨୩ରେ ଭାରତ ଇତିହାସ ରଚିଲା। ଇସ୍ରୋର ମତ୍ୱାକାଂକ୍ଷି ମୁନ ମିଶନ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ବା ସାଉଥ ପୋଲରେ ସପ୍ଟ ଲ୍ୟାଣ୍ଡିଂ କଲା। ଏହାସହ ଚନ୍ଦ୍ରର ଏହି ଭାଗରେ ପହଞ୍ଚିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ପାଲଟି ଗଲା।…
ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ ସମୟରେ ଚନ୍ଦ୍ରାୟନ-୩ର ସଫଳତାକୁ ନେଇ ଭାରତକୁ ଶୁଭେଚ୍ଛା ଜଣାଇଲେ ଇରାନ ରାଷ୍ଟ୍ରପତି
ଜୋହାନସବର୍ଗ,୨୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାୟସି ୧୫ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଗୁରୁବାର ଟୁଇଟ କରି ଦୁଇ ନେତାଙ୍କ…
Archives


