Home Middle

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୮୩ ରନ…

ମୁମ୍ବାଇ,୨୪।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବାଂଲାଦେଶ ଅଧିନାୟକ…

କରୋନା ସମୟରେ ଆମେ କରିନୁ ଖେଚୁଡି ଚୋରି: ଉଦ୍ଧବଙ୍କୁ ଶିନ୍ଦେଙ୍କ କଟାକ୍ଷ…

ମୁମ୍ବାଇ,୨୪।୧୦ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୂର୍ବତନ ପ୍ରତିପକ୍ଷ ଉଦ୍ଧବ ଠାକରେଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି ଆମେ କରୋନା ମହାମାରୀ ସମୟରେ ଅନ୍ୟ କାହା ଭଳି ଖେଚୁଡି ଚୋରି କରି ନାହୁଁ। ଉଦ୍ଧବ ୩୦୦ ଗ୍ରାମ…

ଭାରତ-ପାକିସ୍ତାନ ଭାଗବଣ୍ଟାରେ ଅଲଗା ହୋଇଥିଲେ ଭାଇ-ଭଉଣୀ, ୭୬ବର୍ଷ ପରେ କଲେ ସାକ୍ଷାତ

ଲାହୋର,୨୪।୧୦: ୧୯୪୭ ଅଗଷ୍ଟ ମାସରେ ଭାରତ ଠାରୁ ଅଲଗା ହେଲା ପାକିସ୍ତାନ। ସେହି ସମୟରେ ଦେଶରେ ବଡ ହିଂସା ଦେଖାଯାଇଥିଲା। ଏହି ହିଂସାରେ ବହୁ ଲୋକ ନିଜ ଘର ହରାଇବା ସହ ବହୁଜଣଙ୍କ ହତ୍ୟା କରାଯାଇଥିଲା। ବହୁ ପରିବାରଙ୍କୁ ଦେଶ ଛାଡି…

କାନ୍ଦୁଛନ୍ତି ପାକିସ୍ତାନ ଖେଳାଳି…

ଚେନ୍ନାଇ,୨୪।୧୦: ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଟିମ ଆଫଗାନିସ୍ତାନଠାରୁ ପରାଜୟ ସ୍ବୀକାର କରିଛି। ଏହୀ ପରାଜୟକୁ ପାକିସ୍ତାନ ଖେଳାଳି ମାନେ ହଜମ କରି ପାରି ନାହାନ୍ତି। ଏହା ସେମାନଙ୍କୁ ଏକ ଦୁଃସ୍ବପ୍ନ ପରି ଲାଗୁଛି। ପାକିସ୍ତାନ ଦଳ ମୋଟ…

ସମଲିଙ୍ଗୀ ବିବାହର ନିଷ୍ପତ୍ତି ବିବେକ ଅନୁଯାୟୀ ନେଇଛି: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୨୪।୧୦: ସମଲିଙ୍ଗୀ ବିବାହର ନିଷ୍ପତ୍ତି ବିବେକ ଅନୁଯାୟୀ ନେଇଛି ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଜର୍ଜିଆ ଟାଉନ ୟୁନିଭରସିଟି ଆଇନ କେନ୍ଦ୍ର, ୱାଶିଂଟନ ଡିସି ଏବଂ ସୋସାଇଟି ଫର୍‌ ଡେମୋକ୍ରାଟିକ ରାଇଟ୍ସ ଦ୍ୱାରା ଆୟୋଜିତ ହୋଇଥିବା ‘ତୃତୀୟ ତୁଳନାତ୍ମକ ସାମ୍ବିଧାନିକ…

ଶ୍ରୀଲଙ୍କା କ୍ୟାବିନେଟରେ ବଡ ନିଷ୍ପତ୍ତି, ଭାରତ ସମେତ ଏହି ଦେଶର ଲୋକଙ୍କୁ ଭିଜା ପାଇଁ ଦେବାକୁ ପଡିବନି ଶୁଳ୍କ

କଲମ୍ବୋ, ୨୪।୧୦: ଭାରତ ସମେତ ୭ଟି ଦେଶ ପାଇଁ ଭିଜା ମାଗଣା କରିବାକୁ ଶ୍ରୀଲଙ୍କାର କ୍ୟାବିନେଟ ଘୋଷଣା କରିଛି। ଏହି ପାଇଲଟ ପ୍ରକଳ୍ପ ଅଧୀନରେ ଭାରତ, ଚାଇନା, ରୁଷିଆ, ମାଲେସିଆ, ଜାପାନ, ଇଣ୍ଡୋନେସିଆ ଏବଂ ଥାଇଲ୍ୟାଣ୍ଡର ନାଗରିକମାନଙ୍କ ପାଇଁ ମାର୍ଚ୍ଚ ୩୧…

ପୁଟିନଙ୍କୁ ହୃଦଘାତ!

ମସ୍କୋ,୨୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ହୃଦଘାତର ଶିକାର ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଘରର ଚଟାଣରେ ପଡିଯାଇଥିବା କୁହାଯାଉଛି। ଏକ ଟେଲିଗ୍ରାମ ଚ୍ୟାନେଲ ପକ୍ଷରୁ ଦାବି କରାଯାଇଛି ଯେ ରବିବାର ସାରେ ପୁଟିନ ତାଙ୍କ ଶୋଇବା ଘରେ ଥିବାବେଳେ…

ବିଜୟାଦଶମୀରେ ଗୁରୁ ଦାୟିତ୍ୱ: 5T, ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ ହେଲେ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ୱର,୨୪।୧୦:ଚାକିରିରୁ ଅବସର ନେବାର ଗୋଟିଏ ଦିନ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ବିଜୟାଦଶମୀରେ ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି। ଏହା ଏକ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା। ଫଳରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ…

ଇନ୍ଧନ ଅଭାବ ଯୋଗୁ ବିମାନ ଉଡାଣ ରଦ୍ଦ

ଇସଲାମାବାଦ,୨୪।୧୦: ପାକିସ୍ତାନ କେବଳ ଖାଦ୍ୟ ସଙ୍କଟ ଦେଇ ଗତି କରୁନାହିଁ ବରଂ ବର୍ତ୍ତମାନ ଇନ୍ଧନ ଅଭାବ ହେତୁ ଦେଶରେ ବିଶୃଙ୍ଖଳା ଦେଖାଦେଇଛି। ଏପରି ରକେଟ ବେଗରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି ଯାହା କେବଳ ସାଧାରଣ ଲୋକ ନୁହେଁ, ବିମାନ କମ୍ପାନୀଗୁଡିକ…

ଆମେରିକା ସହ ସମ୍ପର୍କ ଯୋଡିବାକୁ ଚାହୁଁଛି ଚାଇନା

ଓ୍ବାଶିଂଟନ,୨୪।୧୦: ଗତ କିଛି ବର୍ଷ ହେଲା ଆମେରିକା ଏବଂ ଚାଇନା ଧ୍ୟରେ ବାଣିଜି୍ୟ ସମ୍ପର୍କ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଉଭୟ ଦେଶର ସରକାର ସମ୍ପର୍କରେ ଜମା ହୋଇଥିବା ବରଫ ତରଳାଇବା ପାଇଁ ଉଦ୍ୟମ ଜୋରଦାର କରିଛନ୍ତି। ସୂଚନାଯୋଗ୍ୟ, ଚାଇନାର ବୈଦେଶିକ…

ନେତାନ୍ୟାହୁଙ୍କୁ ଧମକ ଦେଲେ ବାରାକ ଓବାମା

ଓ୍ବାଶିଂଟନ,୨୪।୧୦: ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି ଏବଂ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ ଯୁଦ୍ଧରେ ଗାଜାର ସାଧାରଣ ନାଗରିକଙ୍କ ମାନବିକ ଦିଗକୁ ଅଣଦେଖା କରେ, ତେବେ…

ବଡ ଘୋଷଣା କଲେ ଜାତିସଂଘ ସାଧାରଣ ସଭାର ସଭାପତି

ନୂଆଦିଲ୍ଲୀ,୨୪।୧୦: ମିଳିତ ଜାତିସଂଘର ସାଧାରଣ ସଭାର ସଭାପତି ଡେନିସ ଫ୍ରାନ୍ସିସ ୧୦ମ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନ ପାଇଁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ସ୍ବତନ୍ତ୍ର ଅଧିବେଶନକୁ ପୁନଃ ଆରମ୍ଭ କରିବାକୁ ସଦସ୍ୟ ରାଷ୍ଟ୍ରଙ୍କ ଅନୁରୋଧ ପରେ ସେ ଜରୁରୀକାଳୀନ ସ୍ବତନ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri