ଗାଜା ହସ୍ପିଟାଲରେ ସେଲ୍ ମାଡ଼: ୧୨ ମୃତ
ଖାନ୍ ୟୁନିସ୍/ଜେରୁଜେଲମ୍,୨୧ା୧୧: ଉତ୍ତର ଗାଜାର ଅନ୍ୟ ଏକ ହସ୍ପିଟାଲ ଚାରିପଟେ ଇସ୍ରାଏଲୀ ସେନା ଆକ୍ରମଣକୁ ଜୋର୍ଦାର କରିଛି। ଏହି ଆକ୍ରମଣରେ ୧୨ ଜଣ ନିହତ ହୋଇଛନ୍ତି। ଉକ୍ତ ହସ୍ପିଟାଲରେ ହଜାର ହଜାର ରୋଗୀ ଓ ଯୁଦ୍ଧ ବିସ୍ଥାପିତ ବହୁଦିନ ଧରି ଆଶ୍ରୟ ନେଇଥିଲେ।…
୯ ଦିନ ହେଲା ଟନେଲରେ ଫସିଛନ୍ତି ଶ୍ରମିକ: ୬ ଇଞ୍ଚିଆ ପାଇପରେ ପଠାହେଲା ଖେଚୁଡ଼ି
ନୂଆଦିଲ୍ଲୀ, ୨୦ା୧୧: ଉତ୍ତରାଖଣ୍ଡରେ ଗତ ୯ ଦିନ ହେଲା ଟନେଲରେ ଫସିଥିବା ଶ୍ରମିକ ମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ପୂର୍ବରୁ ପାଇପ ଯୋଗେ ୪୧ ଶ୍ରମିକ ମାନଙ୍କ ପାଇଁ ଖାଦ୍ୟ ଏବଂ ପାଣି ଦିଆଯାଉଥିବା ବେଳେ ସୋମବାର ସେମାନଙ୍କ…
ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ
ମୁମ୍ବାଇ,୨୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଘୋଷଣା କରାଯାଇଛି। ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ପାଇଁ ଭିଭିଏସ୍ ଲକ୍ଷ୍ମଣଙ୍କୁ କୋଚ୍ ରଖା ଯାଇଥିବା ବେଳେ ମୁଖ୍ୟ…
ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଦେଇପାରିବେ ଜାମିନ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୦।୧୧: ଗୋଟିଏ ରାଜ୍ୟର ବ୍ୟକ୍ତିଙ୍କ ବିରୋଧରେ ଅନ୍ୟ ରାଜ୍ୟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ହାଇକୋର୍ଟ ଏବଂ ସେସନ କୋର୍ଟ ଜାମିନ ଦେଇ ପାରିବେ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ତେବେ ଅସାଧାରଣ ଏବଂ ବାଧ୍ୟତାମୂଳକ…
ସଞ୍ଜୟ ସିଂଙ୍କ ଆବେଦନକୁ ନେଇ ଇଡିକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ପରବର୍ତ୍ତି ଶୁଣାଣି ଡିସେମ୍ବରରେ
ନୂଆଦିଲ୍ଲୀ,୨୦।୧୧: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ…
ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ରେଗୁଲାର ବେଲ
ଅମରାବତି,୨୦।୧୧: ଦକ୍ଷତା ବିକାଶ ମାମଲାରେ ସୋମବାର ଆନ୍ଧ୍ରପ୍ରଦେଶ ହାଇକୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ନାଇଡୁ ୨୮ ନଭେମ୍ବର ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି। ଏହାପୂର୍ବରୁ ଅକ୍ଟୋବରରେ…
ବିଶ୍ୱକପ୍ ଟ୍ରଫି ଉପରେ ଗୋଡ଼ ରଖିଲେ ମିଚେଲ, ଭାଇରାଲ ହେଉଛି ଫଟୋ
ଅହମ୍ମଦାବାଦ,୨୦ା୧୧: ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ବିଶ୍ୱକପ୍ ଟ୍ରଫି ଉପରେ ଗୋଡ଼ ରଖିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ସୋଫାରେ ମିଚେଲ ବସିଥିବାବେଳେ ତାଙ୍କ ଆଗରେ ଏକ ଟେବୁଲ ଉପରେ ରଖାଯାଇଥିବା ବିଶ୍ବକପ ଟ୍ରଫି ଉପରେ ସେ…
ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବେ ଦାଖଲ କଲେ ନାମାଙ୍କନ
ଭୁବନେଶ୍ୱର,୨୦ା୧୧: ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ଉପବାଚସ୍ପତି ପ୍ରାର୍ଥୀ ଭାବେ ତାଙ୍କର ନାମାଙ୍କନପତ୍ର ସୋମବାର ଦାଖଲ କରିଛନ୍ତି। ୨୦୦୦ରୁ ୨୦୦୪ ଓ ୨୦୧୯ରେ ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି। ନାମାଙ୍କନ ଦାଖଲ ପରେ ଶ୍ରୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି,…
କାହିଁକି ଅଟକି ରହିଛି ବିଲ୍: କେନ୍ଦ୍ର-ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି…
ନୂଆଦିଲ୍ଲୀ,୨୦।୧୧ : କେରଳ ରାଜ୍ୟପାଳ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଅନୁମୋଦନ ନ ଦେବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କର ବେଞ୍ଚ ଆଟର୍ନି ଜେନେରାଲ ଏବଂ ସୋଲିସିଟର ଜେନେରାଲଙ୍କୁ…
ଯୌନ ଶିକ୍ଷା,ବଳାତ୍କାର ପରେ ଗର୍ଭପାତ ପାପ: ଆର୍ଜେଣ୍ଟିନାର ନୂଆ ରାଷ୍ଟ୍ରପତିଙ୍କ ଚିନ୍ତାଧାରା…
ବ୍ୟୁନସ ଆରିସ୍,୨୦।୧୧ : ଆର୍ଜେଣ୍ଟିନାର ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣପନ୍ଥୀ ନେତା ଜାଭିୟର ମିଲଇ ୫୫.୮ ପ୍ରତିଶତ ଭୋଟ ପାଇଛନ୍ତି। ଏହା ସହ ସେ ଆର୍ଜେଣ୍ଟିନାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସର୍ଜିଓ ମାସା ୪୪.୨ ଭୋଟ…
ବାରିପଦାରେ ରାଷ୍ଟ୍ରପତି
ମୟୂରଭଞ୍ଜ,୨୦ା୧୧: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସୋମବାର ପୂର୍ବାହ୍ନରେ ବାରିପଦାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ରାଷ୍ଟ୍ରପତି ଆଜି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ବାରିପଦା ପୋଲିସ ହେଲିପ୍ୟାଡ୍ରେ ପହଞ୍ଚିଥିଲେ। ସେଠାରେ ରାଜ୍ୟପାଳ…
ମ୍ୟାଚ ହାରିବା ପରେ କୁଲଦୀପ ଯାଦବଙ୍କ ଘର ବାହାରେ ପୋଲିସ ମୁତୟନ…
କାନପୁର,୨୦।୧୧ : ଆଇସିସି କ୍ରିକେଟ ବିଶ୍ୱକପର ଅନ୍ତିମ ମ୍ୟାଚରେ ଭାରତକୁ ଅଷ୍ଟ୍ରେଲିଆଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ରବିବାର ଅହମଦାବାଦରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୬ ୱିକେଟରେ ପରାସ୍ତ କରିଛି। ଭାରତର ପରାଜୟ ପରେ ଗୋଟିଏ ପାର୍ଶ୍ୱରେ ଷ୍ଟାଡିୟମରେ…
Archives


