Home Middle

ପାଠପଢ଼ା ବନ୍ଦ, ୨୨ ଲକ୍ଷରୁ ଅଧିକ ପିଲାଙ୍କର ସ୍କୁଲରୁ କଟିଲା ନାମ, ୭୫ ପ୍ରତିଶତରୁ କମ ଉପସ୍ଥାନ ଥିଲେ ମିଳିବନି ବୋର୍ଡ ପରୀକ୍ଷା ଆଡମିଟ କାର୍ଡ…

ପାଟନା,୨।୧୧ : ଶିକ୍ଷା ବିଭାଗର କଠୋର ପ୍ରଭାବ ବର୍ତ୍ତମାନ ବିହାରରେ ଦେଖିବାକୁ ମିଳିଛି। ବିଦ୍ୟାଳୟ ଆସୁ ନ ଥିବା ଛାତ୍ରୀଛାତ୍ରଙ୍କ ବିରୋଧରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକାସାଙ୍ଗରେ ଦୁଇଟି ସ୍ଥାନରେ ନାମଲେଖା କରିବା…

ନିଃସ୍ବାର୍ଥପର ମନୋଭାବ ଥିଲେ ସରୋଗେସିକୁ ଦିଆଯିବ ଅନୁମତି, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ,୨।୧୧ : ନିଃସ୍ବାର୍ଥପର ଏବଂ ଆର୍ଥିକ ଲାଭ ନ ଥିବା କ୍ଷେତ୍ରରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏନେଇ ସରୋଗେସି ମା’ଙ୍କୁ ପଚରାଉଚରା କରିବାକୁ କୋର୍ଟ ପୋଲିସକୁ…

ପାକିସ୍ତାନରେ ଲାଗିଲା ଏମରଜେନ୍ସି

ଇସଲାମବାଦ,୨।୧୧: ପାକିସ୍ତାନରେ ଲାଗିଛି ଏମରଜେନ୍ସି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ସମସ୍ୟା ସହରବାସୀଙ୍କ ସମେତ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ଏଥିପାଇଁ ଲାହୋରର ହାଇକୋର୍ଟ ପାକିସ୍ତାନ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଥିଯୋଗୁ ସରକାର…

ଆମେଠିରୁ ହାରିବା ପାଇଁ ଟଙ୍କା ନେଇଥିଲେ ରାହୁଲ!

ନୂଆଦିଲ୍ଲୀ,୨।୧୧: ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓଓ୍ବେସି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ଭାଜପା ଠାରୁ ଟଙ୍କା ନେଉଥିବା ରାହୁଲ ଅଭିଯୋଗ କରିଥିଲେ। ଏହାକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ଓଓ୍ବେସି। ସେ…

‘ଆମର ଉଦ୍ଦେଶ୍ୟ ଅପହରଣ ନୁହେଁ, କେବଳ ହତ୍ୟା’

ତେଲ୍‌ ଅଭିଭ୍‌,୨ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିବୁତଜ୍‌ କଫର ଅଜାଙ୍କୁ ଲୁଟ୍‌ କରିବାରେ ସମ୍ପୃକ୍ତ ହମାସ୍‌ ଆତଙ୍କବାଦୀ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ କେବଳ ହତ୍ୟା କରିବା ଏବଂ ଅପହରଣ ନୁହେଁ।…

ଆମ କଥା ପୁଣିଥରେ କରନ୍ତୁ ବିଚାର, ସମଲିଙ୍ଗୀ ବିବାହ ରିଭ୍ୟୁ ପିଟିଶନ ସୁପ୍ରିମ୍‌କୋର୍ଟରେ ଦାଖଲ…

ନୂଆଦିଲ୍ଲୀ,୨।୧୧ : ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ (ରିଭ୍ୟୁ ପିଟିଶନ) କରାଯାଇଛି। ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନଭେମ୍ବର ୧ ରେ ଏହି ଆବେଦନ କରାଯାଇଥିଲା ଯେଉଁଥିରେ ସମଲିଙ୍ଗୀ ଦମ୍ପତିଙ୍କ…

ପୁରୁଣା ସହଯୋଗୀ ଇସ୍ରାଏଲର ହାତ ଛାଡିଲେ

ଜେରୁଜେଲମ,୨।୧୧: ଆଜିକୁ ୨୭ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇସ୍ରାଏଲ ସେନା ଲଗାତାର ଗାଜା ସୀମାରେ ଟ୍ୟାଙ୍କର ଦ୍ୱାରା ଆକ୍ରମଣ କରୁଛନ୍ତି। ସେନା ଜବାଲିଆ ଶରଣାର୍ଥୀ ଶିବିରିରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ୧୯୫ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି।…

୮୯ ଆଶାୟୀ ହେଲେ ପ୍ରଶାସନିକ ଅଧିକାରୀ, କମ ମାର୍କ ଯୋଗୁ ୨୦୨୨ ସଂରକ୍ଷିତ ତାଲିକାରେ ଥିଲେ…

ନୂଆଦିଲ୍ଲୀ,୨।୧୧ : ବିଭିନ୍ନ ନାଗରିକ ସେବାରେ ନିଯୁକ୍ତି ପାଇଁ ୟୁନିଅନ ପବ୍ଲିକ ସର୍ଭିସ କମିଶନ ୮୯ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ଚଳିତ ବର୍ଷ ମେ ମାସରେ, ଆୟୋଗ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଫଳାଫଳ ଘୋଷଣା କରିଥିଲେ…

ପାକିସ୍ତାନ ଆଗରେ ନେହୁରା ହେଲେ ତାଲିବାନ ସରକାର

କାବୁଲ,୨।୧୧: ପାକିସ୍ତାନ ସରକାର ବିନା ଦସ୍ତାବିଜ ଥିବା ୧୭ଲକ୍ଷ ଆଫଗାନସ୍ତାନୀଙ୍କୁ ନଭେମ୍ବର ୧ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶ ନ ଛାଡିଲେ ଜୋରଜବରଦସ୍ତି ହଟା ଯିବ ବୋଲି ପାକିସ୍ତାନ ସରକାର କହିଥିଲେ। ପାକ୍‌ ଅଧିକାରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ ୧ଲକ୍ଷ…

ଇଡିର ସମନକୁ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ କହିଲେ କେଜ୍‌ରିଓ୍ବାଲ, ଭାଜପାର ଅନୁରୋଧ କ୍ରମେ…

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ପଚରାଉଚରା ଲାଗି ହାଜର ହେବାକୁ ସମନ କରାଯାଇଛି। ୬ ମାସ ପୂର୍ବେ ସିବିଆଇ ଏହି ମାମଲାରେ କେଜ୍‌ରିଓ୍ବାଲଙ୍କୁ ପ୍ରାୟ ୯ ଘଣ୍ଟା ଧରି ପଚରାଉଚରା…

କେଜ୍‌ରିଓ୍ବାଲ ହାଜର ହେବା ପୂର୍ବରୁ ମନ୍ତ୍ରୀ ରାଜକୁମାରଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୧୧: ଗୋଟିଏ ପଟେ ଇଡି ପକ୍ଷରୁ ପଚରାଉଚରା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଡକାଯାଇଥିବା ବେଳେ ଅପରପକ୍ଷେ ତାଙ୍କ ଦଳର ବିଧାୟକଙ୍କ ଘରେ ଚଢ଼ାଉ ମଧ୍ୟ ଜାରି ରଖିଛି। ଏହି କ୍ରମରେ ଗୁରୁବାର ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ…

ଟଙ୍କା ପାଇଁ ପିଲାଙ୍କ ଗଳା କାଟୁଛି ହମାସ…

ଜେରୁଜେଲମ,୨।୧୧ : ଆତଙ୍କବାଦୀ ସଂଗଠନ ହମାସର ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ ପୁଅ ମୋସାବ ହାସନ ୟୁସୁଫ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ହମାସ ଆତଙ୍କବାଦୀମାନେ ପାଲେଷ୍ଟାଇନ ପିଲାମାନଙ୍କୁ ଅ ଅମାନୁଷିକ ଭାବେ ହତ୍ୟା କରୁଛନ୍ତି। ବ୍ରିଟିଶ ଖବରଦାତାଙ୍କୁ ଦେଇଥିବା ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri