Home Middle

ତାମିଲନାଡୁରେ ଭାଜପା ହାତ ଛାଡ଼ିଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୯ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡିଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ତାମିଲନାଡୁ ଭାଜପା ସଭାପତି ଆନ୍ନାମଲାଇଙ୍କୁ ଏଥିପାଇଁ ଏଆଇଏଡିଏମ୍‌କେ ଦାୟୀ କରିଛି।…

ଅଷ୍ଟ୍ରେଲିଆ ସିରିଜ୍‌ ପାଇଁ ଅଶ୍ୱିନ ସାମିଲ

ନୂଆଦିଲ୍ଲୀ,୧୯ା୯ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳକୁ ଭେଟେରାନ୍‌ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟାବର୍ତ୍ତନ…

ତଥ୍ୟ ସଂଗ୍ରହ କଲା ଆଦିତ୍ୟ-ଏଲ୍‌୧

ବେଙ୍ଗାଲୁରୁ,୧୯ା୯: ଭାରତର ପ୍ରଥମ ସୌର ଅଭିଯାନରେ ଯାଇଥିବା ମହାକାଶ ଯାନ ଆଦିତ୍ୟ-ଏଲ୍‌୧ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଛି। ଏହା ପୃଥିବୀ ଚତୁଃପାର୍ଶ୍ୱରେ ଥିବା କଣିକାଗୁଡ଼ିକର ଗୁଣ ସମ୍ପର୍କରେ ଅନୁଶୀଳନ କରିବାରେ ବୈଜ୍ଞାନିକମାନଙ୍କୁ ସହାୟକ ହେବ ବୋଲି ଇସ୍ରୋ କହିଛି। ଆଦିତ୍ୟ-ଏଲ୍‌୧ରେ ଲାଗିଥିବା…

ପଞ୍ଚମ ଥର ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୧୯।୯: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- ଏଲ୍‌୧ ପଞ୍ଚମ ଥର ପାଇଁ କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିଛି। ଭାରତୀୟ ସ୍ପେସ ଏଜେନ୍ସି ଇସ୍ରୋ ଏହି ସୂଚନା ଦେଇଛି। ଆଦିତ୍ୟ-ଏଲ୍‌୧ ବର୍ତ୍ତମାନ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ…

ଇମ୍ରାନ୍‌ଙ୍କ ଜାମିନ ଆବେଦନ ଉପରେ ଏଫ୍‌ଆଇଏକୁ ହାଇକୋର୍ଟଙ୍କ ନୋଟିସ, ଜବାବ ଦାଖଲ କରିବାକୁ ଦେଲେ ନିର୍ଦ୍ଦେଶ

ଇସଲାମାବାଦ,୧୮।୯: ଇସଲାମାବାଦ ହାଇକୋର୍ଟ ସୋମବାର ପାକିସ୍ତାନର ଶୀର୍ଷ ଅନୁସନ୍ଧାନକାରୀ ସଂସ୍ଥାକୁ ନୋଟିସ ଜାରି କରି ଗିରଫ ହୋଇ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଜାମିନ ଆବେଦନ ଉପରେ ଜବାବ ମାଗିଛନ୍ତି। ଇମ୍ରାନ୍‌ ଶନିବାର ତାଙ୍କ ଓକିଲ ସଲମାନ ସଫଦରଙ୍କ…

ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ରାଜ୍ୟ ସଭା, ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୮।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ସମୟରେ ରାଜ୍ୟ ସଭାର ପ୍ରକ୍ରିୟା ମଙ୍ଗଳବାର ଅପରାହ୍ନ ୨.୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଲୋକ ସଭା ଅପରାହ୍ନ ୧.୧୫ ଯାଏ ସ୍ଥଗିତ ରଖାଯାଇଛି। ସୂଚନାଯୋଗ୍ୟ, ସୋମବାରଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଅନ୍ୟପଟେ,…

ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ,୧୮।୯: ସୋମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍‌ ଏହି ପିଟଶନ ଦାଖଲ କରିଥିଲେ। ତେବେ ଜଷ୍ଟିସ…

ଇଣ୍ଡିଆ ମେଣ୍ଟ ଛାଡିପାରନ୍ତି ନୀତୀଶ, ବିରୋଧୀ ଦଳଙ୍କୁ ତାଙ୍କ ଉପରେ ଭରସା ନାହିଁ: ଚିରାଗ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ଚ୍ୟାଲେଞ୍ଜ କରିବାର ଲକ୍ଷ୍ୟ ନେଇ ଇଣ୍ଡିଆ ମେଣ୍ଟରେ ୨୮ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଇଣ୍ଡିଆ ମେଣ୍ଟର ତିନୋଟି ବୈଠକ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଛି, କିନ୍ତୁ ଏହାର ସଂଯୋଜକ ନାମ ଉପରେ…

ବକିଂହାମ ଫ୍ୟାଲେସ କାନ୍ଥରେ ଚଢ଼ି ଜଣେ ଗିରଫ

ଲଣ୍ଡନ,୧୮ା୯: ଲଣ୍ଡନର ବକିଂହାମ ପ୍ୟାଲେସ ନିକଟରେ ଥିବା ରୟାଲ ମିଉଜ ଉପରକୁ ଚଢ଼ିବା ଅଭିଯୋଗରେ ଗିରଫ ହେବା ପରେ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ବୋଲି ପୋଲିସ କହିଛି। ବକିଂହାମ ପ୍ୟାଲେସ ବଗିଚାକୁ ଯାଇଥିବା ରୟାଲ ମିୟୁଜ ଭିତରକୁ ଯିବା…

‘ଜାତୀୟ ଭାବନାକୁ ଆଘାତ ଦେଉଥିବା ପୋଷାକ ହେବ ବ୍ୟାନ’

ବେଜିଂ,୧୮ା୯: ଯେଉଁ ପୋଷାକ ଜାତୀୟ ଭାବନାକୁ ଆଘାତ ଦେଇଛି ତାହା ଶୀଘ୍ର ଚାଇନାରେ ନିଷିଦ୍ଧ କରାଯିବ। ପ୍ରସ୍ତାବିତ ଆଇନରେ ଦର୍ଶାଯାଇଛି ଯେ, ଉଭୟ ବକ୍ତବ୍ୟ ଏବଂ ପୋଷାକ ‘ଚାଇନା ଲୋକଙ୍କ ଆତ୍ମା ପାଇଁ କ୍ଷତିକାରକ’ କିମ୍ବା ଜାତୀୟ ଭାବନାକୁ ଆଘାତ ଦେଇଥାଏ…

ନାସାର ବଡ଼ ସୂଚନା: ଏବେ ମହାକାଶ ଦୁର୍ଘଟଣାରେ କାହାର ହେବନି ମୃତ୍ୟୁ, କାରଣ…

ଓ୍ବାଶିଂଟନ,୧୮ା୯: ବହୁ ବର୍ଷ ଧରି ପୃଥିବୀରେ ବାସ କରୁଥିବା ମଣିଷ ମହାକାଶରେ ଭ୍ରମଣ କରି ଆସୁଥିଲେ। ପ୍ରତ୍ୟେକ ସ୍ପେସ୍‌ ମିଶନର ଉଦ୍ଦେଶ୍ୟ ଅଲଗା ଅଟେ। ବେଳେବେଳେ ମଣିଷ କିଛି ଗ୍ରହରେ ଜୀବନର ସନ୍ଧାନରେ ଏବଂ କେବେ ଏଲିଅନଙ୍କ ସନ୍ଧାନରେ ମହାକାଶକୁ ଯାଏ। ନିକଟରେ…

ଲିବିୟା ବନ୍ୟା: ୩ ଲକ୍ଷ ଶିଶୁ ଭୋକ ଉପାସରେ…

ତ୍ରିପୋଲି,୧୮।୯ : ଲିବିୟାରେ ପ୍ରଳୟଙ୍କରୀ ବନ୍ୟା ପରେ ପ୍ରାୟ ୩ ଲକ୍ଷ ଶିଶୁ ଗୁରୁତର ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଦିନକୁ ଦୁଇ ବେଳା ଖାଇବାକୁ ମିଳୁନି। ସେମାନେ ଭୋକ ଉପାସରେ ରହିଛନ୍ତି। ବନ୍ୟା ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri