ଚମକିଲେ ଓଡ଼ିଆ ପୁଅ: ପ୍ରମୋଦଙ୍କୁ ସ୍ବର୍ଣ୍ଣ
ହାଙ୍ଗଝୋ, ୨୭।୧୦: ଦକ୍ଷତା ଏବଂ ନିଷ୍ଠାର ଏକ ରୋମାଞ୍ଚକ ପ୍ରଦର୍ଶନରେ ପ୍ରଖ୍ୟାତ ପାରା-ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏସିଆନ ପାରା ଗେମ୍ସରେ ଶୁକ୍ରବାର ପୁରୁଷ ଏକକ ଏସ୍ଏଲ୍-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଜୟ ପ୍ରମୋଦଙ୍କ ପାଇଁ ଏକ ଐତିହାସିକ…
୫୮ ବର୍ଷର ପୁରୁଣା ନିୟମ ଲାଗୁ କଲେ ସରକାର, ଦ୍ୱିତୀୟ ବିବାହ କଲେ ହରାଇବାକୁ ପଡିବ ଚାକିରି
ଗୁଆହାଟୀ,୨୭।୧୦: ଆସାମ ସରକାର ୫୮ ବର୍ଷ ପୂର୍ବେ ଏକ ନିୟମକୁ ତତ୍କାଳୀନ ପ୍ରଭାବ ପକାଇ ସରକାରୀ କର୍ମଚାରୀଙ୍କ ଦ୍ୱିତୀୟ ବିବାହ ଉପରେ ରୋକ ଲଗାଇଛନ୍ତି। ଗୁରୁବାର ତତ୍କାଳୀନ ପ୍ରଭାବରୁଲାଗୁ କରାଯାଇଥିବା ଏହି ନିୟମ ଅନୁଯାୟୀ ଚେତାବନୀ ଦିଆଯାଇଛି କି, ଏହି ନିୟମ…
ଭାରତୀୟ ମୋବାଇଲ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ସପ୍ତମ ଭାରତୀୟ ମୋବାଇଲ କଂଗ୍ରେସ-୨୦୨୩ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ ‘୫ଜି ୟୁଜ୍ କେସ ଲ୍ୟାବସ’ ପ୍ରଦାନ କରିବେ। ଅକ୍ଟୋବର ୨୭…
ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍
ଓ୍ବାଶିଂଟନ,୨୭ା୧୦: ଇସ୍ରାଏଲ-ହମାସ୍ ଯୁଦ୍ଧ ମଧ୍ୟରେ ଶୁକ୍ରବାର ସକାଳେ ଆମେରିକାର ସେନା ପୂର୍ବ ସିରିଆର ଇରାନର ରିଭୋଲ୍ୟୁସନାରୀ ଗାର୍ଡ କାର୍ପସ ସହିତ ଜଡ଼ିତ ଦୁଇଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରିଛି। ସପ୍ତାହ ପୂର୍ବରୁ ସିରିଆରେ ଆମେରିକୀୟ ସୈନିକଙ୍କ ଉପରେ ଆକ୍ରମଣ କରାଯାଇଥିଲା। ରିପୋର୍ଟ ଅନୁଯାୟୀ,…
ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼: ୬ ଜଣଙ୍କ ଜୀବନ ଗଲା
ଜେରୁଜେଲମ୍,୨୭ା୧୦: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନାହିଁ। ଏଥି ସହିତ ହମାସ୍ ଆକ୍ରମଣ ପରେ ଇସ୍ରାଏଲ କ୍ରମାଗତ ଭାବରେ ପ୍ରତିଶୋଧ ନେଉଛି। ଏଥିସହ ଇସ୍ରାଏଲ ସୀମା ନିକଟ ଇଜିପ୍ଟର ଲୋହିତ ସାଗରର ରିସର୍ଟ ସହର ଟାବାରେ ଏକ…
ଗାଜାରେ ଆଇଡିଏଫର ରେଡ, ହମାସର ଦାବି ଏୟାର ଷ୍ଟ୍ରାଇକରେ ୫୦ ବନ୍ଦୀଙ୍କର ହୋଇଛି ମୃତ୍ୟୁ
ଜେରୁଜେଲମ,୨୬।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ପ୍ରାୟ ୨୦ଦିନ ହେବ ଜାରି ରହିଛି । ଇସ୍ରାଏଲ ଗାଜାରେ ହମାସ ବିରୋଧରେ ଏକ ବିଶାଳ ଗ୍ରାଉଣ୍ଡ ଅଭିଯାନ ପ୍ରସ୍ତୁତ କରୁଛି। ଅନ୍ୟପକ୍ଷରେ ଇସ୍ରାଏଲ ସେନା କହିଛି ଯେ ରାତିସାରା ଗାଜାରେ ଚଢାଉ…
ପାକିସ୍ତାନରେ ଅବୈଧ ଭାବେ ଥିବା ପ୍ରବାସୀଙ୍କୁ ଫେରାଇବାକୁ ଯୋଜନା ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ଖୋଲିଲା ହୋଲଡିଂ ସେଣ୍ଟର
ଇସଲାମାବାଦ,୨୬।୧୦: ପାକିସ୍ତାନ ସରକାର ଗୁରୁବାର କହିଛନ୍ତି ଯେ ସମଗ୍ର ଦେଶରେ ‘ହୋଲଡିଂ ସେଣ୍ଟର’ ସ୍ଥାପନ କରାଯାଇଛି ଏବଂ ଅକ୍ଟୋବର ୩୧ ସୁଦ୍ଧା ଆନୁମାନିକ ୧.୭ ମିଲିୟନ ଆଫଗାନିସ୍ତାନ ସମେତ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡିତ କରିବାର ଯୋଜନା ଚୂଡାନ୍ତ କରିଛି।…
ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୧୦: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି…
ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କାତାର କୋର୍ଟ
ନୂଆଦିଲ୍ଲୀ,୨୬।୧୦: କାତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି…
ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…
ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେଶନ (ଏଏମସି) ବୁଲା କୁକୁରମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରିୟ ହୋଇଛି।…
କାନାଡୀୟଙ୍କ ପାଇଁ ପୁଣି ଭିଜା ସେବା ଆରମ୍ଭ କଲା ଭାରତ
ନୂଆଦିଲ୍ଲୀ,୨୬।୧୦: ଭାରତ-କାନାଡ ସମ୍ପର୍କରେ କିଛିଟା ସୁଧାର ଆସିଛି। ଭାରତ ସରକାର ପୁଣି ଥରେ କାନାଡୀୟଙ୍କ ପାଇଁ ଭିଜା ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କାନାଡା ସରକାର ସ୍ବାଗତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା…
କିଏ ହେବେ ପିଏମ: ଇଣ୍ଡିଆ ମେଣ୍ଟରେ ପୋଷ୍ଟର ଯୁଦ୍ଧ, କଂଗ୍ରେସ କହିଲା ରାହୁଲ, ଏସପି କହିଲା ଅଖିଳେଶ, ଦେଖନ୍ତୁ ଭାଇରାଲ ଭିଡିଓ…
ଲକ୍ଷ୍ନୌ,୨୬।୧୦ : ଇଣ୍ଡିଆ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଦଳ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଏବଂ କଂଗ୍ରେସ ମଧ୍ୟରେ ମତଭେଦକୁ ରୋକିବା ପାଇଁ ଅଖିଳେଶ ଯାଦବ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁକିଛି ଠିକ ଅଛି…
Archives


