WPL ନିଲାମ ୨୦୨୬: ଦୀପ୍ତି ଶର୍ମାଙ୍କୁ ୩.୨ କୋଟିରେ କିଣିଲା UP ୱାରିୟର୍ସ; ସୌରଭ ଗାଙ୍ଗୁଲି ଆଶ୍ଚର୍ଯ୍ୟ
ମୁମ୍ବାଇ,୨୭ା୧୧: ନୂଆଦିଲ୍ଲୀରେ ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ମେଗା ନିଲାମରେ ଭାରତୀୟ ଅଲ୍ରାଉଣ୍ଡର ଦୀପ୍ତି ଶର୍ମା ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଖେଳାଳି ଭାବେ ବିକ୍ରି ହୋଇଛନ୍ତି। ୟୁପି ୱାରିୟର୍ସ (UPW) ତାଙ୍କୁ ୩.୨ କୋଟି ଟଙ୍କାରେ କିଣିଛି। ନିଲାମ…
ରାଜଭବନରେ ରାଷ୍ଟ୍ରପତି, ବିଧାନସଭା ଶୀତ ଅଧିବେଶନକୁ କରିବେ ସମ୍ବୋଧିତ
ଭୁବନେଶ୍ୱର,୨୭ା୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ରାଜଭବନ ଯାଇଥିଲେ। ରାଷ୍ଟ୍ରପତି ବିଧାନସଭା ଶୀତ ଅଧିବେଶନରେ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଯଦି ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରନ୍ତି ତେବେ ଏହା ରାଜ୍ୟର ବିଧାନସଭା…
ମନ୍ଧାନାଙ୍କୁ ଧୋକା ଦେଇ ନାହାଁନ୍ତି ମୁଛଲ, ମୁହଁ ଖୋଲିଲେ ମିଷ୍ଟ୍ରି ଗର୍ଲ କହିଲେ…
ନୂଆଦିଲ୍ଲୀ,୨୭।୧୧: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ତଥା ଷ୍ଟାର କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଛଲଙ୍କ ବିବାହ ସ୍ଥଗିତ ହେବା ପରେ, ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପଲାଶ ମୁଛଲଙ୍କ ବିରୁଦ୍ଧରେ ସୋସିଆଲ ମିଡିଆରେ ସ୍ମୃତି…
ଜେଲ୍ରେ କେମିତି ଅଛନ୍ତି ଇମ୍ରାନ ଖାନ: ପ୍ରଶାସନ ଦେଲା ବଡ଼ ଅପ୍ଡେଟ୍
ଇସଲାମାବାଦ୍,୨୭।୧୧: ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ପ୍ରତିଷ୍ଠାତା ଇମ୍ରାନ ଖାନ ଏବେ ଆଦିଆଲା ଜେଲରେ ଅଛନ୍ତି। ଜେଲ୍ରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ଉଠିଛି। ଏସବୁ ମଧ୍ୟରେ ରାଉଲପିଣ୍ଡିର ଆଦିଆଲା ଜେଲ ପ୍ରଶାସନ ସ୍ପଷ୍ଟ କରିଛି, ପିଟିଆଇ ପ୍ରତିଷ୍ଠାତା କେବଳ…
ଭାରତକୁ ଜୋରଦାର ଝଟ୍କା: ପାକିସ୍ତାନଠାରୁ ତଳକୁ ଖସିଲା ଟିମ୍ଇଣ୍ଡିଆ
ଗୌହାଟୀ,୨୭।୧୧: ଘରୋଇ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ହାତରୁ ୨-୦ରେ ପରାସ୍ତ ହେବା ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଧକ୍କା ହୋଇଛି। ଏହା ବ୍ୟତୀତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC) ପଏଣ୍ଟ ଟେବୁଲରେ ମଧ୍ୟ ଏକ ବଡ଼ ଝଟକା ଲାଗିଛି।…
ବିଧାନସଭାରେ ରାଷ୍ଟ୍ରପତି ଦେବେ ପ୍ରଥମ ଅଭିଭାଷଣ
ଭୁବନେଶ୍ୱର,୨୭ା୧୧ (ରବିନାରାୟଣ ଜେନା): ଓଡ଼ିଶା ବିଧାନସଭାରେ ଗୁରୁବାରଠାରୁ ଆରମ୍ଭ ହେବାକୁଥିବା ଶୀତକାଳୀନ ଅଧିବେଶନ ଐତିହାସିକ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ବୁଧବାର ଅପରାହ୍ନରେ ବିଧାନସଭାରେ ମୁକେଶ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଅପରାହ୍ନ…
୨୪ ଘଣ୍ଟାରେ ମିଳିବ ପଟ୍ଟା
ଭୁବନେଶ୍ୱର,୨୭ା୧୧ (ରବିନାରାୟଣ ଜେନା): ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠାରୁ ରାଜସ୍ବ ବିଭାଗରେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଏବେ ଆଉ କେତେକ ସଂସ୍କାର ଅଣାଯିବାକୁ ରହିଛି। ଲୋକେ ଯେପରି ଜମି କିଣାବିକା ବେଳେ ସମସ୍ୟାର ସମ୍ମୁଖୀନ ନ…
ଚାପରେ ମାଇକ୍ରୋଫାଇନାନ୍ସ ଉଦ୍ୟୋଗ: ବଡ଼ ରାଜ୍ୟରେ ବଢୁଛି ଋଣ ଖିଲାପିଙ୍କ ସଂଖ୍ୟା
ନୂଆଦିଲ୍ଲୀ,୨୬ା୧୧: ଭାରତର ମାଇକ୍ରୋଫାଇନାନ୍ସ ଉଦ୍ୟୋଗ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ଭଳି ପ୍ରମୁଖ ରାଜ୍ୟରେ ଋଣ ଖିଲାପ ବଢ଼ିବା ଯୋଗୁଁ ଆସେଟ୍-ଗୁଣବତ୍ତା ସୂଚକାଙ୍କ ଖରାପ ହେବାରେ ଲାଗିଛି। ଅକ୍ଟୋବର ତଥ୍ୟ ଅନୁଯାୟୀ,…
ଏଣିକି ଗୁଣ୍ଡିଚା ମନ୍ଦିର ଗଲେ ପଡ଼ିବ ଟିକେଟ୍, ଦାମ୍ ରହିଛି…
ପୁରୀ,୨୬ା୧୧: ଡିସେମ୍ବର ୧ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପରୀକ୍ଷାମୂଳକ ଭାବେ ଟିକେଟ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଭକ୍ତଙ୍କ ପିଛା ଟିକେଟ୍ର ମୂଲ୍ୟ ୧୦ ଟଙ୍କା ରହିବ।…
ହଂକଂର ବହୁତଳ ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ, ଅନେକ ମୃତ
ହଂକଂ,୨୬।୧୧: ହଂକଂର ତାଇ ପୋ ଜିଲା ଅନ୍ତର୍ଗତ ଏକ ବହୁତଳ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ବ୍ୟାପିଥିବା ଭୀଷଣ ଅଗ୍ନିକାଣ୍ଡରେ ଅତିକମରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସହରର ଅଗ୍ନିଶମ ସେବା ବିଭାଗ ବୁଧବାର ଏହି ସୂଚନା ଦେଇଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ…
‘ସୁଜାତା କାର୍ତ୍ତିକେୟନ କ’ଣ ଓଡ଼ିଆ ନୁହନ୍ତି?’ – ସୁଲତା ଦେଓ
ଭୁବନେଶ୍ୱର,୨୬।୧୧: ବିଜୁ ଜନତା ଦଳ (ବିଜେଡି)ରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ପ୍ରସଙ୍ଗ ଏବଂ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫାକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି। ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରିଛନ୍ତି। ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟମନ୍ତ୍ରୀ ନବୀନ…
ଅହମ୍ମଦାବାଦରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଶତକୀୟ ସଂସ୍କରଣର ଆୟୋଜକ ହେଲା ଭାରତ
ଗ୍ଲାସ୍ଗୋ,୨୬।୧୧: ୨୦୩୦ ଶତକୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆନୁଷ୍ଠାନିକ ଭାବରେ ଆୟୋଜକ ସହର ଭାବରେ ଘୋଷଣା କରାଯାଇଛି। ୨୦୧୦ରେ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପରେ ଭାରତରେ ଏହା ହେଉଛି ପ୍ରଥମ ପ୍ରମୁଖ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା। ଗ୍ଲାସ୍ଗୋରେ ଅନୁଷ୍ଠିତ…
Archives


