Home Middle

ଚାଇନାରେ ତୁଷାରପାତ,ସ୍କୁଲ ବନ୍ଦ, ବିମାନ ଉଡାଣ ବାତିଲ…

ବେଜିଂ,୬।୧୧ : ଚଳିତ ଥର ଶୀତ ସମୟ ପୂର୍ବରୁ ଚାଇନାରେ ପହଞ୍ଚିଛି। ସୋମବାର ଚାଇନାର ଉତ୍ତର-ପୂର୍ବାଞ୍ଚଳରେ ଏକ ତୁଷାର ଝଡ ସୃଷ୍ଟି ହୋଇଛି। ଦେଶର ଉତ୍ତର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ଅନେକ ବିମାନ ଊଡାଣକୁ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଯାଇଛି। ସରକାର ଏକ…

ମଶା କାମୁଡିଲେ ୩ ମିଲିମିଟର କ୍ଷତ ହେବା ଅସମ୍ଭବ, ୨୩ ମାସର ଶିଶୁକନ୍ୟାଙ୍କ ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କଲେ କୋର୍ଟ…

ମୁମ୍ବାଇ,୬।୧୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରି କହିଛନ୍ତି ମଶା କାମୁଡ଼ିବା ଦ୍ୱାରା ୩ ମିଲିମିଟର କ୍ଷତ ସୃଷ୍ଟି ହୋଇପାରିବ ନାହିଁ। ୨୧ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୨୩ ମାସର ଭାଣିଜୀକୁ ବଳାତ୍କାର…

ଏକ୍ସା-ସେଲ ଜିନ ଥେରାପିରେ ହେବ ସିକଲ ସେଲ ଚିକିତ୍ସା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୧୧: ଆମେରିକାର ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ନୂତନ ଜିନ ଥେରାପି ‘ଏକ୍ସା-ସେଲ’ ସହିତ ଆନୁବଂଶିକ ରୋଗୀ ସିକଲ ସେଲ ରୋଗ (ଏସସିଡି)ର ଚିକିତ୍ସାକୁ ଅନୁମୋଦନ କରିଛି। ଡିସେମ୍ବର ୮ ରେ ଏହା ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏପଡିଏ) ରୁ ଆନୁଷ୍ଠାନିକ…

ଲାଇଭ୍‌ଷ୍ଟ୍ରିମ୍‌ ସମୟରେ ଆଙ୍କରଙ୍କୁ ହତ୍ୟା

ମାନିଲା,୬ା୧୧: ଲାଇଭଷ୍ଟ୍ରିମ୍‌ ସମୟରେ ଜଣେ ରେଡିଓ ଆଙ୍କରଙ୍କୁ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଫିଲିପାଇନ୍ସରେ ଘଟିଛି। ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଷ୍ଟୁଡିଓ ଭିତରେ ପଶି ଆଙ୍କରଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଯୋଗ୍ୟ, ରବିବାର ଫିଲିପାଇନ୍ସରେ ଏକ ଫେସ୍‌ବୁକ୍‌ ଲାଇଭ୍‌ କାର୍ଯ୍ୟକ୍ରମ…

ଗାଜାକୁ ଦୁଇ ଭାଗ କରିି ଦେଇଛୁ: ଦାବି କଲା ଆଇଡିଏଫ…

ଜେରୁଜେଲମ,୬।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯେଉଁଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ଇସ୍ରାଏଲ ସେନା ଏକ ବଡ ଦାବି କରିଛି। ଇସ୍ରାଏଲ ସେନା କହିଛି ସେମାନେ ାଜା ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ…

ନେପାଳ ପାଇଁ ବନ୍ଧୁତ୍ୱର ହାତ ବଢାଇଲା ଭାରତ, ପଠାଇଲା ୧୦ କୋଟି ଟଙ୍କାର ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ/କାଠମାଣ୍ଡୁ,୫।୧୧: ଶୁକ୍ରବାର ନେପାଳରେ ଘଟିଥିବା ବଡ଼ ଧରଣର ଭୂକମ୍ପ ବିନାଶର କାରଣ ହୋଇଛି। ପଶ୍ଚିମ ନେପାଳରେ ହୋଇଥିବା ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୧୫୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ବହୁ ସଂଖ୍ୟକ ଲୋକ ବାସିହୀନ…

ଭାବପ୍ରବଣ ହେଲେ କୋହଲି: ସଚିନ ମୋ ହିରୋ, ମୁଁ ଜାଣେ…

ନୂଆଦିଲ୍ଲୀ,୫।୧୧: ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଶତକୀୟ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ବିରାଟ କୋହଲିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପ୍ରଦାନ କରାଯାଇଥିଲା। ଏଥି ସହିତ ବିରାଟ କୋହଲି ନିଜର ମତ ପ୍ରକାଶ କରିଥିଲେ। ବିରାଟ…

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତର ବୃହତ ବିଜୟ

କୋଲକାତା,୫।୧୧: କୋଲକାତାସ୍ଥିତ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୭ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୨୪୩ ରନ୍‌ ବ୍ୟବଧାନରେ ବିଜୟ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ୭ଟି…

କୋହଲିଙ୍କ ‘ବିରାଟ’ ଶତକ: ଦକ୍ଷିଣ ଆଫ୍ରିକାକୁ ୩୨୭ ରନ୍‌ର ଟାର୍ଗେଟ୍‌

କୋଲକାତା,୫।୧୧: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନ୍‌ର ଟାର୍ଗେଟ୍‌ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍‌ ହରାଇ ୩୨୬ ରନ୍‌ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ଚମତ୍କାର…

ଜନ୍ମଦିନରେ ‘ମହାରେକର୍ଡ’ କଲେ ବିରାଟ କୋହାଲି

କୋଲକାତା,୫।୧୧: ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଜନ୍ମଦିନରେ ‘ମହାରେକର୍ଡ’ ହାସଲ କରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି ବିରାଟ କୋହଲି। ବିଶ୍ୱକପ୍‌ ୨୦୨୩ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ କୋହଲି ୪୯ ତମ ଶତକ ହାସଲ କରିଛନ୍ତି। ୪୫୨…

ଜେଲରୁ ମୁକୁଳିବା ପରେ ଆତଙ୍କବାଦୀଙ୍କ ଗୋଡରେ ବନ୍ଧାଗଲା ପାଉଁଜି ଭଳି ଟ୍ରାକର…

ଶ୍ରୀନଗର,୫।୧୧ : ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ଟିମ କ୍ରମାଗତ ଭାବରେ ସେମାନଙ୍କ ହାଇ-ଟେକ ଟେକ୍ନୋଲୋଜି ମାଧ୍ୟମରେ ପୋଲିସ ସିଷ୍ଟମକୁ ମଜବୁତ କରୁଥିବା ଦେଖାଯାଉଛି। ଏପରିସ୍ଥଳେ ଜମ୍ମୁ-କଶ୍ମୀର ପୋଲିସ ଅପରାଧୀଙ୍କ ରିଅଲ ଟାଇମ ଟ୍ରାକିଂ ପାଇଁ ଏକ ସ୍ବତନ୍ତ୍ର ପ୍ରକାରର ଜିପିଏସ…

ଟସ ଜିତିଲା ଭାରତ ପ୍ରଥମେ ବ୍ୟାଟିଂ…

କୋଲକାତା,୫।୧୧: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୭ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଭାରତ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ କ୍ୟୁଟୋନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri