ପଦବୀ ଛାଡିବେ ମହାରାଣୀ ମାର୍ଗେଟ ଦ୍ୱିତୀୟ: କଲେ ଘୋଷଣା…
କୋପେନହେଗେନ,୧।୧ : ଡେନମାର୍କର ରାଣୀ ମାର୍ଗେଟ ଦ୍ୱିତୀୟ ନୂଆ ବର୍ଷରେ ସମସ୍ତଙ୍କୁ ଚକିତକାରୀ ଖବର ଦେଇଛନ୍ତି। ସେ ତାଙ୍କର ୫୨ ବର୍ଷର ଶାସନ ଶେଷ କରିବାକୁ ଘୋଷଣା କରିଛନ୍ତି। ରାଣୀ କହିଛନ୍ତି ସେ ୨୦୨୪ ଜାନୁଆରୀ ୧୪ ରେ ଇସ୍ତଫା ଦେବେ…
ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ: ଆମେରିକାକୁ ଚେତାବନୀ ଦେଇ ୨୦୨୪ ନୂଆବର୍ଷକୁ ସ୍ବାଗତ କଲେ କିମ…
ପ୍ୟୋଙ୍ଗୟାଙ୍ଗ,୧।୧ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ତଥା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁରୁଣା ୨୦୨୩ ବର୍ଷକୁ ବିଦାୟ ଦେବା ସହିତ ୨୦୨୪ ବର୍ଷକୁ ସ୍ବାଗତ କରି ନୂଆ ଧମକ ଦେଇଛନ୍ତି। ଉତ୍ତର କୋରିଆର ସରକାରୀ ଗଣମାଧ୍ୟମ ଅନୁଯାୟୀ…
ସୁନକଙ୍କ ବଡ଼ ପଦକ୍ଷେପ: ଲୋହିତ ସାଗରରେ ବିଦ୍ରୋହୀଙ୍କୁ ସାବାଡ କରିବାକୁ ପହଞ୍ଚିବ ବ୍ରିଟେନ ନୌସେନା…
ଲଣ୍ଡନ,୧।୧ : ବ୍ରିଟେନ ବର୍ତ୍ତମାନ ଇରାନର ହୋଉଥି ବିଦ୍ରୋହୀମାନଙ୍କ ବିରୋଧରେ ଲୋହିତ ସାଗରରେ ପଦକ୍ଷେପ ନେବାକୁ ଯୋଜନା କରୁଛି। ଏନେଇ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର ଆକ୍ସନ ମୋଡରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହୋଉଥି ବିଦ୍ରୋହୀମାନେ କ୍ରମାଗତ ଭାବରେ ଲୋହିତ…
ସଂଘର୍ଷ କରି ହାରିଲା ଜଗରନଟ୍ସ
ଭୁବନେଶ୍ୱର, ୧ା୧ (ସରୋଜ ଜେନା): କଟକର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ। ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଦଳ ତେଲୁଗୁ ଯୋଦ୍ଧାସ ନିକଟରୁ ୨୯-୨୮ରେ…
ବଢୁଥିବା କରୋନା ସଂକ୍ରମଣ ଆଣିପାରେ ହାର୍ଟ ଫେଲ୍ୟୁୟର ମହାମାରୀ, ସତର୍କ କରାଇଲେ ବିଶେଷଜ୍ଞ
ନୂଆଦିଲ୍ଲୀ,୩୧।୧୨: ସାରା ବିଶ୍ୱରେ କରୋନାଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଏହି ବିସ୍ଫୋରଣର ମୁଖ୍ୟ କାରଣ ଭାବରେ ଓମିକ୍ରନର ଜେଏନ.୧ ଭାରିଏଣ୍ଟକୁ ବିବେଚନା କରାଯାଉଛି, ଯେଉଁ କାରଣରୁ ଚାଇନା, ସିଙ୍ଗାପୁର, ଆମେରିକା ଏବଂ ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ଦ୍ରୁତ…
ସର୍ବ ପ୍ରଥମେ ନ୍ୟୁଜିଲାଣ୍ଡରେ ପାଳନ ହେଲା ନୂଆବର୍ଷ ୨୦୨୪
ଓ୍ବିଲିଙ୍ଗଟନ,୩୧।୧୨: ବର୍ଷ ୨୦୨୩ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ନ୍ୟୁଜିଲାଣ୍ଡରେ ନୂଆ ବର୍ଷ ଉତ୍ସବ ଆରମ୍ଭ ହୋଇଛି। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରବିବାର ରାତି ୧୨ଟା ପରେ ନୂଆ ବର୍ଷ ପାଳନ କରାଯିବ। ଏହାପୂର୍ବରୁ, ସମସ୍ତେ ଗତ ବର୍ଷର ଭଲ…
ରାମ ମନ୍ଦିର ନାଁରେ ହେଉଛି ଲୁଟ! କ୍ୟୁଆର କୋଡ ସ୍କାନର ପୋଲ ଖୋଲିଲେ ଭିଏଚପି ନେତା ବିନୋଦ ବଂଶଲ
ନୂଆଦିଲ୍ଲୀ,୩୧।୧୨: ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ମନ୍ଦିରରେ ହେବାକୁ ଯାଉଛି, ଯେଉଁଥିରେ ଦେଶ ତଥା ବିଶ୍ୱର ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିବେ। ଏହାପୂର୍ବରୁ ରାମ ମନ୍ଦିର…
୨୦୨୪ରେ ସୁନା ଦାମ୍ ୭୦,୦୦୦ ଟଙ୍କା ଛୁଇଁବା ସମ୍ଭାବନା, ଆକଳନ କଲେ ବିଶେଷଜ୍ଞ
ନୂଆଦିଲ୍ଲୀ,୩୧।୧୨: ବଢିଚାଲିଥିବା ସୁନା ଦାମ୍ ବର୍ଷ ୨୦୨୪ରେ ୧୦ ଗ୍ରାମ ପ୍ରତି ୭୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ବର୍ତ୍ତମାନ ବିଶ୍ୱରେ ଲାଗି ରହିଥିବା ଅସ୍ଥିରତା ଏବଂ ଧିମା ଅର୍ଥନୀତି ମଧ୍ୟରେ ଭାରତୀୟ ଟଙ୍କା ସ୍ଥିର ଥିବା…
ନୂଆବର୍ଷ ରେଭ ପାର୍ଟିରେ ପୋଲିସ ଚଢ଼ାଉ, ୫ ଯୁବତୀଙ୍କ ସମେତ ୧୦୦ ଅଟକ…
ମୁମ୍ବାଇ,୩୧।୧୨ : ନୂଆ ବର୍ଷ ଅବସରରେ ମୁମ୍ବାଇର ଠାଣେରେ ଆୟୋଜିତ ହୋଇଥିବା ରେଭ ପାର୍ଟିକୁ ପୋଲିସ ନଷ୍ଟ କରି ଦେଇଛି। ଠାଣେ କ୍ରାଇମ ବ୍ରାଞ୍ଚ ନୂଆ ବର୍ଷ ଅବସରରେ ଏକ ରେଭ ପାର୍ଟି ପାଇଁ ଏକାଠି ହୋଇଥିବା ପ୍ରାୟ ୧୦୦ ଜଣଙ୍କୁ…
ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ଭିଡ଼: ଆସନ୍ତାକାଲିଠୁ ଲାଗୁ ହେବ ନୂଆ କଟକଣା
ପୁରୀ,୩୧ା୧୨: ନୂଆବର୍ଷ ପୂର୍ବରୁ ପୁରୀରେ ରବିବାର ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ସେମାନଙ୍କଠାରେ ଉତ୍ସାହ ପରିଲକ୍ଷିତ ହୋଇଛି। ଦର୍ଶନାର୍ଥୀମାନେ ବଡଦାଣ୍ଡର ମରଚିକୋଟ୍ଠାରେ ନବ ନିର୍ମିତ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ ଦେଇ…
ଛାଡପତ୍ର ମାମଲାକୁ ଏକତରଫା ପ୍ରତ୍ୟାହାର କରିପାରିବେନି ସ୍ତ୍ରୀ ଅବା ସ୍ବାମୀ: ହାଇକୋର୍ଟ…
ନୂଆଦିଲ୍ଲୀ,୩୧।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ପରସ୍ପର ସହମତ ହୋଇଥିବା ଛାଡପତ୍ର ସମାଧାନ ଚୁକ୍ତିରୁ ସ୍ତ୍ରୀ ଅବା ସ୍ବାମୀ ଏକପାଖିଆ ପ୍ରତ୍ୟାହାର କରିବା ଅନ୍ୟ ପକ୍ଷଙ୍କ ପାଇଁ ମାନସିକ ନିର୍ଯାତନା ପାଲଟି ଥାଏ। ଜଷ୍ଟିସ ସୁରେଶ କୁମାର କୈତ ଏବଂ…
ଗାଜାରେ ଭୟଙ୍କର ପରିସ୍ଥିତି: ଭିକ ମାଗି ଚଳୁଛନ୍ତି ଲୋକେ
ଜେରୁଜେଲମ୍,୩୧ା୧୨: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଆସୁଛି। ହମାସ୍କୁ ମୂଳୋତ୍ପାଟନ କରିବା ପାଇଁ ଇସ୍ରାଏଲ ଗାଜାକୁ ଧ୍ୱଂସ କରିଛି। ଇସ୍ରାଏଲର ଗ୍ରାଉଣ୍ଡ ଆକ୍ରମଣ ଯୋଗୁ ଲୋକମାନେ ଗାଜାର ଦକ୍ଷିଣ ଅଞ୍ଚଳରେ ପ୍ରତିକୂଳ ପରିସ୍ଥିତିରେ ରହିବାକୁ ବାଧ୍ୟ…
Archives


