ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର
ପାରଳାଖେମୁଣ୍ଡି, ୨୬।୯(ଗିରିଧାରୀ ପରିଛା): ଗଜପତି ଜିଲରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଘୋଡ଼ାପଙ୍କା ଗାଁରେ ଗୁଣି ଗାରେଡି ସନ୍ଦେହରେ ସ୍ବାମୀ ଓ ସ୍ତ୍ରୀ ଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ମୃତକମାନେ ହେଲେ ଘୋ…
ଭାରତରେ ଉତ୍ପାଦନ ବଢ଼ାଇବ ଆପଲ୍
ନୂଆଦିଲ୍ଲୀ,୨୬।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ତଥା ପ୍ରିମିୟମ ସ୍ମାର୍ଟଫୋନ୍ ନିର୍ମାତା ଆପଲ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆଇଫୋନ୍ ଉତ୍ପାଦନ ବଢାଇବା ନେଇ ବିଚାରବିମର୍ଶ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ନିକଟରେ କମ୍ପାନୀ ଭାରତୀୟ ବଜାରରେ ଆପଲର ଏକ୍ସକ୍ଲୁସିଭ…
ତଦନ୍ତ ଲାଗି ବରିଷ୍ଠ ଆଇପିଏସ୍ ଅଫିସର ନିଯୁକ୍ତ କର
ନୂଆଦିଲ୍ଲୀ,୨୬ା୯: ଉତ୍ତରପ୍ରଦେଶର ମୁଜାଫରନଗରସ୍ଥିତ ଏକ ଘରୋଇ ସ୍କୁଲ୍ରେ ଜଣେ ୮ ବର୍ଷର ମୁସଲମାନ ଛାତ୍ରଙ୍କୁ ସହପାଠୀମାନଙ୍କ ଦ୍ୱାରା ଶିକ୍ଷୟିତ୍ରୀ ମାଡ଼ ମରାଇବା ଘଟଣା ଅତ୍ୟନ୍ତ ସାଂଘାତିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ୍ ଅଫିସର ନିଯୁକ୍ତ…
୩ ବର୍ଷ ପରେ ବିଦେଶୀଙ୍କ ପାଇଁ ସୀମା ଖୋଲିଲା ଉତ୍ତର କୋରିଆ
ବେଜିଂ, ୨୬।୯ : କୋଭିଡ୍-୧୯ ମହାମାରୀ ଯୋଗୁ ଦୀର୍ଘ ୩ ବର୍ଷ ଧରି ନିଜ ସୀମାକୁ ବିଦେଶୀମାନଙ୍କ ପାଇଁ ବନ୍ଦ ରଖିଥିବା ଉତ୍ତର କୋରିଆ ସୋମବାର ତାହାକୁ ଖୋଲିଛି। ଚାଇନାର ସରକାରୀ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି। କୋଭିଡ୍ ବିଶ୍ୱବ୍ୟାପୀ…
ଏସ୍ଡିଜେ ଆଡ଼କୁ ଭାରତର ଯାତ୍ରା ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ: କାମ୍ବୋଜ
ନ୍ୟୁୟର୍କ, ୨୬।୯:ଭାରତ ଅଧ୍ୟକ୍ଷତାରେ ଜି୨୦ ସମ୍ମିଳନୀ ଆୟୋଜନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜେ) ହାସଲ ଦିଗରେ ବେଶ୍ ସହାୟକ ହୋଇ ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି। ଜାତିସଂଘ ସାଧାରଣ…
ଭାରତର ବିଭାଜନ ଚାହୁଁଥିଲେ ଖଲିସ୍ତାନୀ ଆତଙ୍କବାଦୀ
ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ଗୁରପତ୍ଓ୍ବନ୍ତ ସିଂ ପନ୍ନୁନ୍ଙ୍କର ପଞ୍ଜାବର ଅମୃତସର ଏବଂ ଚଣ୍ଡିଗଡ଼ରେ ଥିବା ସମ୍ପତ୍ତି ଜବତ ହୋଇଥିବାବେଳେ ସେ ଭାରତକୁ ଅନେକ ଦେଶରେ ବିଭାଜନ କରିବାକୁ ଚାହୁଁଥିଲେ । ବେଆଇନ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍ସ ଫର୍ ଜଷ୍ଟିସ୍’ର ମୁଖ୍ୟ ପନ୍ନୁନ୍ଙ୍କ ବିରୋଧରେ…
କାବେରୀ ଜଳ ବିବାଦକୁ ନେଇ ବେଙ୍ଗାଲୁରୁ ବନ୍ଦ
ବେଙ୍ଗାଲୁରୁ,୨୬।୯: କାବେରୀ ଜଳ ବିବାଦକୁ ନେଇ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ତେବେ ବେଙ୍ଗାଲୁରୁରେ ବିରୋଧ କରୁଥିବା ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ମଙ୍ଗଳବାର (୨୬ ସେପ୍ଟେମ୍ବର) ଏବଂ ଶୁକ୍ରବାର (୨୯ ସେପ୍ଟେମ୍ବର) ରେ ଏକ ବନ୍ଦ ଡାକରା…
ଆଜି ୫୧,୦୦୦ ଯୁବତୀଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ସରକାରୀ ବିଭାଗ ତଥା ସଂଗଠନରେ ୫୧,୦୦୦ ନୂତନ ନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମୋଦି ଏହି ନିଯୁକ୍ତି ପତ୍ରଗୁଡ଼ିକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବଣ୍ଟନ କରିବେ ଏବଂ ପ୍ରାର୍ଥୀଙ୍କୁ…
ଭାରତୀୟ ବାୟୁସେନା ପାଇଁ ନୂଆ ଯୁଗ ଆରମ୍ଭ, ଆଇଏଏଫ୍ର ମେରୁଦଣ୍ଡ ହେବ ସି-୨୯୫ ବିମାନ
ଗାଜିଆବାଦ,୨୫ା୯ : ଭାରତୀୟ ବାୟୁସେନାରେ ସୋମବାର ପ୍ରଥମ ସି-୨୯୫ ପରିବହନ ବିମାନ ସାମିଲ ହୋଇଛି। ଏହା ବାୟୁସେନାର ଲଜିଷ୍ଟିକ୍ ସାମର୍ଥ୍ୟ ବଢ଼ାଇବାରେ ସହାୟକ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ହିଣ୍ଡନ ବାୟୁସେନା ଷ୍ଟେଶନରେ ସି-୨୯୫ ସାମିଲ ଉତ୍ସବ ଅନୁଷ୍ଠିତ…
ଭାଜପା ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କଲା ଏଆଇଏଡିଏମ୍କେ
ଚେନ୍ନାଇ,୨୫।୯: ତାମିଲନାଡୁରେ ଭାଜପାକୁ ବଡ ଝଟକା ଲାଗିଛି। ସୋମବାର ଏଆଇଏଡିଏମ୍କେ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନ୍ଡିଏ) ସହିତ ମେଣ୍ଟ ଭାଙ୍ଗିବାକୁ ଘୋଷଣା କରିଛି। ଦଳ କହିଛି, ଗତ ଏକ ବର୍ଷ ଧରି ଭାଜପାର ରାଜ୍ୟ ନେତୃତ୍ୱ କ୍ରମାଗତ ଭାବେ…
‘ରାଜସ୍ଥାନରେ କଂଗ୍ରେସ ହାରିବ’
ଜୟପୁର,୨୫ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଜୟପୁରରେ ‘ପରିବର୍ତ୍ତନ ସଙ୍କଳ୍ପ ମହାସଭା’ରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗେହଲଟ ନେତୃତ୍ୱାଧୀନ କଂଗ୍ରେସ ସରକାର ରାଜସ୍ଥାନର ୫ ବର୍ଷ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୁଁ…
ଗଲ୍ଫ ବଲ୍ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମୋଟା ଅଙ୍କର ଜରିମାନା
ତାଇପେ,୨୫ା୯: ସୋମବାର ତାଇଓ୍ବାନ କର୍ତ୍ତୃପକ୍ଷ ଏକ ଗଲ୍ଫ ବଲ୍ ନିର୍ମାତାଙ୍କ ପ୍ରତି ୨.୪ ନିୟୁତ ତଥା ନୂଆ ତାଇଓ୍ବାନ ୭୫୦୦୦ ଡଲାର ଜରିମାନା କରିଛନ୍ତି। ବିପଜ୍ଜନକ ସାମଗ୍ରୀର ଆଇନଗତ ସୀମା ତଥା ଅନ୍ୟାନ୍ୟ ଉଲ୍ଲଂଘନର ୩୦ ଗୁଣ ସଂରକ୍ଷଣ କରିଥିବାରୁ ଆପରାଧିକ…
Archives


