ଆତଙ୍କବାଦ ସମ୍ମୁଖରେ ଅସହାୟ ପାକିସ୍ତାନ: ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ, ର‘କୁ କଲା ଦାୟୀ…
ଇସଲାମାବାଦ,୧।୧୦ : ବାଲଚିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ନେଇ ପାକିସ୍ତାନ ଏବେ ଭାରତୀୟ ଗୁପ୍ତଚର ସଂସ୍ଥା ର‘କୁ ଦାୟୀ କରିଛି। ବିସ୍ଫୋରଣର ୨ ଦିନ ବିତିଥିଲେ ମଧ୍ୟ ପାକିସ୍ତାନ ଏହାର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ ହୋଇଛି। ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲାର ଏକ…
ୟୁକ୍ରେନକୁ ବଡ଼ ଝଟକା: ହ୍ରାସ ପାଇଲା ଆମେରିକା ସହାୟତା…
କିଭ,୧।୧୦: ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଏଥିରେ ୟୁକ୍ରେନକୁ ସହାୟତା ହ୍ରାସ କରାଯାଇଛି। ଏହା ଦ୍ୱାରା ୟୁକେନ୍କୁ ବଡ଼ ଝଟକା ଲାଗିଛି। ଏହି ପ୍ୟାକେଜ…
ଆମେରିକା ସିନେଟରେ ତରବରିଆ ପାରିତ ହେଲା ଅସ୍ଥାୟୀ ଫଣ୍ଡିଂ ବିଲ୍,ଆଇନରେ ପରିଣତ କରିବା ପାଇଁ ବାଇଡେନଙ୍କ ନିକଟକୁ ପଠାଗଲା…
ଓ୍ବାଶିଂଟନ, ୧।୧୦: ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଜେନ୍ସିଗୁଡ଼ିକୁ ଖୋଲା ରଖିବା ପାଇଁ…
ଆଜି ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା ଗସ୍ତ, ଜନତାକୁ ୧୩ ହଜାର ୫୦୦ କୋଟି ମୂଲ୍ୟ ପ୍ରକଳ୍ପର ଦେବେ ଉପହାର
ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନା ଗସ୍ତ କରିବେ। ଏଠାରେ ସେ ୧୩ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି…
୧୪ ଦିନିଆ ନ୍ୟାୟିକ ହେପାଜତରେ ସୁଖପାଲ ସିଂ
ଚଣ୍ଡିଗଡ,୧।୧୦: ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ଦୁଇ ଦିନର ପୋଲିସ ହେପାଜତ ଶେଷ…
ପୃଥିବୀଠାରୁ ୯.୨ ଲକ୍ଷ ଦୂରରେ ପହଞ୍ଚିଲା ଆଦିତ୍ୟ- ଏଲ୍୧
ନୂଆଦିଲ୍ଲୀ,୧।୧୦: ଇସ୍ରୋ ଶନିବାର ଭାରତର ସୂର୍ଯ୍ୟ ମିଶନ ବିଷୟରେ ବଡ ସୂଚନା ଦେଇଛି। ଇସ୍ରୋ ଟୁଇଟ କରି କହିଛି ଯେ, ଆଦିତ୍ୟ- ଏଲ୍୧ ମିଶନ ଅଧୀନରେ ପଠାଯାଇଥିବା ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରି ୯.୨ ଲକ୍ଷ କିଲୋମିଟରରୁ…
ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି
ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି। ଏନେଇ ଭାରତ ବ୍ରିଟେନ ବହିର୍ବ୍ୟାପାର କାର୍ଯ୍ୟାଳୟରେ ଉଦ୍ବେଗ ଜଣାଇଛିି। ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍ଗୋସ୍ଥିତ ଗୁରୁଦ୍ୱାରାକୁ…
କୋଟା କୋଚିଂ ସେଣ୍ଟରରେ ଆତ୍ମହତ୍ୟା ରୋକିବା ପାଇଁ ନୂଆ ନିୟମ: ନବମ ଶ୍ରେଣୀ ପରେ ମିଳିବ ନାମଲେଖା ସୁଯୋଗ…
ଜୟପୁର,୩୦।୯ : ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ ହେବ।…
ଖାଦ୍ୟ ପ୍ୟାକ ପାଇଁ ଖବର କାଗଜର ବ୍ୟବହାର କରିପାରେ ଅସୁସ୍ଥ: ଏଫଏସଏସଏଆଇ…
ନୂଆଦିଲ୍ଲୀ,୩୦।୯ : ଖାଦ୍ୟ ସାମଗ୍ରୀ ପ୍ୟାକ କରିବା ପାଇଁ ଖବରକାଗଜ ବ୍ୟବହାର କରିବା ବିପଜ୍ଜନକ।ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ ଖାଦ୍ୟ ବିକ୍ରେତା ଏବଂ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀର ପ୍ୟାକ, ସେବା ଏବଂ ସଂରକ୍ଷଣ ପାଇଁ…
ତେଲ ପାଇପ୍ଲାଇନ୍ରେ ବଡ଼ଧରଣର ଅଗ୍ନିକାଣ୍ଡ, ୩ ଆହତ
କିଭ୍,୩୦ା୯: ପଶ୍ଚିମ ୟୁକ୍ରେନର ତେଲ ପାଇପ୍ଲାଇନ୍ରେ ବଡ଼ଧରରଣ ଅଗ୍ନିକାଣ୍ଡ ଘଟିଛି। ପଶ୍ଚିମ ୟୁକ୍ରେନ ଇଭାନୋ-ଫ୍ରାଙ୍କିଭସ୍କର ଥିବା ତେଲ ପାଇପ୍ଲାଇନ୍ରେ ଏହି ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି ବୋଲି ଜରୁରୀକାଳିନ ସେବାପକ୍ଷରୁ ଶନିବାର କୁହାଯାଇଛି। ସୋସିଆଲ ମିଡିଆରେ ଶେୟାର ହୋଇଥିବା…
୧୦ ହଜାର ମିଟର ଦୌଡରେ ଭାରତକୁ ରୋପ୍ୟ-ବ୍ରୋଞ୍ଜ ପଦକ…
ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ଭାରକ ୧୦ ହଜାର ମିଟର ଦୌଡରେ ୨ଟି ପଦକ ହାସଲ କରିଛି। ଭାରତ ପାଇଁ କାର୍ତ୍ତିକ କୁମାର ୨୮:୧୫:୩୮ ଟାଇମିଂରେ ରୌପ୍ୟ ପଦକ ଜିତିଥିବାବେଳେ ଗୁଲବୀର ସିଂ ୨୮:୧୭:୨୧ ଟାଇମିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ…
ଏସିଆନ ଗେମ୍: ହକିରେ ପାକିସ୍ତାନକୁ ପରାଜିତ କଲା ଭାରତ…
ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ହକିରେ ପାକିସ୍ତାନକୁ ଭାରତ ଧୁଳି ଚଟାଇଛି। ଭାରତ ୧୦-୨ରେ ବିଜୟ ଲାଭ କରିଛି। ପ୍ରଥମାର୍ଦ୍ଧରେ ଭାରତ ୪ ଗୋଲ କରିଥିଲା। ଏହା ପରେ ଦ୍ୱିତୀୟାର୍ଦ୍ଧରେ ଭାରତ ୬ ଗୋଲ ସ୍କୋର କରିଥିଲା। ପ୍ରଥମାର୍ଦ୍ଧରେ ପାକିସ୍ତାନ କୌଣସି…
Archives


