ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍ଭିଶ
ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ ଏଲ୍ଭିଶ…
ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୨୭ ମୃତ, ୧୨ ଆହତ
ତେହରାନ,୩ା୧୧: ଶୁକ୍ରବାର ଉତ୍ତର ଇରାନର ଏକ ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହେବାରୁ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ତେହରାନର ଉତ୍ତରରେ ଥିବା ଗିଲାନ ପ୍ରଦେଶର ଲାଙ୍ଗରୁଦ ସହରସ୍ଥିତ ଔଷଧ କାରଖାନାରେ ଆଜି ସକାଳେ…
୧୨ରୁ ଅଧିକ ଦୂତାବାସ ବନ୍ଦ କରିବାକୁ ଯାଉଛି ଉତ୍ତର କୋରିଆ
ପ୍ୟୋଙ୍ଗ୍ୟାଙ୍ଗ,୩ା୧୧: ଉତ୍ତର କୋରିଆ ନିଜର ରାଜନୈତିକ କ୍ଷମତାକୁ ବଢ଼ାଇବା ପାଇଁ କିଛି ଦୂତାବାସକୁ ବନ୍ଦ କରିବା ପାଇଁ ଯୋଜନା କରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଦକ୍ଷିଣ କୋରିଆ କହିଛନ୍ତି, ଏହାଠାରୁ ସଙ୍କେତ ମିଳିଛି କି ଉତ୍ତର କୋରିଆ ପ୍ରତିବନ୍ଧକର ବୋଝ…
ଗୋଟିଏ ବର୍ଷରେ ପ୍ରାୟ ୯୭ ହଜାର ଭାରତୀୟ ବେଆଇନ ଭାବେ ପହଞ୍ଚିଛନ୍ତି ଆମେରିକାରେ
ଓ୍ବାଶିଂଟନ,୩।୧୧: ଆମେରିକାର କଷ୍ଟମ ଏବଂ ସୀମା ସୁରକ୍ଷା ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ମଧ୍ୟରେ ୯୬,୯୧୭ ଭାରତୀୟ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ଗତ ବର୍ଷ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିବା ଭାରତୀୟଙ୍କ…
ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା
ମେଲବର୍ନ,୩।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି, ଯେତେବେଳେ କି ୧୯୬୦ରେ ଜଣେ ମହିଳା ତାଙ୍କ…
‘ତୁମକୁ ବ୍ୟାଗରେ ପୁରାଇ ପଠାଇଦେବୁ’, ଇସ୍ରାଏଲ ସେନାଙ୍କୁ ଧମକାଇଲା ହମାସ
ଜେରୁଜେଲମ,୩।୧୧: ଲଗାତାର ୨୭ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ ରେ, ହମାସର ଯୋଦ୍ଧାମାନେ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହା ପରେ ଇସ୍ରାଏଲ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କଲା ଏବଂ…
ଅମିତ ଶାହାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦିବ୍ୟାଙ୍ଗ ଯୁବକ
ନୂଆଦିଲ୍ଲୀ,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହରିୟାଣାର କର୍ଣ୍ଣଲରେ ପହଞ୍ଚିଛନ୍ତି। ମୁଖ୍ୟ ଅତିଥି ଭାବରେ ଏଠାରେ ସେକ୍ଟର ୪ର ଦଶହରା ଗ୍ରାଉଣ୍ଡରେ ଆୟୋଜିତ ଆନ୍ତୋଦୟ ମହାସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ହରିୟାଣା ସରକାରଙ୍କ ନଅ ବର୍ଷର ବିକାଶ ଉପରେ…
ଚକ୍ରଧାରୀ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
କଟକ,୩ା୧୧(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ନିଯୁକ୍ତ ହେବେ। ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ସଞ୍ଜୟ କିଶାନ କାଉଲ୍, ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍ ଜଷ୍ଟିସ୍…
ଧୂଆଁମୟ ରାଜଧାନୀ: ସ୍କୁଲ ବନ୍ଦ
ନୂଆଦିଲ୍ଲୀ,୩।୧୧: ଦେଶର ରାଜଧାନୀ ଦିଲ୍ଲୀର ବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୨୨ରେ ପହଞ୍ଚିଛି। ଲୋକମାନେ ବିଷାକ୍ତ ବାୟୁ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି। ପ୍ରଦୂଷଣକୁ ଏଡାଇବା ପାଇଁ ଡାକ୍ତରମାନେ…
ଦେଶର ସବୁଠୁ ବଡ଼ ଦାନବୀର: ଏତିକି ଟଙ୍କା ଦେଲେ ଦାନ
ନୂଆଦିଲ୍ଲୀ,୩।୧୧: ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଏଚ୍ସିଏଲ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିବ ନାଦର ସବୁଠାରୁ ବଡ ଦାନବୀର ଭାବରେ ଉଭା ହୋଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଶିବ ନାଦର ୨୦୨୪ କୋଟି ଟଙ୍କା ଦାନ କରିଛନ୍ତି, ଯାହା ପୂର୍ବ…
୨୦୨୩ କ୍ରିକେଟ ବିଶ୍ୱକପ୍: ସେମିଫାଇନାଲରେ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କଲା ଭାରତ
ମୁମ୍ବାଇ,୨।୧୧: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍ର ୩୩ତମ ମ୍ୟାଚ୍ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୩୦୨ ରନ୍ର ଐତିହାସିକ ବିଜୟ ହାସଲ କରିଛି। ଫଳରେ ଟିମ୍ ଇଣ୍ଡିଆ ପ୍ରଥମ ଦଳ…
ଶ୍ରୀଲଙ୍କା ଆଗରେ ୩୫୮ରନ୍ର ବିଶାଳ ଟାର୍ଗେଟ୍ ରଖିଲା ଭାରତ
ମୁମ୍ବାଇ,୨।୧୦: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ୱକପ୍ର ୩୩ତମ ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ବ୍ୟାଟିଂ କରି…
Archives


