ଫେଲ୍ ହେବ ଆମେରିକାର ପ୍ଲାନ: ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଇ ପାରିବ ନାହିଁ ଆମେରିକା, ସଂସଦରେ ପ୍ରସ୍ତାବ ଆଣିବେ ଆମେରୀକୀୟ ମହିଳା ଏମପି
ଓ୍ବାଶିଂଟନ୍, ୧୫।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ସାରା ଅଞ୍ଚଳ ଏବେ ଛାରଖାର ହୋଇଯାଇଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ବିଭିନ୍ନ ଘାତକ ଅସ୍ତ୍ରଶସ୍ତ୍ର ସହ ଆର୍ଥିକ ପ୍ୟାକେଜ ଯୋଗେଇ ଦେଇ ଆସୁଛି। ଏନେଇ ଆମେରିକାରର ମୁସଲିମ ମହିଳା…
ଡୋଡା ବସ ଦୁର୍ଘଟଣାରେ ମୁତ୍ୟ ସଂଖ୍ୟା ୩୬ ଛୁଇଁଲା, ୨୨ ଆହତ, ବସ କାଟି ବାହାର କରାଗଲା ୨୫ ମୃତଦେହ…
ଶ୍ରୀନଗର,୧୫।୧୧ : ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। କିସ୍ତୱାଡରୁ ଜମ୍ମୁକୁ ଯାଉଥିବା ଏକ ବସ ଡୋଡାର ଆସାର ଅଞ୍ଚଳର ଟ୍ରୁଙ୍ଗାଲ ନିକଟରେ ୩୦୦ ଫୁଟ ଖାଲରେ ଖସି ପଡିଥିଲା। ସୂଚନା ଅନୁଯାୟୀ, ବସରେ ୫୫ଜଣ ଯାତ୍ରୀ…
୨ଦିନରେ ଦେଶ ହରାଇଲା ୩କୋଟିପତି ବ୍ୟବସାୟୀ, ଜାଣନ୍ତୁ ସେମାନଙ୍କ ପ୍ରେରଣାଦାୟକ ଯାତ୍ରା
ନୂଆଦିଲ୍ଲୀ,୧୫।୧୧: ନିକଟରେ ୨ଦିନ ମଧ୍ୟରେ ଦେଶର ୩କୋଟିପତି ବ୍ୟବସାୟୀଙ୍କ ପରଲୋକ ହୋଇଛି। ସେମାନେ ହେଲେ କେଦାରନାଥ ଅଗ୍ରଓ୍ବାଲ, ଓବରଏ ଓ ସୁବ୍ରତ ରୟ। ଦେଶରେ କେଦାରନାଥ ଅଗ୍ରଓ୍ବାଲଙ୍କୁ ଅବା କିଏ ନଜାଣେ। ଯେଉଁ କମ୍ପାନୀର ମିଠା କେବଳ ଦେଶରେ ନୁହେଁ ଅନ୍ତର୍ଜାତୀୟ…
IND vs NZ Semi-Final: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି
ମୁମ୍ବାଇ,୧୫।୧୧: ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ଖେଳାଳି ଏକାଦଶରେ ଇଲେଭେନରେ କୌଣସି ପରିବର୍ତ୍ତନ ନାହିଁ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଖେଳାଳି ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ। ୨୦୧୯ ଦିନିକିଆ ବିଶ୍ଵକପରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ସେମିଫାଇନାଲରେ…
୬ ଦେଶର ଯୁଦ୍ଧ କୌଶଳକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ଭାରତ, ପାକିସ୍ତାନ-ଚାଇନାର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ,୧୫।୧୧ : ଯେତେବେଳେ ଆଜେରବାଇଜାନ-ଆର୍ମେନିଆ ଯୁଦ୍ଧ ଆରମ୍ଭ ହେଲା, ପ୍ରତିରକ୍ଷା ବିଶେଷଜ୍ଞମାନେ କହିଥିଲେ ଏହା ଦୁଇଟି ଛୋଟ ଦେଶ ମଧ୍ୟରେ ଲଢ଼େଇ ଏବଂ ଉଭୟ ଏହାକୁ ନିଜ ମଧ୍ୟରେ ସମାଧାନ କରିବେ। ଏହାର ଫଳାଫଳ ହେଲା ସୁନ୍ଦର ଉପତ୍ୟକା ଥିବା ଆଜେରବାଇଜାନର…
ସ୍ବତନ୍ତ୍ର କ୍ୟାମ୍ପ୍ରୁ ଖଲାସ ପାଇଁ ଆବେଦନ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ…
ଚେନ୍ନାଇ,୧୫।୧୧ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରବର୍ଟ ପାୟସ ଏବଂ ଜୟକୁମାର ସ୍ବତନ୍ତ୍ର କ୍ୟାମ୍ପରୁ ଖଲାସ ହେବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ରବର୍ଟ ପାୟସ ଏବଂ ଜୟକୁମାର ବର୍ତ୍ତମାନ ତ୍ରିଚିରେ ଅବସ୍ଥିତ ସ୍ବତନ୍ତ୍ର…
ଶାକାହାରୀ କୁମ୍ଭୀର ବବିୟାର ମୃତ୍ୟୁ ପରେ ମନ୍ଦିର ପୋଖରୀରେ ଦେଖାଗଲା ଆଉ ଏକ କୁମ୍ଭୀର, ଲୋକେ କହିଲେ ବବିୟାର ଅବତାର
କାସରଗୋଡ,୧୫।୧୧: ଏଇଟା ଚମତ୍କାର ନା ଅବତାର କହିଲେ ଅତ୍ୟୁକ୍ତି ହେବନାହିଁ। କେରଳର କାସରଗୋଡ ସ୍ଥିତ ଶ୍ରୀ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିର ପୋଖରୀରେ ଥିବା ଶାକାହାରୀ କୁମ୍ଭୀର ବବିୟାର ଗଲାବର୍ଷ ମୃତ୍ୟୁବରେ ପୋଖରୀରେ ପୁଣି ଏକ କୁମ୍ଭୀରକୁ ଦେଖିବାକୁ ମିଳିଛି। ଏହି ପୋଖରୀରେ…
କ୍ରୀଡ଼ା ହବ୍ ଦିଗରେ ଓଡ଼ିଶାକୁ ଆଉ ଏକ ସଫଳତା, ଭୁବନେଶ୍ୱରରେ ଖୋଲିବ ଫିଫା ଏକାଡେମୀ
ନୂଆଦିଲ୍ଲୀ,୧୫।୧୧: ଫୁଟବଲ ଖେଳର ବିକାଶ ପାଇଁ ଭୁବନେଶ୍ୱରରେ ଖୋଲିବ ବିଶ୍ୱ ସ୍ତରୀୟ ଫିଫା ଏକାଡେମୀ। ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନର ବହୁ ପ୍ରତୀକ୍ଷିତ ଆକାଂକ୍ଷା ଶେଷରେ ନଭେମ୍ବର ୨୧ ତାରିଖରେ ଭୁବନେଶ୍ୱରରେ ଏକ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଫିଫା ଗ୍ଲୋବାଲ…
ଦୀପାବଳିରେ ନ୍ୟୁୟର୍କ ସ୍କୁଲରେ ଛୁଟି: ରାଜ୍ୟପାଳ ଆଇନରେ କଲେ ସ୍ବାକ୍ଷର…
ନ୍ୟୁୟର୍କ,୧୫।୧୧ : ଏକ ଐତିହାସିକ ପଦକ୍ଷେପରେ ନ୍ୟୁୟର୍କ ରାଜ୍ୟପାଳ କ୍ୟାଥି ହୋଚୁଲ ସରକାରୀ ସ୍କୁଲଗୁଡ଼ିକୁ ଦୀପାବଳି ଛୁଟି ପ୍ରଦାନ କରିବାକୁ ଏକ ଆଇନରେ ସ୍ବାକ୍ଷର କରିଛନ୍ତି। ହୋଚୁଲ କହିଛନ୍ତି, ନ୍ୟୁୟର୍କ ସହର ବିଭିନ୍ନ ଧର୍ମ ଏବଂ ସଂସ୍କୃତିରେ ସମୃଦ୍ଧ, ଏବଂ ଆମେ…
ସେମିଫାଇନାଲ ନ ଖେଳି ଦକ୍ଷିଣ ଆଫ୍ରିକା ଖେଳିବ ଫାଇନାଲ, ଚିନ୍ତାରେ ଅଷ୍ଟ୍ରେଲିଆ ଟିମ୍ !…
କୋଲକାତା,୧୫।୧୧ : ବିଶ୍ୱକପ ୨୦୨୩ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୬ନଭେମ୍ବରରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଜିତିଥିବା ଦଳ ପ୍ରଥମ ସେମିଫାଇନାଲରେ ଜିତିଥିବା ଦଳ ସହିତ ଫାଇନାଲ ମ୍ୟାଚ ଖେଳିବ,…
ଆଗକୁ ଅସହ୍ୟ ତାତି, ମୃତ୍ୟୁ ସଂଖ୍ୟା ହେବ ୫ ଗୁଣା, ୧୨ କୋଟି ୭୦ ଲକ୍ଷରୁ ଅଧିକ ରହିବେ ଭୋକିଲା…
ଲଣ୍ଡନ,୧୫।୧୧ : ଆଗକୁ ଅସହ୍ୟ ତାତି ଯୋଗୁ ହେବାକୁ ଥିବା ମୃତ୍ୟୁ ବିଷୟରେ ଲାନସେଟ ପତ୍ରିକା ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ପ୍ରକାଶିତ ଏକ ଅନୁସନ୍ଧାନ ଅନୁଯାୟୀ, ଯଦି ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ତାପମାତ୍ରା ୨ ଡିଗ୍ରୀ ସେଲସିୟସ…
ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବଡ ଖବର, ଆମେରିକାରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି ସି ନିଜପିଙ୍ଗ
ଓ୍ବାଶିଂଟନ୍/ବେଜିଂ,୧୫।୧୧: ଚାଇନା ରାଷ୍ଟ୍ରପତି ସି ନିଜପିଙ୍ଗ ୬ବର୍ଷ ପରେ ଆମେରିକା ଗସ୍ତ କରିଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ସନ ଫ୍ରାନ୍ସିସ୍କୋର ଖାଡି କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଜିନପିଙ୍ଗ ସାକ୍ଷାତ କରିବେ। ଜିନପିଙ୍ଗ ଏହି…
Archives


