Home Middle

ରାହୁଲ ନେଲେ ସତ୍ୟପାଲଙ୍କ ଇଣ୍ଟରଭ୍ୟୁ, ଦେଖନ୍ତୁ ଶେୟାର ହୋଇଥିବା ଭିଡିଓ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ହୋଇଥିବା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ପୁଲୱାମା ଆକ୍ରମଣ, ଜମ୍ମୁ-କଶ୍ମୀରର ସ୍ଥିତି ଏବଂ ଆଦାନୀ ସମ୍ପର୍କରେ…

ରାଜକୁମାର ରାଓଙ୍କୁ ନ୍ୟାଶନାଲ ଆଇକନ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲା ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫।୧୦: ଭାରତର ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ ଭାବରେ ନିଯୁକ୍ତ କରିବ। ନ୍ୟାଶନାଲ ଆଇକନ ଲୋକମାନଙ୍କୁ ଭୋଟ ବିଷୟରେ ସଚେତନ…

ପୂର୍ବତନ ସ୍ବରାଷ୍ଟ୍ରମନ୍ତ୍ରୀ ସୁଶୀଲ କୁମାର ଶିନ୍ଦେ ରାଜନୀତିରୁ ନେଲେ ଅବସର…

ମୁମ୍ବାଇ,୨୫।୧୦ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ର କଂଗ୍ରେସର ଜଣେ ବରିଷ୍ଠ ନେତା ସୁଶୀଲ କୁମାର ଶିନ୍ଦେ ବର୍ତ୍ତମାନ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର, ମହାରାଷ୍ଟ୍ରର ସୋଲାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା…

ଆନ୍ଧ୍ରପ୍ରଦେଶର ପାରମ୍ପରିକ ଲାଠିଯାତ୍ରାବେଳେ ଅଘଟଣ: ୩ମୃତ, ୫୦ଆହତ

କୁର୍ନୁଲ, ୨୫।୧୦: ଆନ୍ଧ୍ରପ୍ରଦେଶର ପାରମ୍ପରିକରି ଲାଠି ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଆନ୍ଧ୍ରର ଲୋକପ୍ରିୟ ଯାତ୍ରା ବନି ଫେଷ୍ଟିଭାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ ଲୋକଙ୍କୁ…

ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଲେଖାଯିବ ଭାରତ

ନୂଆଦିଲ୍ଲୀ,୨୫।୧୦: ନ୍ୟାସନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଯଥା ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବ। ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନ ସଂପର୍କରେ ପ୍ୟାନେଲର ପ୍ରସ୍ତାବକୁ ଏନସିଇଆରଟି ଅନୁମୋଦନ କରିଛି। ପ୍ୟାନେଲର ସଦସ୍ୟ ମଧ୍ୟରୁ ଜଣେ ସିଆଇ…

ଆସୁଛି ଏମରଜେନ୍ସି ଆଲର୍ଟ, ଜୋରରେ ଭାଇବ୍ରେଟ୍‌ ହେଉଛି ମୋବାଇଲ, ଜାଣନ୍ତୁ ଏମିତି କାହିଁକି ହେଉଛି

ଭୁବନେଶ୍ୱରଳ୨୫।୧୦: ଅଚାନକ ବାଜିଉଠୁଛି ମୋବାଇଲ । ପପ୍‌ଅପ୍‌ ମେସେଜ ଭାବରେ ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ । ଘୁଁ ଘୁଁ କମ୍ପନ ସହ ଆଲର୍ଟ ମେସେଜରେ ଥରି ଯାଉଛି । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ ଭୟଭୀତ…

ପୋଲିସ ଅବା ସୈନ୍ୟବାହିନୀରେ ଯୋଗଦେବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ, ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୫।୧୦ : ପୋଲିସ କିମ୍ବା ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର। ନିଯୁକ୍ତି ପାଇଁ ଆବେଦନ କରିବାବେଳେ, କେତେକ ଭୁଲ ଯୋଗୁ ସେମାନଙ୍କୁ ସାରା ଜୀବନ ପାଇଁ ଅନୁତାପ କରିବାକୁ ପଡିପାରେ।…

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ୧୨୦ ନବଜାତ ଶିଶୁଙ୍କ ଜୀବନ ବିପଦରେ, ପ୍ରତି ଦିନ ଜନ୍ମ ହେଉଛନ୍ତି ୧୬୦ରୁ ଅଧିକ ଶିଶୁ…

ଜେରୁଜେଲମ,୨୫।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନା ନେଉନି। ୧୮ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧ ଯୋଗୁ ନବଜାତ ଶିଶୁଙ୍କ ଜୀବନ ବିପଦରେ ପଡିଛି। ମିଳିତ ଜାତିସଂଘ ଏକ ଚେତାବନୀ ଦେଇଛି ୧୨୦ ନବଜାତ…

ହାମୁନ ପାଲଟିଲା ଭୟଙ୍କର ଘୂର୍ଣ୍ଣିବଳୟ, ତାମିଲନାଡୁ ଓଡିଶାର ମତ୍ସ୍ୟଜୀବୀଙ୍କୁ ଚେତାବନୀ-ସମୁଦ୍ରକୁ ଯାଅ ନାହିଁ, ଆଜି ବାଂଲାଦେଶ ଉପକୂଳ ଛୁଇଁବ!…

ନୂଆଦିଲ୍ଲୀ,୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନ ହାମୁନ ବର୍ତ୍ତମାନ ଏକ ଗୁରୁତର ରୂପ ନେଇଛି। ହାମୁନ ବର୍ତ୍ତମାନ ଧୀରେ ଧୀରେ ଉତ୍ତର-ଉତ୍ତର-ପୂର୍ବ ଆଡକୁ ଗତି କରୁଛି । ବୁଧବାର ଅପରାହ୍ନ ସୁଦ୍ଧା ବାଂଲାଦେଶର ଚଟଗାଁ ଏବଂ ଖେପୁପଡା ମଧ୍ୟରେ ହାମୁନ…

ଶିନ୍ଦେ ନିଜେ ହମାସ, ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୨୫।୧୦ : ଦଶହରା ଅବସରରେ ଏକନାଥ ଶିନ୍ଦେ ଏବଂ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏକ ରାଲି କରିଥିଲେ। ବିଜୟାଦଶମୀ ଅବସରରେ ଶିବଜୀ ପାର୍କରେ ଉଦ୍ଧବ ଠାକରେ ଏକ ଦଶହରା ରାଲି ଆୟୋଜନ କରିଥିବାବେଳେ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ…

ଗାଜା ଯୁଦ୍ଧ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା…

ଜେରୁଜେଲମ,୨୫।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୭୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣରେ…

ଯଦି ଚାହୁଁଛ ଶାନ୍ତି, ତେବେ ପଣବନ୍ଦୀଙ୍କୁ ପ୍ରଥମେ କର ମୁକ୍ତ, ହମାସକୁ ଇସ୍ରାଏଲର ଚେତାବନୀ…

ଜେରୁଜେଲମ,୨୫।୧୦: ଇସ୍ରାଏଲ ଯେଉଁ ସ୍ଥାନଗୁଡିକରେ ଇସ୍ରାଏଲ ନାଗରିକମାନଙ୍କୁ ପଣବନ୍ଦୀ ଭାବେ ରଖାଯାଉଛି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ଗାଜା ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛି। ଯେଉଁମାନେ ସୂଚନା ପ୍ରଦାନ କରୁଛନ୍ତି ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହମାସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri