ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ହେବ ମହଙ୍ଗା
ନୂଆଦିଲ୍ଲୀ,୩୦।୯: ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଛନ୍ତି କି? ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲିଠାରୁ ବିଦେଶ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ରବିବାର ଠାରୁ ବିଦେଶୀ ଟୁର୍ ପ୍ୟାକେଜ ମହଙ୍ଗା ହେବାକୁ ଯାଉଛି । ବିଦେଶ ଯାତ୍ରା ପାଇଁ ୭ଲ୪ଣୁ ଅଧକ…
ରୋଜ କିସମର ପିଆଜରେ ରପ୍ତାନୀ ଶୁଳ୍କ ହଟାଇଲେ ସରକାର
ନୂଆଦିଲ୍ଲୀ,୩୦।୯: ପିଆଜ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ରୋଜ କିସମର ପିଆଜ ଉପରେ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି ଭାରତ ସରକାର। ଏହି ପଦକ୍ଷେପରେ ଏକ ଲକ୍ଷ ପିଆଜ ଚାଷୀ ଲାଭବାନ ହେବେ। ଏହାଦ୍ୱାରା ପିଆଜର…
ସ୍କ୍ବାଶରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଲା ଭାରତ…
ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ ରେ ଭାରତ ଦଶମ ସ୍ବର୍ଣ୍ଣ ପଦକ ଜିତିଛି। ପାକିସ୍ତାନ ସହ ଖେଳାଯାଇଥିବା ସ୍କ୍ବାଶର ଫାଇନାଲ ମ୍ୟାଚରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସୌରଭ ଘୋଷାଲ, ଅଭୟ ସିଂ ଏବଂ ମହେଶ ମଙ୍ଗାଭଙ୍କରଙ୍କ ଭାରତୀୟ ଦଳ…
୨ହଜାର ଟଙ୍କା ବଦଳାଇବା ପାଇଁ ବଢାଯିବନି ସମୟ ସୀମା:ଆରବିଆଇ
ନୂଆଦିଲ୍ଲୀ,୩୦।୯: ୨ହଜାର ବଦଳାଇବା ନେଇ ବଡ ଖବର ଆସିଛି। ନୋଟ ବଦଳାଇବା ସମୟସୀମା ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରତିକ୍ରିୟା ଦେଇଛି। ଆରବିଆଇ କହିଛି, ୨ହଜାର ଟଙ୍କା ନୋଟ ବଦଳାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଅର୍ଥାତ୍ ଆଜି ଶେଷ…
ଜାପାନ ପୁଣି ଛାଡିବ ଫୁକୁଶିମା ଆଣବିକ କାରଖାନା ବର୍ଜ୍ୟ ଜଳ: ଚାଇନା ସମେତ ଅନ୍ୟ ପଡୋଶୀ ଜଣାଇଲେ ଆପତ୍ତି…
ଟୋକିଓ,୩୦।୯ : ଜାପାନ ପୁଣି ଥରେ ରେଡିଓଆକ୍ଟିଭ ଜଳ ସମୁଦ୍ରକୁ ଛାଡ଼ିବାକୁ କରିବାକୁ ଯାଉଛି। ଯେଉଁଥିପାଇଁ ଚାଇନା ସମେତ ଅନେକ ପଡୋଶୀ ଦେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ଜାପାନ ଦାବି କରିଛି ଏହି ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ ଏଥିରୁ…
ଲିପଷ୍ଟିକ ଲଗାଇଥିଲେ, ବବକଟ ଚୁଟି ରଖିଥିଲେ ମିଳିବ ମହିଳା ସଂରକ୍ଷଣ ବିଲ୍ର ଲାଭ: ଆରଜେଡି ନେତା ସିଦ୍ଦିକିଙ୍କ ବିବାଦୀୟ ବୟାନ
ନୂଆଦିଲ୍ଲୀ,୩୦।୯: ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବରିଷ୍ଠ ଆରଜେଡି ନେତା ଅବଦୁଲ ବାରୀ ସିଦ୍ଦିକିଙ୍କ ବିବୃତ୍ତି ପରେ ଜାତୀୟ ରାଜନୀତିରେ ବିବାଦ ଦେଖାଦେଇଛି। ଲିପଷ୍ଟିକ ଲଗାଇଥିବା ଓ ବବକଟ ଚୁଟି ରଖିଥିଲେ ମହିଳାଙ୍କୁ ସଂରକ୍ଷଣ ମିଳିପାରିବ ବୋଲି ସିଦ୍ଦିକି କହିଛନ୍ତି। ଏହି…
ଜେଡିୟୁ ଘର କଳି ପଦାରେ: ଲଲନ-ଅଶୋକ ମୁହାଁମୁହିଁ…
ପାଟନା,୩୦।୯ : ଜେଡିୟୁରେ ସବୁକିଛି ଠିକ ଚାଲିନାହିଁ, ଲଲନ ସିଂ ଏବଂ ଅଶୋକ ଚୌଧୁରୀଙ୍କ ମଧ୍ୟରେ ପାରସ୍ପରିକ ବିବାଦ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଜେଡିୟୁ ଘର କଳି ପଦାରେ ପଡ଼ିବା ପରେ ଭାଜପା ପକ୍ଷରୁ ଆରଜେଡି ଏବଂ ଜେଡିୟୁକୁ ଟାର୍ଗେଟ…
ସେନାରେ ଖୁବ୍ଶୀଘ୍ର ନିୟୋଜନ ହେବ ୟୁଜିଭି, ସୀମାରେ ଶତ୍ରୁଙ୍କ ଉପରେ ରଖିବ ନଜର
ନୂଆଦିଲ୍ଲୀ,୩୦।୯: ଭାରତୀୟ ସେନାରେ ନିୟୋଜିତ ହେବାକୁ ଯାଉଛି ସ୍ବୟଂ ଚାଳିତ ଏପରି ଏକ ଯାନ ଯାହା ସୀମାବର୍ତ୍ତୀ ଇଲାକାରେ ନଜର ରଖିବ। ସ୍ବତନ୍ତ୍ର ଓ ଆଧୁନିକ ଯନ୍ତ୍ରପାତି ସହିତ ସଜ୍ଜିତ ଏହି ମାନବ ବିହୀନ ଗ୍ରାଉଣ୍ଡ ଯାନ (ୟୁଜିଭି) ଶୀଘ୍ର ଭାରତୀୟ…
ଏସିଆନ ଗେମ୍ସ ୨୦୨୩: ଟେବୁଲ ଟେନିସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ରୋହନ -ଋତୁଜାଙ୍କ ଯୋଡି…
ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଟେବୁଲ ଟେନିସରେ ରୋହନ ବୋପାନ୍ନା ଏବଂ ଋତୁଜା ଭୋସଲେଙ୍କ ଯୋଡି ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ ତାଇପେଇ…
ଉଦ୍ଧବ ସମର୍ଥକଙ୍କ ସହ ମେଣ୍ଟ କରିବାକୁ ଚାହୁନି କଂଗ୍ରେସ: ପ୍ରକାଶ ଆମ୍ବେଡକର
ନୂଆଦିଲ୍ଲୀ,୩୦।୯: ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଞ୍ଚିତ ବହୁଜନ ଅଗାଡି(ଭିବିଏ)। ନିର୍ବାଚନରେ ୪୮ଟି ଲୋକସଭା ଆସନରେ ବିବିଏ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସଭାପତି ପ୍ରକାଶ ଆମ୍ବେଡକର ଘୋଷଣା କରିଛନ୍ତି। ଦଳ ନିର୍ବାଚନରେ ଏକାକୀ ଲଢିବ ଓ ସେଥିପାଇଁ…
ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ଶୀଘ୍ର ହଟାଯାଉ: ସିବଲ…
ନୂଆଦିଲ୍ଲୀ,୩୦।୯ : ମଣିପୁରର ପରିସ୍ଥିତି ସମ୍ପର୍କରେ ରାଜ୍ୟସଭା ସାଂସଦ କପିଲ ସିବଲ ଶନିବାର କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଭାଜପା ଏକ ବେପରୁଆ ସରକାର। ସେ କହିଛନ୍ତି ଯେ କେନ୍ଦ୍ର ତୁରନ୍ତ ମୁଖ୍ୟମନ୍ତ୍ରୀ ଏନ। ବିରେନ ସିଂଙ୍କୁ ହଟାଇବା ଉଚିତ ଏବଂ…
ବିଚାରଧୀନ ମାମଲା ଲମ୍ବିତ ହେଲେ ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖି ହେବ ନାହିଁ: ହାଇକୋର୍ଟ…
ମୁମ୍ବାଇ,୩୦।୯ : ଦୁଇଥର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ବମ୍ବେ ହାଇକୋର୍ଟ କହିଛନ୍ତି ଭାରତର ସମ୍ବିଧାନରେ ଦର୍ଶାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବାରୁ ଜଣେ ବ୍ୟକ୍ତିଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ। ଏହା ସହିତ ଜଷ୍ଟିସ…
Archives


