ନିର୍ଦ୍ଦେଶ ପରେ ଉପବାଚସ୍ପତି ପଦରୁ ବୁଧବାର ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂ
ଭୁବନେଶ୍ୱର,୭ା୧୧(ଅନିଲ ଦାସ): ବିଜେଡିର ବରିଷ୍ଠ ନେତା ରଜନୀକାନ୍ତ ସିଂ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ। ସେ ବୁଧବାର ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ…
ସେମିଫାଇନାଲରେ ଭାରତ-ଆଫଗାନିସ୍ତାନ ହେବ କି ଭେଟ ?…
ମୁମ୍ବାଇ,୭।୧୧ : ଆଫଗାନିସ୍ତାନ ଅଷ୍ଟ୍ରେଲିଆ ବିରୋଧରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷରେ ୧୬ ପଏଣ୍ଟ ସହିତ ରହି ସେମିଫାଇନାଲ ପାଇଁ ଟିକେଟ ପାଇସାରିଛି। ସେହିପରି ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ…
ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୯୨…
ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଆଫଗାନିସ୍ତାନ ଅଧିନାୟକ ହାସମତୁଲା ଶାହିଦି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପାଟ୍ କ୍ୟୁମିନ୍ସଙ୍କ ନେତୃତ୍ୱରେ…
ଜେଲରୁ ଚାଲିବ କି କେଜରିଓ୍ବାଲଙ୍କ ଶାସନ ? ଏନେଇ କ’ଣ କହୁଛି ଦେଶର ଆଇନ…
ନୂଆଦିଲ୍ଲୀ,୭।୧୧ : ଆମ ଆଦମୀ ପାର୍ଟି ଦାବି କରୁଛି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲେ ମଧ୍ୟ ସେ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ଏବଂ ନିଜେ ସରକାରଙ୍କୁ ଜେଲରୁ ଚଳାଇବେ। କିନ୍ତୁ ଏହା ଦେଶର…
ଯୁଦ୍ଧରେ ଯୋଗଦେବାକୁ ଚେତାବନୀ ଦେଲା ଇରାନ, ଘେରାଉ କରିବାକୁ ଆମେରିକା ପଠାଇଲା ପରମାଣୁ…
ଓ୍ବାଶିଂଟନ୍,୭।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଇରାନ ସାମିଲ ହେବା ନେଇ ଚେତାବନୀ ଦେଇଛି। ତେବେ ଇରାନକୁ ସତର୍କ କରାଇ ଆମେରିକା ପର୍ସିଆନ ଗଲ୍ଫକୁ ପରମାଣୁ ବୁଡାଜାହାଜ ପଠାଇଛି। ଇସ୍ରାଏଲକୁ ଗାଜା ସୀମାରେ ଯୁଦ୍ଧ ରୋକିବା ପାଇଁ…
ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା…
ନୂଆଦିଲ୍ଲୀ,୭।୧୧ : ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଡିଜିସିଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିଗମ (ଡିଜିସିଏ) ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ପୂରଣ ନ…
ଏକାଠି ନିର୍ବାଚନ ଲଢ଼ିବେ ପିଏମଏଲ-ଏନ, ଏମକ୍ୟୁଏମ-ପି…
ଇସଲାମାବାଦ,୭।୧୧ : ପାକିସ୍ତାନ ମୁସଲିମ ଲିଗ ନୱାଜ (ପିଏମଏଲ-ଏନ) ଏବଂ ମୁତାହିଦା କୌମି ମୁଭମେଣ୍ଟ ପାକିସ୍ଥାନ (ଏମକ୍ୟୁଏମ-ପି) ମଙ୍ଗଳବାର ଘୋଷଣା କରିଛନ୍ତି ସେମାନେ ଫେବୃଆରୀ ୮ ସାଧାରଣ ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ। ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଜିଓ…
ବାଦଲ ଫଟା ବର୍ଷା ଯୋଗୁ ହଠାତ୍ ବନ୍ୟା: କେନିଆ-ସୋମାଲିଆରେ ୪୦ରୁ ଅଧିକ ମୃତ, ରାସ୍ତା ଜଳମଗ୍ନ…
ନାଇରୋବି,୭।୧୧: କେନିଆ ଏବଂ ସୋମାଲିଆରେ ବାଦଲ ଫଟା ବର୍ଷା ଏବଂ ଫ୍ଲାସ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୪୦ ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ସୋମାଲିଆରେ ବନ୍ୟା ପାଣିରେ ୨୫ ଜଣଙ୍କର…
ୟୁରୋପ ଉପରେ ଆକ୍ରମଣ କରିବ ହମାସ!
ତେଲ ଅଭିଭ,୭।୧୧: ହମାସ-ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ପଶ୍ଚିମ ଦେଶଗୁଡିକୁ ସତର୍କ କରାଇଛନ୍ତି। ସେ କହିଛନ୍ତି, ଆଗକୁ ୟୁରୋପ ଉପରେ ହମାସ ଆକ୍ରମଣ କରିପାରେ। ହମାସ ବିରୋଧରେ ଆମେ ଲଢୁଥିବା ଲଢେଇ ସଭ୍ୟତା ଓ ବର୍ବରତା ଭିତରେ…
ଯୁଦ୍ଧ କିଛି ଦିନ ବନ୍ଦ ପାଇଁ ଇସ୍ରାଏଲ ରାଜି, କାରଣ କହିଲେ ନେତାନ୍ୟାହୁ…
ଜେରୁଜେଲମ,୭।୧୧: ଇସ୍ରାଏଲ-ହାମାସ ଯୁଦ୍ଧରେ ଏକ ମାସ ସମାପ୍ତ ହୋଇଛି। ଇସ୍ରାଏଲ ସେନାର ପ୍ରତିପକ୍ଷ ହମାସକୁ ଧ୍ୱଂସ କରିଦେଇଛି। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଗାଜା ଅଞ୍ଚଳରୁ ସହାୟତା ସାମଗ୍ରୀର ପ୍ରବେଶ କିମ୍ବା ସଙ୍କଟରେ ପଡ଼ିଥିବା ଲୋକଙ୍କୁ ଥଇଥାନ…
ବାଲିଷ୍ଟିକ ମିଶାଇଲ ପ୍ରଳୟର ସଫଳ ପରୀକ୍ଷଣ
ବାଲେଶ୍ବର ଅଫିସ,୭।୧୧: ମଙ୍ଗଳବାର ଭାରତ ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ବାଲିଷ୍ଟିକ ମିଶାଇଲ ପ୍ରଳୟର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ କରାଯାଇଛି। ସୂଚନାଯୋଗ୍ୟ, ଡିଆରଡିଓ ଦ୍ୱାରା ପ୍ରଳୟ ମିଶାଇଲ ବିକଶିତ ହୋଇଛି।…
“ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”: ଦିଲ୍ଲୀ ବାୟୁ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ ବଡ ବୟାନ
ନୂଆଦିଲ୍ଲୀ,,୭ା୧୧: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ ଏକ ରାଜନୈତିକ ଯୁଦ୍ଧରେ ପରିଣତ ହୋଇପାରିବ ନାହିଁ। ବର୍ତ୍ତମାନ ଏହି ବାୟୁ ପ୍ରଦୂଷଣ ”ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟା”ର କାରଣ ପାଲଟିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି ଯେ ପଡୋଶୀ ରାଜ୍ୟ ପଞ୍ଜାବ ଏବଂ…
Archives


