Home Middle

‘ଡିପ୍‌ଫେକ୍‌’ ଭାରତ ପାଇଁ ସବୁଠାରୁ ବଡ ବିପଦ, ସୃଷ୍ଟି କରିପାରେ ଗଭୀର ବିଶୃଙ୍ଖଳା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,୧୭।୧୧: ଡିପ୍‌ଫେକ୍‌ ଭିଡିଓ ଉପରେ ଏବେ ଖୁବ ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ସମାଜ ପାଇଁ ଡିପ୍‌ଫେକ୍‌ ଏକ ବଡ଼ ବିପଦ, ଯାହା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିପାରେ…

ଗାଜାରେ ଲୋକଙ୍କୁ ବଞ୍ଚାଇବାରେ ସଫଳ ନ ହେବାରୁ ଦୁଃଖ ପ୍ରକାଶ କଲେ ନେତାନ୍ୟାହୁ

ଜେରୁଜେଲମ,୧୭।୧୧: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଗାଜାରେ ହମାସ ବିରୋଧରେ ଲଢେଇ ସମୟରେ ସାଧାରଣ ନାଗରିକଙ୍କୁ କ୍ଷତିରୁ ରକ୍ଷା କରିବା ପାଇଁ ତାଙ୍କ ଦେଶ ଯଥାସମ୍ଭବ ଉଦ୍ୟମ କରୁଛି। ଏପରିକି ପଳାୟନ ପାଇଁ ଚେତାବନୀ ଲିଫଲେଟ ବଣ୍ଟନ କରାଯାଇଥିଲା,…

୧୨୦ ଘଣ୍ଟା ହେବ ସୁଡ଼ଙ୍ଗରେ ଫସି ରହିଛନ୍ତି ୪୦ ଶ୍ରମିକ: ଭିତରୁ ଉଦ୍ଧାର ପାଇଁ କରୁଛନ୍ତି ନିବେଦନ

ଡେରାଡୁନ୍‌,୧୭ା୧୧:ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବା ପରେ ଏହା ତଳେ ଫସିରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ୬ ଦିନ ହେଲା ଉଦ୍ୟମ ଜାରି ରହିଥିଲେ ହେଁ ଫଳପ୍ରଦ ହୋଇନାହିଁ। ସୁଡ଼ଙ୍ଗ ଭିତରୁ ଉଦ୍ଧାର ପାଇଁ ଶ୍ରମିକମାନେ ନିବେଦନ କରୁଛନ୍ତି।…

ବିଶ୍ୱକପ ଫାଇନାଲ ୨୦୨୩: ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ!

ନୂଆଦିଲ୍ଲୀ, ୧୭।୧୧: ଚାଲିଥିବା ଦିନିକିଆ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ହେଭିୱେଟ୍ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ ରବିବାର ଦିନ ଅହମ୍ମଦାବାଦରେ ମୁହାଁମୁହିଁ ହେବେ। ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବାବେଳେ ଅଷ୍ଟ୍ରେଲିଆ…

ମଧ୍ୟପ୍ରଦେଶ, ଛତିଶଗଡ ମତଦାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ, ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ ମୂଲ୍ୟବାନ

ନୂଆଦିଲ୍ଲୀ,୧୭।୧୧: ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମତଦାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ମତଦାତାଙ୍କୁ ମୋର ନିବେଦନ ଯେ ସେମାନେ ନିଜର ମତାଧିକାରର ପ୍ରୟୋଗ…

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ରାୟପୁର,୧୭।୧୧:ଛତିଶଗଡ଼ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୭୦ଟି ଆସନ ପାଇଁ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୫୮ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ୭୦ଟି ଆସନରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି…

ମହଙ୍ଗା ହେବ ବ୍ୟକ୍ତିଗତ ଋଣ: ଏନ୍‌ବିଏଫ୍‌ସି ପାଇଁ ଆର୍‌ବିଆଇର ନୂଆ ନିୟମ

ମୁମ୍ବାାଇ,୧୬ା୧୧: ଦେଶରେ ଅନ୍‌ସିକ୍ୟୁରଡ୍‌ ଲୋନ୍‌ (ବିନା ସମ୍ପତ୍ତି ବନ୍ଧକରେ ନିଆଯାଉଥିବା ଋଣ) ପରିମାଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ଗତବର୍ଷ ବ୍ୟାଙ୍କଗୁଡ଼ିକର ଋଣ ପରିମାଣ ୧୫ ପ୍ରତିଶତ ବଢ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବ୍ୟାଙ୍କ ଏବଂ ଅଣବ୍ୟାଙ୍କିଙ୍ଗ…

ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ: ମତଦାନ ଆରମ୍ଭ

ଭୋପାଳ,୧୭।୧୧: ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ପାଇଁ ଶୁକବ୍ରାର ସକାଳ ୭ଠାରୁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ଭୋଟରମାନେ ଆସିବା ଆରମ୍ଭ କରି ଦେଇଛନ୍ତି। ଏଥି ସହିତ ବରିଷ୍ଠ ନାଗରିକ କୁମୁଦ ବିଜୟବର୍ଗିୟ ପ୍ରଥମେ ପାଲାସିଆରେ ଅବସ୍ଥିତ…

ଆମେରିକା ମାଟିରୁ ସାରା ବିଶ୍ୱକୁ ସଫେଇ ଦେଲେ ଚାଇନା ରାଷ୍ଟ୍ରପତି

ବେଜିଂ,୧୭।୧୧: ଚାଇନାରେ ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଜିନପିଙ୍ଗ କହିଛନ୍ତି, ଚାଇନା କୌଣସି ଦେଶରୁ ଏକ ଇଞ୍ଚ ଜମି ଦଖଲ କରି ନାହିଁ କିମ୍ବା ଆମେ କୌଣସି ଯୁଦ୍ଧ ଆରମ୍ଭ କରିନାହୁଁ। ସି ଜିନପିଙ୍ଗ ବର୍ତ୍ତମାନ…

ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: କୁଏଟ୍‌କୁ ହରାଇଲା ଭାରତ

କୁଏଟ,୧୬ା୧୧ ୨୦୨୬ ଫୁଟବଲ ବିଶ୍ୱକପ ପାଇଁ ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଯୋଗ୍ୟତା ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। କୁଏଟର ଅଲ ଅହମଦ ଜାବେର ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚକୁ ଭାରତ ୧-୦ ଗୋଲରେ ଜିତି ନେଇଛି। ଭାରତ ପକ୍ଷରୁ…

ଅହମ୍ମଦାବାଦରେ ଭାରତ ସହ ଫାଇନାଲ ଖେଳିବ ଅଷ୍ଟ୍ରେଲିଆ: ୨୦୦୩ର ରାଗ ସୁଝାଇବ ଟିମ୍‌ ଇଣ୍ଡିଆ

କୋଲକାତା,୧୬।୧୧: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଗୁରୁବାର ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ବିଜୟ ହୋଇ ଫାଇନାଲ୍‌ ପାଇଁ ଟିକେଟ୍‌ ପକ୍କା କରିଛି। ଅନ୍ୟପକ୍ଷେ ପୂର୍ବରୁ ଫାଇନାଲରେ ପହଞ୍ଚି ସାରିଥିବା ଭାରତ ସହ ଅଷ୍ଟ୍ରେଲିଆ…

ବିଶ୍ୱକପ ଫାଇନାଲ ଖେଳିବାକୁ ଅହମ୍ମଦାବାଦରେ ପହଞ୍ଚିଲା ଟିମ ଇଣ୍ଡିଆ, ହୋଟେଲ ବାହାରେ ପ୍ରଶଂସକଙ୍କ ଜମିଛି ଭିଡ

ଅହମ୍ମଦାବାଦ,୧୬।୧୧: ଦିନିକିଆ ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚ ନଭେମ୍ବର ୧୯ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟୁର୍ନାମେଣ୍ଟର ପ୍ରଥମ ଫାଇନାଲିଷ୍ଟ ତଥା ଆୟୋଜକ ଦଳ ଏହି ମ୍ୟାଚ ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri