ଚନ୍ଦ୍ରାୟାନ ପ୍ରତି ବିପଦ! ନଷ୍ଟ ହୋଇଯିବ ବିକ୍ରମ-ପ୍ରଜ୍ଞାନ, କହିଲେ ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ,୨୫।୮: ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଭାରତ। ଚନ୍ଦୟାୟାନ-୩ର ଅବତରଣ ପରେ ପ୍ରାୟ ୨ଘଣ୍ଟା ୩୦ମିନିଟ୍ ପରେ ରୋଭର ପ୍ରଜ୍ଞାନ ବିକ୍ରମରୁ ବାହାରିଥିଲା। ତେବେ ଇସ୍ରୋ ଲ୍ୟାଣ୍ଡିଂ ପରେ ଚନ୍ଦ୍ରାୟାନର ସଦ୍ୟତମ ଅପଡେଟ୍ ଦେଇ ଆସୁଛି। ଉଭୟ ଲ୍ୟାଣ୍ଡର…
ସୌର ପ୍ୟାନେଲ ଦ୍ୱାରା ଚାର୍ଜ ହେଉଛି ପ୍ରଜ୍ଞାନ, ଭିଡିଓ ଜାରି କଲା ଇସ୍ରୋ
ନୂଆଦିଲ୍ଲୀ,୨୫।୮: ଚନ୍ଦ୍ରପୃଷ୍ଠରେ ଚହଳ ପକାଇଛି ଭାରତର ବିକ୍ରମ। ଚନ୍ଦ୍ରାବତରଣ କରିଛି ଚନ୍ଦ୍ରାୟାନ ୩। ତେବେ ଲ୍ୟାଣ୍ଡିଂର ଭିଡିଓ ଟୁଇଟ୍ କରିବା ପରେ ଇସ୍ରୋ ରୋଭର ପ୍ରଜ୍ଞାନର ଏକ ଭିଡିଓ ଟୁଇଟ୍ କରିଛି। ଯେଉଁଥିରେ ପ୍ରଜ୍ଞାନ ବିକ୍ରମରୁ ଏକ ର଼୍ୟାମ୍ପ ଦ୍ୱାରା ବାହାରକୁ…
ଆମେରକାରେ ଗୃହଯୁଦ୍ଧରେ ହୋଇଥିବା ନରସଂହାରରେ ଦୋଷୀ କର୍ଣ୍ଣେଲଙ୍କୁ ୨୦ବର୍ଷର ଦଣ୍ଡ ଶୁଣାଇଲେ ବିଚାରପତି
ଓ୍ବାଶିଂଟନ୍,୨୫।୮: ପ୍ରାୟ ୪୦ ବର୍ଷ ପୂର୍ବେ ଗୃହଯୁଦ୍ଧରେ ୨୫ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲେ ଅବସରପ୍ରାପ୍ତ ଗୁଆଟେମାଲା କର୍ଣ୍ଣେଲ ଜୁଆନ ଓଭାଲେ ସାଲାଜର। ଏନେଇ ତାଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ହତ୍ୟାକାଣ୍ଡର ସେ ଅଧିକାଂଶ ଲୋକ ଶିଶୁଙ୍କୁ ହତ୍ୟା କରିଥିଲେ।…
ତିନି ଦିନ ସଟଡାଉନ ରହିବ ଦିଲ୍ଲୀ! କାହିଁକି ନିଆଗଲା ଏତେବଡ ନିଷ୍ପତ୍ତି…
ନୂଆଦିଲ୍ଲୀ,୨୫।୮: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ସଟଡାଉନ ହେବ ଦିଲ୍ଲୀ। ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସମସ୍ତ ସଦସ୍ୟ ଦେଶର ମୁଖ୍ୟ ଅଂଶଗ୍ରହଣ କରିବେ। ତେଣୁ ସୁରକ୍ଷା ଦୃଷ୍ଟରୁ…
ମଣିପୁରରେ ହୋଇନି ଧାର୍ମିକ ହିଂସା, ଆମେରିକାର ଥିଙ୍କ୍ ଟ୍ୟାଙ୍କ୍ କହିଲା ହିଂସାର କାରଣ
ଓ୍ବାଶିଂଟନ୍,୨୫।୮: ମଣିପୁରରେ ଧାର୍ମିକ ହିଂସା ହେବାର କୌଣସି ପ୍ରମାଣ ନାହିଁ। ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାର ଥିଙ୍କ ଟ୍ୟାଙ୍କ। ରିପୋର୍ଟରେ ଦର୍ଶାଯାଇଛି ଯେ ହିଂସା ହେବାର କାରଣ ପାରସ୍ପରିକ ଅବିଶ୍ୱାସ, ଅର୍ଥନୀତିର ପ୍ରଭାବ, ନିଶା ସେବନ ଏବଂ ବିଦ୍ରୋହ।…
ତୋସାଖାନା ଦୁର୍ନୀତି: ୨୮ରେ ହେବ ଶୁଣାଣି
ଇସଲାମବାଦ,୨୫।୮: ତୋସାଖାନା ଦୁର୍ନୀତି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଶୁକ୍ରବାର ଆବେଦନ ଉପରେ ଶୁଣାଣି କରି ପାକିସ୍ତାନ ହାଇକୋର୍ଟ ୨୮ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ଜଷ୍ଟିସ ଆମୀର ଫାରୁକ ଏବଂ ଜଷ୍ଟିସ…
ମୋଦି କହିଲେ ଭାରତ ଆଉ ଗ୍ରୀସ ବିଶ୍ୱର ଦୁଇ ପ୍ରାଚୀନ ସଭ୍ୟତା
ଏଥେନ୍ସ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗ୍ରୀସର ପ୍ରଧାନମନ୍ତ୍ରୀ ମିରିୟାକୋସ ମିତ୍ସୋଟାକିସଙ୍କ ସହ ଦ୍ୱିପାକ୍ଷିକ ବର୍ତ୍ତା ପରେ ପ୍ରେସକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗ୍ରୀସ ଏବଂ ଭାରତ ହେଉଛି ବିଶ୍ୱର ଦୁଇଟି ପ୍ରାଚୀନ ସଭ୍ୟତା,…
ପୁରସ୍କାର ପାଇବା ପରେ ଗ୍ରୀସ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ/ଏଥେନ୍ସ,୨୫।୮: ଗ୍ରୀସ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରିଛି। ଏଥେନ୍ସରେ ଗ୍ରୀସର ରାଷ୍ଟ୍ରପତି କାଟେରିନା ଏନ. ସାକେଲାରାପୋଲୁ ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମାନିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…
‘ଗ୍ରାଣ୍ଡ କ୍ରସ ଅଫ ଅର୍ଡର ଅଫ ଅନର’ରେ ସମ୍ମାନିତ ହେଲେ ମୋଦି, ସମ୍ମାନିତ କଲେ ଗ୍ରୀସ ରାଷ୍ଟ୍ରପତି
ଏଥେନ୍ସ,୨୫।୮: ବ୍ରିକ୍ସ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦି ନିଜର ଦିନିକିଆ ଗସ୍ତରେ ଗ୍ରୀସରେ ପହଞ୍ଚିଛନ୍ତି। ମୋଦିଙ୍କୁ ଏଥେନ୍ସ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗ୍ରୀକ ବୈଦେଶିକ ମନ୍ତ୍ରୀ ଜର୍ଜ ଜେରାପାଟେରାଇଟିସ ପାଛୋଟି ନେଇଥିଲେ। ଏହା ପରେ ଗ୍ରୀସର ଭାରତୀୟ ବଂଶୋଦ୍ଭବ ତାଙ୍କୁ ସ୍ବାଗତ…
ବ୍ରିକ୍ସ ସମ୍ମିଳନୀ ୨୦୨୩: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଲେ ମୋଦି
ଜୋହାନ୍ସବର୍ଗ,୨୫।୮: ଜୋହାନ୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି। ଦୁହେଁ ବ୍ରିକ୍ସ ଆଫ୍ରିକା ଆଉଟ୍ରିଚ ଏବଂ ବ୍ରିକ୍ସ ପ୍ଲସ ସଂଳାପରେ ଆଲୋଚନା କରିଥିଲେ। ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପାଇଁ ଶେଖ…
ଅଗଷ୍ଟରେ ହେବନି ‘ଇଣ୍ଡିଆ’ର ବୈଠକ
ନୂଆଦିଲ୍ଲୀ,୨୫।୮: ୩୦-୩୧ ଅଗଷ୍ଟରେ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ବର୍ତ୍ତମାନ ସେପ୍ଟେମ୍ବର ୧ ତାରିଖରେ ଅନୁଷ୍ଠିତ ହେବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନାରେ ଶୁକ୍ରବାର ସୂଚନା ଦେଇଛନ୍ତି। ଭାଜପା ସରକାରଙ୍କ ବିରୋଧରେ ଜୁନ ୨୩ରେ ପ୍ରଥମ ଥର ପାଇଁ…
ସତ କହୁନାହାନ୍ତି ମୋଦି: ରାହୁଲ
ନୂଆଦିଲ୍ଲୀ,୨୫।୮: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କାରଗିଲରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଚାଇନା ଭାରତର ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Archives


