Home Middle

ଭାରତକୁ ସୁରକ୍ଷିତ ଦେଶ ତାଲିକାରେ ସାମିଲ କରିବ ବ୍ରିଟେନ

ଲଣ୍ଡନ,୧୦।୧୧: ବ୍ରିଟେନ ସରକାର ଘୋଷଣା କରିଛନ୍ତି ଯେ ସେ ଭାରତକୁ ସୁରକ୍ଷିତ ଦେଶ ତାଲିକାରେ ଯୋଗ କରିବେ। ଏହା ପରେ ଭାରତରୁ ବେଆଇନ ଭାବେ ଯାତ୍ରା କରୁଥିବା ଲୋକଙ୍କୁ ଫେରିବା ପ୍ରକ୍ରିୟା ତ୍ୱରାନ୍ବିତ ହେବ। ଆହୁରି ମଧ୍ୟ, ଅନ୍ୟ ନାଗରିକଙ୍କ ଦ୍ୱାରା…

କାଲି ମାନିଲା, ଆଜି ଆକ୍ରମଣ

ଜେରୁଜେଲମ୍‌,୧୦ା୧୧: ଗୁରୁବାର ୪ ଘଣ୍ଟା ଅସ୍ତ୍ରବିରତି ପାଇଁ ଇସ୍ରାଏଲ ରାଜି ହୋଇଥିବା ବେଳେ ଶୁକ୍ରବାର ଅତି କମ୍‌ରେ ୩ଟି ଡାକ୍ତରଖାନା ଉପରେ ଆକ୍ରମଣ କରିଛି। ଗାଜାର ଜଣେ ଅଧିକାରୀ କହିଛନ୍ତି ଆଜି ଇସ୍ରାଏଲ ତିନୋଟି ଡାକ୍ତରଖାନା ଉପରେ ଏୟାର୍‌ଷ୍ଟ୍ରାଇକ୍‌ କରିଛି ଏବଂ…

ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ରାଜି

ଜେରୁଜେଲମ୍‌/ଓ୍ବାଶିଂଟନ,୧୦ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଚାଲିଥିଲା ଏବଂ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଗାଜାଠାରୁ ଦକ୍ଷିଣ…

ଡରିଗଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୧୦।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଦିନକୁ ଦିନ ଏହା ଆହୁରି ଉଗ୍ର ହେବାରେ ଲାଗିଛି। ଏହାରି ଭିତରେ ଇସ୍ରାଏଲକୁ ସବୁବେଳେ ସମର୍ଥନ ଦେଇଆସିଥିବା ଆମେରିକା କହିଛି ଯେ ଯୁଦ୍ଧ ପରେ ଯଦି ଇସ୍ରାଏଲ ଗାଜାକୁ କାବୁ…

ପାରାଦୀପ ଆସିବେ ରାଷ୍ଟ୍ରପତି

ପାରାଦୀପ,୧୦।୧୧(ଶରତ ରାଉତ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୭ରେ ପାରାଦୀପ ଗସ୍ତରେ ଆସିବେ। ଏ ନେଇ ସରକାରୀ ଭାବେ ରାଷ୍ଟ୍ରପତି ଭବନର ସଚିବ ସମ୍ପଦ ମେହେଟ୍ଟା ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଯୋଗେ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଗୁରୁବାର…

ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଲା ନ୍ୟୁଜିଲ୍ୟାଣ୍ଡ, ୫ ଉଇକେଟ୍‌ରେ ଶ୍ରୀଲଙ୍କାକୁ କଲା ପରାସ୍ତ

ଚେନ୍ନାଇ,୯।୧୧: ବିଶ୍ୱକପର ୪୧ ତମ ମ୍ୟାଚ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯାଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ୨୩.୨ ଓଭରରେ ୫ ଉଇକେଟ୍‌ ହରାଇ…

ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୯।୧୧: ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ,…

ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୯।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୧୯ ଦିନରେ ୧୫ଟି ବୈଠକ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ କରି…

ମୋ’ ମୁର୍ଖତା ପାଇଁ ମାନ୍‌ଝୀ ହୋଇଥିଲେ ମୁଖ୍ୟମନ୍ତ୍ରୀ: ନୀତୀଶ କୁମାର

ପାଟ୍‌ନା,୯ା୧୧: ଗୁରୁବାର ବିହାର ବିଧାନସଭାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀଙ୍କ ଉପରେ ରାଗି ଯାଇ ତାଙ୍କୁ ବହୁତ ଗାଳି ଦେଇଥିଲେ। ପ୍ରକୃତରେ ବିଧାୟକଙ୍କ ସଂଶୋଧନ ବିଲ୍‌ ଉପରେ…

୧୦୦ବର୍ଷ ପୂର୍ବେ ଇସ୍ରାଏଲ-ହମାସ ଯୁଦ୍ଧରେ ବଳିଦାନ ଦେଇଥିଲେ ଭାରତୀୟ ଯବାନ, ଜେରୁଜେଲମକୁ କରିଥିଲେ ସ୍ବାଧୀନ

ନୂଆଦିଲ୍ଲୀ/ଗାଜା, ୯।୧୧: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ସଙ୍କେତ ଦୂର ଦୂରକୁ ଦେଖାଯାଉ ନାହିଁ। ଯୁଦ୍ଧି ଦିନକୁ ଦିନ ଭୟଙ୍କର ହେଉଛି ସତ କିନ୍ତୁ ଶେଷ ହେଉନାହିଁ। ଦିନକୁ ଦିନ ଏହି ନରସଂହାରରେ ଲକ୍ଷ ଲକ୍ଷ ଶିଶୁ ବଳି ପଡୁଛନ୍ତି। ଯୁଦ୍ଧ…

ନୀତୀଶ କୁମାର ଆଜିକାଲି ଅଶ୍ଳୀଳ ଫିଲ୍ମ ଦେଖି ଶୋଉଛନ୍ତି ଆଉ ଜାଗୁଛନ୍ତି: ମନୋଜ ତିଓ୍ବାରୀଙ୍କ କଟାକ୍ଷ…

ପାଟନା,୯।୧୧ : ବିହାର ବିଧାନସଭାରେ ମହିଳାଙ୍କ ଉପରେ ବିବାଦୀୟ ବିବୃତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗିଛନ୍ତି, କିନ୍ତୁ ରାଜନୀତି ଏହି ପ୍ରସଙ୍ଗ ନେଇ ଉତ୍ତେଜନା ଜାରି ରହିଛି। ଗୋଟିଏ ପଟେ ନୀତୀଶଙ୍କୁ ଆରଜେଡି-ଜେଡିୟୁ ସୁରକ୍ଷା ଦେଉଥିବାବେଳେ ଅନ୍ୟ ପଟେ…

କ୍ୟାବିନେଟ୍‌ ପୂର୍ବରୁ ହନୁମାନଗଡ଼ରେ ପୂଜା କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୯ା୧୧: କ୍ୟାବିନେଟ୍‌ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଗଡ଼ରେ ପୂଜା କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ନିର୍ମାଣାଧୀନ ରାମମନ୍ଦିର ଉପରେ ମଧ୍ୟ ନଜର ରଖିଥିଲେ। ହନୁମାନଜୀ ଏବଂ ରାମଲାଲାଙ୍କ ଆଶୀର୍ବାଦ ଗ୍ରହଣ କରିବା ପରେ ଅଯୋଧ୍ୟା ରାମକଥା ଅଡିଟୋରିୟମରେ ମୁଖ୍ୟମନ୍ତ୍ରୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri