ବିଶ୍ୱକପ୍ ଟ୍ରଫି ଉପରେ ଗୋଡ଼ ରଖିଲେ ମିଚେଲ, ଭାଇରାଲ ହେଉଛି ଫଟୋ
ଅହମ୍ମଦାବାଦ,୨୦ା୧୧: ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ବିଶ୍ୱକପ୍ ଟ୍ରଫି ଉପରେ ଗୋଡ଼ ରଖିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ସୋଫାରେ ମିଚେଲ ବସିଥିବାବେଳେ ତାଙ୍କ ଆଗରେ ଏକ ଟେବୁଲ ଉପରେ ରଖାଯାଇଥିବା ବିଶ୍ବକପ ଟ୍ରଫି ଉପରେ ସେ…
ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବେ ଦାଖଲ କଲେ ନାମାଙ୍କନ
ଭୁବନେଶ୍ୱର,୨୦ା୧୧: ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ଉପବାଚସ୍ପତି ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନପତ୍ର ସୋମବାର ଦାଖଲ କରିଛନ୍ତି। ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି। ନାମାଙ୍କନ ଦାଖଲ ପରେ ଶ୍ରୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି,…
କାହିଁକି ଅଟକି ରହିଛି ବିଲ୍: କେନ୍ଦ୍ର-ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି…
ନୂଆଦିଲ୍ଲୀ,୨୦।୧୧ : କେରଳ ରାଜ୍ୟପାଳ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଅନୁମୋଦନ ନ ଦେବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କର ବେଞ୍ଚ ଆଟର୍ନି ଜେନେରାଲ ଏବଂ ସୋଲିସିଟର ଜେନେରାଲଙ୍କୁ…
ଯୌନ ଶିକ୍ଷା,ବଳାତ୍କାର ପରେ ଗର୍ଭପାତ ପାପ: ଆର୍ଜେଣ୍ଟିନାର ନୂଆ ରାଷ୍ଟ୍ରପତିଙ୍କ ଚିନ୍ତାଧାରା…
ବ୍ୟୁନସ ଆରିସ୍,୨୦।୧୧ : ଆର୍ଜେଣ୍ଟିନାର ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣପନ୍ଥୀ ନେତା ଜାଭିୟର ମିଲଇ ୫୫.୮ ପ୍ରତିଶତ ଭୋଟ ପାଇଛନ୍ତି। ଏହା ସହ ସେ ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସର୍ଜିଓ ମାସା ୪୪.୨ ଭୋଟ…
ବାରିପଦାରେ ରାଷ୍ଟ୍ରପତି
ମୟୂରଭଞ୍ଜ,୨୦ା୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ପୂର୍ବାହ୍ନରେ ବାରିପଦାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତି ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ବାରିପଦା ପୋଲିସ ହେଲିପ୍ୟାଡ୍ରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ…
ମ୍ୟାଚ ହାରିବା ପରେ କୁଲଦୀପ ଯାଦବଙ୍କ ଘର ବାହାରେ ପୋଲିସ ମୁତୟନ…
କାନପୁର,୨୦।୧୧ : ଆଇସିସି କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ରବିବାର ଅହମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତର ପରାଜୟ ପରେ ଗୋଟିଏ ପାର୍ଶ୍ୱରେ ଷ୍ଟାଡିୟମରେ…
୨୦୩୧ରେ ଭାରତରେ ହେବ ବିଶ୍ୱକପ: ପୁଣି ୮ ବର୍ଷ ଅପେକ୍ଷା…
ନୂଆଦିଲ୍ଲୀ,୨୦।୧୧ : ଆଇସିସି ବିଶ୍ୱକପ ୨୦୨୩ର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ଟିମ ଇଣ୍ଡିଆର ପରାଜିତ ହୋଇଛି। ଏବେ ପୁଣି ଭାରତରେ ବିଶ୍ୱକପ ୮ ବର୍ଷ ପରେ ପୁଣି ଅନୁଷ୍ଠିତ ହେବ। ଇଂଲଣ୍ଡରେ ପ୍ରଥମ ତିନିଟି ବିଶ୍ୱକପ କ୍ରମାଗତ ଭାବେ ଅନୁଷ୍ଠିତ ହୋଇଥିଲା…
ଫାଇନାଲରେ ପରାଜୟ ପାଇଁ ଦାୟୀ କିଏ କହିଲେ ରୋହିତ ଶର୍ମା…
ଅହମଦାବାଦ,୨୦।୧୧ : ରବିବାର ଅଷ୍ଟ୍ରେଲିଆଠାରୁ ୬ୱିକେଟ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଶ୍ୱକପ ଫାଇନାଲରେ ବ୍ୟାଟିଂ ଭଲ ନ ଥିଲା ଯେଉଁଥିପାଇଁ ଫଳାଫଳ ଆମ ସପକ୍ଷରେ ଗଲା ନାହିଁ। କିନ୍ତୁ ପୁରା ଦଳ ପାଇଁ ମୁଁ ଗର୍ବିତ।…
ନେତାନ୍ୟାହୁଙ୍କ ପୁଅ ଇସ୍ରାଏଲ ସେନା ମଧ୍ୟରେ ବାକ୍ଯୁଦ୍ଧ ସୋସିଆଲ ମିଡିଆରେ ଭାଇରାଲ…
ଜେରୁଜେଲମ,୨୦।୧୧ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଦେଢ଼ ମାସରୁ ଅଧିକ ସମୟ ବିତିଗଲାଣି। ଏହି ଯୁଦ୍ଧରେ ଇସ୍ରାଏଲ ସେନା ଗାଜାର ଆତଙ୍କବାଦୀଙ୍କ ଉପରେ ଆତଙ୍କ ସୃଷ୍ଟି କରୁଛି। ଏଥି ସହିତ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା…
ଆଉ କେହି ହେବେନି ଆତଙ୍କବାଦୀ: ନେତାନ୍ୟାହୁ…
ଜେରୁଜେଲମ,୨୦।୧୧ : ଇସ୍ରାଏଲ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ମୋର ଲକ୍ଷ୍ୟ ହେଉଛି ହମାସକୁ ଧ୍ୱଂସ କରିବାର ପରେ ଗାଜାର କୌଣସି ନାଗରିକ ପ୍ରଶାସନ ନରସଂହାରକୁ ଅସ୍ବୀକାର କରିବ ନାହିଁ, ଏବଂ ପିଲାମାନଙ୍କୁ ଆତଙ୍କବାଦୀ ହେବାକୁ ଶିକ୍ଷା ଦେବେ…
ଅସ୍ତ୍ରବିରତି ପାଇଁ ଚାଇନାରେ ହେବ ବୈଠକ…
ଜେରୁଜେଲମ,୨୦।୧୧ : ଏହି ସମୟରେ ସୋମବାର ଚାଇନାର ରାଜଧାନୀ ବେଜିଂରେ ପାଲେଷ୍ଟାଇନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏକ ବୈଠକ ଅନୁଷ୍ଠିତ ହେବ। ସାଉଦି ଆରବ, ଜୋର୍ଡାନ ଏବଂ ଇଣ୍ଡୋନେସିଆର ବୈଦେଶିକ ମନ୍ତ୍ରୀମାନେ ବେଜିଂରେ ପହଞ୍ଚିଛନ୍ତି। ଏମାନଙ୍କ ବ୍ୟତୀତ ଓଆଇସିର ମହାସଚିବ…
ଜାଭିୟର୍ ମିଲଇ ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି…
ବ୍ୟୁନସ ଆରିସ୍,୨୦।୧୧ : ଦକ୍ଷିଣପନ୍ଥୀ ନେତା ଜାଭିୟର୍ ମିଲଇ ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ବାସ୍ତବରେ, ରବିବାର ରାଷ୍ଟ୍ରପତି ପଦ ପାଇଁ ଭୋଟରେ ମିଲଇ ୫୫.୮ ପ୍ରତିଶତ ଭୋଟ ପାଇଛନ୍ତି। ଆର୍ଜେଣ୍ଟିନାର ଅର୍ଥମନ୍ତ୍ରୀ ତଥା ରାଷ୍ଟ୍ରପତି ପ୍ରାର୍ଥୀ ସର୍ଜିଓ ମାସା…
Archives


