ଓଡ଼ିଶାରେ ବଢ଼ିଛି ଶିଶୁ ନିଖୋଜ
ଭୁବନେଶ୍ୱର,୩୦ା୧୧ (ସତ୍ୟଜିତ ରାଉତ): ରାଜ୍ୟରେ ଶିଶୁମାନଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ହେଲେ ଏଥିରେ ସେତେମାତ୍ରାରେ ସଫଳତା ମିଳୁନାହିଁ। ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହୋଇ ମା’ର କୋଳ ଖାଲି ହୋଇଯାଉଛି, ଯାହାକୁ…
‘ଗରିବଙ୍କୁ ନ୍ୟାୟ ଦେବା ପାଇଁ ରାତି ଅଧ ଯାଏ କୋର୍ଟରେ ବସିପାରିବି’
ନୂଆଦିଲ୍ଲୀ,୨୯ା୧୧: ମୋକଦ୍ଦମାର ଗରିବ ପକ୍ଷଙ୍କୁ ନ୍ୟାୟ ଦେବା ତାଙ୍କର ପ୍ରାଥମିକତା ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ କହିଛନ୍ତି। ଗରିବଙ୍କୁ ନ୍ୟାୟ ଦେବା ନିମନ୍ତେ ସେ ରାତି ଅଧ ଯାଏ କୋର୍ଟରେ ବସିପାରିବେ। କେନ୍ଦ୍ର ସରକାର ଏବଂ ଅନ୍ୟମାନଙ୍କ ବିରୋଧରେ…
ଭାରତ ଉପରେ ପ୍ରଭାବ ପକାଇଲାନି ଟ୍ରମ୍ପଙ୍କ ଟାରିଫ୍, ଦ୍ରୁତଗତିରେ ବୃଦ୍ଧି ପାଇଲା…
ନୂଆଦିଲ୍ଲୀ,୨୯ା୧୧: ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ଟାରିଫ୍(ଶୁଳ୍କ) ସତ୍ତ୍ୱେ ଭାରତୀୟ ରପ୍ତାନିରେ ବୃଦ୍ଧି ଘଟୁଛି। ବାଣିଜ୍ୟ ମନ୍ତ୍ରଣାଳୟ ଏକ ସଂସଦୀୟ କମିଟିକୁ ସୂଚନା ଦେଇଛି ଯେ, ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଭାରତର ବାହାରକୁ ଯାଉଥିବା ଶିପ୍ମେଣ୍ଟ ଗତବର୍ଷର ସମାନ…
ପୁଣି ଥରେ ଚର୍ଚ୍ଚାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ଗଣବିବାହ ସମ୍ମିଳନୀରେ ବିବାହ କରିବେ ପୁଅ, କାରଣ ଜାଣିଲେ…
ଭୋପାଳ,୨୯ା୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ପୁଣି ଥରେ ସରଳତାର ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରକୃତରେ ମୋହନ ଯାଦବ ତାଙ୍କ ସାନ ପୁଅ ଡକ୍ଟର ଅଭିମନ୍ୟୁ ଯାଦବଙ୍କୁ ଏକ ଗଣ ବିବାହ ସମ୍ମିଳନୀରେ ବିବାହ କରାଇବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମ…
ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ, ମାସକୁ ଦରମା ରହିଛି…
ଭୁବନେଶ୍ୱର,୨୯ା୧୧: ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଏଣିକି ନିଯୁକ୍ତ ହେବେ ପିଅନ। ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର। ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ। ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନ ରଖି…
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୪୧୪୫ ମନ୍ଦିରକୁ ଅଢେଇ କୋଟି ବଢିଲା ଅନୁଦାନ
ଭୁବନେଶ୍ୱର, ୨୯ା୧୧: ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ୪୧୪୫ ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା…
ଆମ ମଧ୍ୟରେ କୌଣସି ମତଭେଦ ନାହିଁ…ଡିକେଙ୍କ ସହ ବ୍ରେକ୍ଫାଷ୍ଟ୍ ପରେ ତୁଟିଲା କଳି
ବେଙ୍ଗାଲୁରୁ,୨୯।୧୧: କର୍ନାଟକରେ ଶାସକ କଂଗ୍ରେସ ଦଳ ମଧ୍ୟରେ ସର୍ବୋଚ୍ଚ ସରକାରୀ ପଦବୀ ପାଇଁ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ସମାଧାନ ପାଇଁ କସରତ ଚାଲିଛି। ହାଇକମାଣ୍ଡଙ୍କ ସମ୍ମତି ପରେ, ରାଜ୍ୟର ଦୁଇ ପ୍ରମୁଖ ନେତା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି…
ଘରେ ଘରେ ଥଣ୍ଡା,କାଶ: କାମ କରୁନି ମେଡିସିନ୍, କାରଣ କହିଲେ ଡାକ୍ତର
ଭୁବନେଶ୍ୱର, ୨୯ା୧୧ (ବନ୍ଦନା ସେଠୀ)- ଘରେ ଘରେ ଥଣ୍ଡା, କାଶ ବ୍ୟାପିଛି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାକରୁ ପାଣି ବାହାରିବା ସହିତ ଖୁଁ ଖୁଁ ହେଉଛନ୍ତି। ଯେତେ ମେଡିସିନ ଖାଇଲେ ବି କମୁନି। ଗତ କିଛିଦିନ ହେବ ରାଜଧାନୀ ସମେତ…
ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଆଉ ମିଳିବନି କଫ ସିରପ, ଶିଶୁଙ୍କ ସୁରକ୍ଷା ପ୍ରାଥମିକତା
ନୂଆଦିଲ୍ଲୀ,୨୯।୧୧: କଫ ସିରପ ଯୋଗୁ ଅନେକ ଶିଶୁ ମୃତ୍ୟୁ ଏବଂ ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ଏହାର ମନମୁଖୀ ବିକ୍ରୟକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି। ଅଧିକାଂଶ କଫ ସିରପ ଆଉ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ମେଡିକାଲ…
ଟଳିଲା ବାତ୍ୟା ଭୟ, ଫେରିଲା ଶୀତ
ଭୁବନେଶ୍ୱର,୨୯ା୧୧(ବନ୍ଦନା ସେଠୀ): ମାଲାକ୍କା ଷ୍ଟ୍ରେଟ୍ରେ ସୃଷ୍ଟି ବାତ୍ୟା ‘ସେନୟାର’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଏପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହାର ନଁା ରହିଛି ‘ଡିଟ୍ୱା’। ତେବେ ଓଡ଼ିଶା…
ଶ୍ରୀମନ୍ଦିର ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ; ଜଗନ୍ନାଥଙ୍କୁ ଏମିତି କହିଲେ ଶୁଭଙ୍କର ମିଶ୍ରା
ନୂଆଦିଲ୍ଲୀ,୨୮।୧୧: ବିବାଦରେ ଲୋକପ୍ରିୟ ସୋସିଆଲ ମିଡିଆ ଇନ୍ଫ୍ଲୁଏନସର ଶୁଭଙ୍କର ମିଶ୍ରା। ପୁରୀ ଶ୍ରୀମନ୍ଦିରକୁ ନେଇ ଦେଲେ ବିବାଦୀୟ ଟିପ୍ପଣୀ। ମନ୍ଦିର ଉପରେ ଲଗାଇଲେ ବଡ଼ ଆରୋପ। କୌଣସି ପ୍ରେମୀଯୁଗଳ ଯଦି ମନ୍ଦିର ଯା’ନ୍ତି ତେବେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଏ ବା ସେମାନେ…
୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ବିଭାଗକୁ କେତେ…
ଭୁବନେଶ୍ୱର,୨୮।୧୧: ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ ଆଗତ ହୋଇଛି। ଶୁକ୍ରବାର ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ପାଇଁ ୨୯୫ କୋଟି ବ୍ୟୟ ଅଟକଳ କରାଯାଇଛି। ଧାନ କ୍ରୟ ପାଇଁ ରିଭଲଭିଂ ପାଣ୍ଠି…
Archives


