ସବୁ ସୀମା ଟପିଲାଣି ଇସ୍ରାଏଲ, ଏଣିକି ସମସ୍ତେ ନେବେ ପଦକ୍ଷେପ
ତେହରାନ,୨୯ା୧୦: ଇସ୍ରାଏଲ ସବୁ ସୀମା ଟପି ସାରିଲାଣି। ଯାହାକି ସମସ୍ତଙ୍କୁ ଏନେଇ ପଦକ୍ଷେପ ନେବାକୁ ବାଧ୍ୟ କରିପାରେ ବୋଲି ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି କହିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଗାଜା ଉପରେ କରୁଥିବା ଅମାନୁଷିକ ବୋମାମାଡ଼ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ…
ହିଟ୍ମ୍ୟାନ୍ଙ୍କ ସ୍ବତନ୍ତ୍ର ରେକର୍ଡ: ଭାରତର ସପ୍ତମ ଖେଳାଳି ଭାବେ ଏମିତି ରେକର୍ଡ କଲେ
ଲକ୍ଷ୍ନୌ,୨୯।୧୦: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପ ୨୦୨୩ର ୨୯ତମ ମ୍ୟାଚ ଲକ୍ଷୌର ଏକାନା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ପଡ଼ିଆକୁ ପ୍ରବେଶ କରିବା ମାତ୍ରେ କ୍ୟାପଟେନ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ଅଧିନାୟକ…
ଦୋଷୀ ପୁଅ ବଦଳରେ ପିତାଙ୍କୁ ଦଣ୍ଡାଦେଶ: ପୈତୃକ ଦୋକାନ ବିକି ବୋହୂଙ୍କୁ ଭରଣପୋଷଣ ଦେବାକୁ କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୯।୧୦ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ନିଆରା ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୈତୃକ ଦୋକାନ ବିକ୍ରୟ କରିବା ଏବଂ ବୋହୂଙ୍କୁ ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ବ୍ୟକ୍ତିଙ୍କ ପୁଅ ତାଙ୍କ ସ୍ତ୍ରୀଙ୍କୁ…
କଳା ବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କ’ଣ ରହିଛି କାରଣ
ଲକ୍ଷ୍ନୌ,୨୯।୧୦: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପର ୨୯ତମ ମ୍ୟାଚ୍ ଖେଳାଯାଉଛି। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ଟିମ…
ଜଣେ ମା’ ଯାହା କରନ୍ତି ତାହା ଅନ୍ୟ କେହି କରି ପାରିବେ ନାହିଁ: ହାଇକୋର୍ଟଙ୍କ ଐତିହାସିକ ରାୟ…
ଚେନ୍ନାଇ,୨୯।୧୦ : ଜଣେ ମାତାଙ୍କ ସପକ୍ଷରେ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି। ଏଥିସହ ପିତାଙ୍କୁ ତାଙ୍କର ୮ ବର୍ଷର ଝିଅ ବିଷୟରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାକୁ ତାଙ୍କୁ କଡାକଡି ପାଳନ କରିବାକୁ କୁହାଯାଇଛି। ଏହି ମାମଲା ଝିଅର ହେପାଜତ…
ବନ୍ଧକଙ୍କ ମୁକ୍ତି ପାଇଁ ଏଭଳି ସର୍ତ୍ତ ରଖିଲା ହମାସ…
ଜେରୁଜେଲମ,୨୯।୧୦ : ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ପରେ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧର ଦ୍ୱିତୀୟ ପର୍ଯ୍ୟାୟ ବର୍ତ୍ତମାନ ଆରମ୍ଭ ହୋଇଛି। ଇସ୍ରାଏଲ ଉତ୍ତର ଗାଜା ଉପରେ ଆକ୍ରମଣକୁ ଆହୁରି ତୀବ୍ର କରିଛି। ଇସ୍ରାଏଲ ଅନୁଯାୟୀ ଏହି…
ହମାସ-ଇସ୍ରାଏଲ ମଧ୍ୟରେ ବଡ଼ ଡିଲ, ପରସ୍ପରକୁ ଅଫର ଦେଲେ ଦୁଇ ପକ୍ଷ…
ଜେରୁଜେଲମ,୨୯।୧୦ : ଅକ୍ଟୋବର ୭ ରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଏକ ନୂତନ ମୋଡ ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲକୁ ବନ୍ଧକମାନଙ୍କୁ ମୁକ୍ତ କରିବାକୁ ଏକ ଅଫର ଦେଇଛି। ଏହି…
କମଲନାଥଙ୍କୁ ସୁପରନାଥ କଲା କଂଗ୍ରେସ, ଦେଖନ୍ତୁ ଜାରି ହୋଇଥିବା ଅଫିସିଆଲ ଭିଡ଼ିଓ…
ଭୋପାଳ,୨୯।୧୦ : ମଧ୍ୟପ୍ରଦେଶ ରାଜନୀତିରେ ପ୍ରତିଦିନ ଏକ ନୂଆ ରାଜନୈତିକ ନାଟକ ଦେଖିବାକୁ ମିଳୁଛି। ନିର୍ବାଚନରେ ରାମ ମନ୍ଦିର ପ୍ରବେଶ ପରେ ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ହନୁମାନ ଭକ୍ତ କମଲ ନାଥ ବର୍ତ୍ତମାନ ସୁପର ନାଥରେ ପରିଣତ ହୋଇଛନ୍ତି। କଂଗ୍ରେସ କମଲ…
୨ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨କୋଟି ଟଙ୍କା
ବେଙ୍ଗାଲୁରୁ,୨୯।୧୦: ୨ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨କୋଟି ଟଙ୍କା। ଏପରି ଘଟଣା ଘଟିଛି କର୍ନାଟକରେ। ସାଇବର ଠକ କର୍ନାଟକର ୧ଶହ ବ୍ୟାଙ୍କ ଖାତାରୁ ୨କୋଟି ଟଙ୍କା ଗାଏବ କରି ଦେଇଛନ୍ତି। ବେଙ୍ଗାଲୁରୁ ସାଇବର ପୋଲିସର ସୂଚନା ପରେ ବିହାରର ପୂର୍ଣ୍ଣେଆ…
କେରଳ ରାଲିରେ ହମାସ ନେତା: ରାଜନୈତିକ ବିବାଦ ଆରମ୍ଭ
ଥିରୁଭାନନ୍ତପୁରମ୍, ୨୯।୧୦: ଇସ୍ରାଏଲ-ହମାସ ଯୁଦ୍ଧ ତିନି ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବନ୍ଦ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏହି ସମୟରେ ପାଲେଷ୍ଟାଇନକୁ ସମର୍ଥନ କରି କେରଳରେ ଏକ ରାଲିର ଆୟୋଜନ କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା…
କୋଚିରେ ଏକ ଖ୍ରୀଷ୍ଟିଆନ୍ ପ୍ରାର୍ଥନା ସଭାରେ ୫ ବିସ୍ଫୋରଣ: ଜଣେ ମୃତ, ୨୩ ଆହତ
କୋଚି,୨୯।୧୦: କେରଳର କୋଚିରେ ଏକ କନ୍ଭେସନ(ସମ୍ମିଳନୀ) ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଠାରେ ଗୋଟିଏ ପରେ ଗୋଟିଏ ୫ ବିସ୍ଫୋରଣ ଘଟିବା ପରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତେବେ ବିସ୍ଫୋରଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ରୁ…
ଦିଓ୍ବାଲୀ ପୂର୍ବରୁ ୧୫୦ଟପିବ ପିଆଜ, ଜାଣନ୍ତୁ ଆପଣଙ୍କ ସହରରେ କେତେ…
ନୂଆଦିଲ୍ଲୀ,୨୯।୧୦: ଦିଓ୍ବାଲୀ ବେଳକୁ କନ୍ଦାଇବ ପିଆଜ। ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଦୁଇ ଦୁଇ ଥର ବଢିଲାଣି ପିଆଜ ଦର। ଗତ କିଛି ଦିନ ମଧ୍ୟରେ ପିଆଜ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ଦେଶର କେତେକ ସ୍ଥାନରେ ପିଆଜ…
Archives


