Home Middle

ଥାଇଲାଣ୍ଡକୁ ଆସିଲେ ଚାଇନା ପର୍ଯ୍ୟଟକ

ବ୍ୟାଙ୍କକ୍‌,୨୫ା୯: ଚାଇନାରୁ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଥାଇ ସରକାର ଭିଜା ମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏକ ନୂତନ ଭିଜାମୁକ୍ତ ପ୍ରବେଶ କାର୍ଯ୍ୟକ୍ରମ ଅଧୀନରେ ସୋମବାର ବ୍ୟାଙ୍କକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶତାଧିକ ଚାଇନା ପର୍ଯ୍ୟଟକଙ୍କୁ ସ୍ବାଗତ କରାଯାଇଛି। ଜଣେ ଅଧିକାରୀ…

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଦଳ

କଲମ୍ବୋ,୨୫।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟର ସ୍ବର୍ଣ୍ଣ ପଦକ ମୁକାବିଲାରେ ଭାରତୀୟ ମହିଳା ଦଳର ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ୨୯ ଓଭରରେ ୭…

ଟ୍ରମ୍ପ-ବାଇଡେନଙ୍କ ମଧ୍ୟରେ ହେବ ଜୋର୍‌ଦାର ଲଢ଼େଇ

ଓ୍ବାଶିଂଟନ,୨୫ା୯: ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। କୁହାଯାଉଛି, ଏଥର ମଧ୍ୟ ଆମେରିକାର ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା ହେବ। ଏହି ସମୟରେ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ…

ମହିଳା ସଂରକ୍ଷଣ ବିଲ୍‌କୁ ବାଧ୍ୟ ହୋଇ ସମର୍ଥନ କରିଛି ‘ଇଣ୍ଡିଆ’: ପ୍ରଧାନମନ୍ତ୍ରୀ

ଭୋପାଳ,୨୫।୯: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଭୋପାଳରେ ଜମ୍ବୁରୀ ମଇଦାନରେ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳ ଇଣ୍ଡିଆକୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ସଂସଦରେ ମହିଳା ସଂରକ୍ଷଣ ପାଇଁ ଆଣାଯାଇଥିବା ନାରୀଶକ୍ତି…

ବାଂଲାଦେଶରେ ୩୮୦୦୦ ଡେଙ୍ଗୁ ରୋଗୀ ଚିହ୍ନଟ

ଢାକା,୨୫ା୯: ନ୍ୟାଶନାଲ ସେଣ୍ଟର ଫର୍‌ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ତଥ୍ୟ ଅନୁଯାୟୀ, ଗତ ବର୍ଷ କେବଳ ପଶ୍ଚିମବଙ୍ଗରେ ସର୍ବାଧିକ ୬୭୨୭୧ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ। ଅତି କମ୍‌ରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଚଳିତବର୍ଷ ବାଂଲାଦେଶରେ ୩୮୦୦୦ରୁ ଅଧିକ ଡେଙ୍ଗୁ…

ଜାଣିଶୁଣି ଋଣ ପୈଠ ନ କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ସର୍କୁଲାର ଜାରି…

ନୂଆଦିଲ୍ଲୀ,୨୫।୯ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ଋଣଦାତାଙ୍କୁ ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ। ଋଣ ନେଇଥିବା ବ୍ୟକ୍ତି ବ୍ୟାଙ୍କ…

ୟୁକ୍ରେନ ଧ୍ୱଂସ କଲା ରୁଷିଆର ୧୧ କ୍ରୁଜ କ୍ଷେପଣାସ୍ତ୍ର, ୧୯ ଡ୍ରୋନ…

କିଭ/ମସ୍କୋ,୨୫।୯ : ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର କୌଣସି ସଙ୍କେତ ଦେଉନାହିଁ। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ୟୁକ୍ରେନର ବାୟୁସେନା ସୋମବାର କହିଛି ରୁଷିଆ ଦ୍ୱାରା ରାତାରାତି ଉତକ୍ଷେପଣ କରାଯାଇଥିବା ୧୨ ଟି କ୍ରୁଜ କ୍ଷେପଣାସ୍ତ୍ର…

ଆଜି ମୋ ପାଖରେ ଅର୍ଥମନ୍ତ୍ରଣାଳୟ, ଆସନ୍ତାକାଲି ରହିବ କି ନାହିଁ ଜାଣେନା: ଅଜିତଙ୍କ ମନ୍ତବ୍ୟ ନେଇ କଳ୍ପନା ଜଳ୍ପନା…

ମୁମ୍ବାଇ,୨୫।୯ : ପୁଣିଥରେ ମହାରାଷ୍ଟ୍ର ରାଜନୀତିରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ତାଙ୍କ ବିବୃତ୍ତିରେ ପୁଣିଥରେ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛନ୍ତି। ବାରାମତିରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆଜି ମୋ…

ଆପଣ ନୁହନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ: ଶିବରାଜଙ୍କୁ କମଲନାଥଙ୍କ କଟାକ୍ଷ…

ଭୋପାଳ,୨୫।୯ : ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋପାଳ ଗସ୍ତ ସମ୍ପର୍କରେ କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ କଟାକ୍ଷ କରିଛନ୍ତି। ସେ ଶିବରାଜଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଆସୁଥିବାରୁ ଆପଣ ଆଜି ଟିକିଏ ଧୈର୍ଯ୍ୟବାନ…

ଇଣ୍ଡିଆ ମେଣ୍ଟରେ ଫାଟ: ଦରମା ନ ନେଇ ସ୍ପେନରେ ବିଳାସପୂର୍ଣ୍ଣ ହୋଟେଲରେ କିପରି ରହିଲେ ମମତା, କଂଗ୍ରେସର ପ୍ରଶ୍ନ…

କୋଲକାତା,୨୫।୯ : ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଅଧୀର  ରଞ୍ଜନ ଚୌଧୁରୀ ମମତା ବାନାର୍ଜୀଙ୍କ ସ୍ପେନ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ରାଜ୍ୟରେ ଡେଙ୍ଗୁ ରୋଗ ବଢୁଥିବା ସମୟରେ ସିଏମ ମମତା …

ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି: ୫୦ ପ୍ରତିଶତ ଯବାନ ହେବେ ସ୍ଥାୟୀ…

ନୂଆଦିଲ୍ଲୀ,୨୫।୯ : ସେନାରେ ନିଯୁକ୍ତି ପାଇଁ ୨୦୨୨ ମସିହାରେ କାର୍ଯ୍ୟକାରୀ ହୋଇଥିବା ଅଗ୍ନିବୀର ଯୋଜନାରେ ସରକାର ବଡ଼ ପରିବର୍ତ୍ତନ ଯୋଜନା କରୁଛନ୍ତି। ଏକ ଖବର ଅଛି ଶୀଘ୍ର ସେନାରେ ସ୍ଥାୟୀ ହେବାକୁ ଥିବା ସୈନିକଙ୍କ ସଂଖ୍ୟା ବଢ଼ିପାରେ। ବର୍ତ୍ତମାନ ଏହି ବିଷୟରେ…

ଶୁଟିଂରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ…

ହାଙ୍ଗଝୋ,୨୫।୯ : ଏସିଆନ ଗେମ୍ସ ୨୦୨୩ ରେ ଶୁଟିଂ ଦଳ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏସୀୟ ଗେମ୍ସର ଆରମ୍ଭ ପରେ ଦ୍ୱିତୀୟ ଦିନରେ ଦେଶ ପ୍ରଥମ ସ୍ବର୍ଣ୍ଣ ପଦକ ପାଇଛି। ପ୍ରଥମ ଦିନରେ ଭାରତୀୟ ଖେଳାଳିମାନେ ପାଞ୍ଚଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri