Home Middle

୫୦୭ ଧାର୍ମିକ, ଗୋଷ୍ଠୀ ପ୍ରକଳ୍ପ ପାଇଁ ୧୫.୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧୨: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫୦୭ଟି ଧାର୍ମିକ ଓ ଗୋଷ୍ଠୀ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟ…

ଶେୟାର ବଜାରରେ ଭୂକମ୍ପ, ତଳମୁହାଁ ହେଲା ସେନସେକ୍ସ-ନିଫ୍ଟି , ୧୦୦୦ ଅଙ୍କ ଖସିଲା…

ମୁମ୍ବାଇ,୨୦।୧୨ : ବୁଧବାର, ବାଣିଜ୍ୟ ସପ୍ତାହର ତୃତୀୟ ଦିନରେ ଷ୍ଟକ ମାର୍କେଟରେ ଭୂକମ୍ପ ହୋଇଛି। ବଜାର ଖୋଲିବା ମାତ୍ରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। କାରବାରର ଶେଷ ଘଣ୍ଟାରେ ହଠାତ ଶେୟାର ବଜାର ଭୁଶୁଡି ପଡିଥିଲା । ସେନସେକ୍ସ ପ୍ରାୟ…

ସଂସଦ ସୁରକ୍ଷାରେ ତ୍ରୁଟି: ଭାଜପା ଏମପିଙ୍କୁ କାହିଁକି କରାଯାଉନି ପଚରାଉଚରା, ପ୍ରଶ୍ନ କଲା କଂଗ୍ରେସ…

ନୂଆଦିଲ୍ଲୀ,୨୦।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ୧୪୧ ଏମପିଙ୍କୁ ନିଲମ୍ବନ ପ୍ରସଙ୍ଗ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସଂସଦର ସୁରକ୍ଷା ତ୍ରୁଟି ମାମଲା ସମ୍ପର୍କରେ ପରବର୍ତ୍ତୀ ରଣନୀତି ସ୍ଥିର କରିବାକୁ କଂଗ୍ରେସ ବୁଧବାର ଏକ ସଂସଦୀୟ ଦଳ ବୈଠକ ଡାକିଥିଲା। ଏହି…

ବିବାହିତା ମହିଳା ପାଖରେ ରଖି ପାରିବେ କେତେ ସୂନା ? ସରକାରୀ ନିୟମ ଉଲ୍ଲଂଘନ କଲେ ଲାଗୁ ହେବ ଜରିମାନା…

ନୂଆଦିଲ୍ଲୀ,୨୦।୧୨ : ଭାରତୀୟମାନଙ୍କ ପାଇଁ ସୁନା ସବୁଠାରୁ ପ୍ରିୟ ଧାତୁ। ବିବାହ, ଅଳଙ୍କାରଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ମଧ୍ୟ ଭାରତୀୟମାନଙ୍କ ପାଇଁ ସବୁଠାରୁ ପବିତ୍ର ଧାତୁ। ଏହା ଦୁନିଆର ସବୁଠାରୁ…

ହମାସ ନୁହେଁ ଇସ୍ରାଏଲ ଲୋକଙ୍କୁ ବନ୍ଧକ ରଖିଛନ୍ତି ଗାଜା ନାଗରିକଙ୍କ ଭିଡ…

ଜେରୁଜେଲମ,୨୦।୧୨ : ଅକ୍ଟୋବର ୭ ରେ ଗାଜା ସ୍ଥିତ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ପାଞ୍ଚ ହଜାର ରକେଟ ମାଡ କରାଯାଇଥିଲା। ଆକ୍ରମଣକାରୀମାନେ ଗାଜା ସହିତ ଇସ୍ରାଏଲ ସୀମାରେ ଥିବା ବାଡ ଭାଙ୍ଗି ଦେଇଥିଲେ। ଏହା ପରେ ହମାସ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୪ ଛୁଇଁଲା, ୨୪ ଘଣ୍ଟାରେ ୩ ମୃତ…

ନୂଆଦିଲ୍ଲୀ,୨୦।୧୨ : ପୁଣିଥରେ ଭାରତରେ କରୋନା ଭାଇରସ ସଂକ୍ରମଣ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ତିନି ଜଣଙ୍କ ମୃତ୍ୟୁ ସହିତ ସାରା…

ଚିନ୍ତା ବଢାଇଲାଣି କରୋନା: କର୍ନାଟକରେ ଗଲା ଜଣଙ୍କ ଜୀବନ

ବେଙ୍ଗାଲୁରୁ,୨୦।୧୨: କର୍ନାଟକରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍‌. ୧ ଚିନ୍ତା ବଢାଇଦେଇଛି। ଏଠାରେ କରୋନା କାରଣରୁ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ତାଙ୍କ ରକ୍ତ ନମୁନାକୁ ଯାଞ୍ଚ ପାଇଁ…

ନିର୍ବାଚନ ଲଢିବେ କଙ୍ଗନା

ନୂଆଦିଲ୍ଲୀ,୨୦।୧୨: ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ହେଲେ କିଛିଦିନ ହେବ ନିର୍ବାଚନ ଲଢିବେ କି ନାହିଁ ସେ ନେଇ ଚର୍ଚ୍ଚାରେ ଥିଲେ। ତେବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବାପା…

୯ ଦିନରେ ଦୁଇଗୁଣା କରୋନା ସଂକ୍ରମଣ ନେଇ ରାଜ୍ୟଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ: ସତର୍କ ରୁହ, ରାଜନୀତିଠାରୁ ରୁହ ଦୂରେଇ…

ନୂଆଦିଲ୍ଲୀ,୨୦।୧୨ : ଦେଶରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ରାଜନୀତିର ଉର୍ଦ୍ଧ୍ୱକୁ ଉଠି ଏକାଠି କାମ କରିବାକୁ ସେ ରାଜ୍ୟ ସରକାରଙ୍କୁ…

ଟିକେଟ କଟିବ ନା ରହିବ: ଭାଜପା ଏମପିଙ୍କ ବଢ଼ିଲା ଚିନ୍ତା, ଲୋକଙ୍କ ମତାମତ ନେବେ ସରକାର…

ନୂଆଦିଲ୍ଲୀ,୨୦।୧୨ : ଲୋକସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ଏମପି ପ୍ରାର୍ଥୀଙ୍କ ପାଇଁ ଭାଜପା ବିଚାର ବିମର୍ଷ ଆରମ୍ଭ କରିଛି। ଏଥିପାଇଁ ନମୋ ଆପ୍‌ରେ ଜନ-ମନ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସିଧାସଳଖ ଜନସାଧାରଣଙ୍କଠାରୁ…

ସିଙ୍ଗାପୁରରେ କରୋନା ଅଣାୟତ ମୁହାଁ: ସପ୍ତାହ ମଧ୍ୟରେ ୫୬ ହଜାରରୁ ଅଧିକ ଆକ୍ରାନ୍ତ, ମାସ୍କ ପିନ୍ଧିବାକୁ ସରକାରଙ୍କ ନିର୍ଦ୍ଦେଶ…

ସିଙ୍ଗାପୁର,୨୦।୧୨ : କରୋନାର ନୂଆ ଭ୍ୟାରିଆଣ୍ଟ ଜେଏନ.୧ ପୃଥିବୀର ୧୧ଟି ଦେଶରେ ବ୍ୟାପିବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିଙ୍ଗାପୁରରେ ସବୁଠାରୁ ଖରାପ ପରିସ୍ଥିତି ଦେଖାଦେଇଛି। ଏଠାରେ କରୋନା ଅଣାୟତ ମୁହାଁ ହେବାରେ ଲାଗିଛି। ଯେଉଁଠାରେ ଏକ ସପ୍ତାହ…

ଭାରତରେ ପୁଣି କରୋନାକୁ ନେଇ ଆତଙ୍କ: ସରକାରଙ୍କ ଚିନ୍ତା ବଢ଼ିଲା, ସ୍ବାସ୍ଥ୍ୟମନ୍ତ୍ରୀ କଲେ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ,୨୦।୧୨: ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କରୋନାର ଜେଏନ.୧ ନୂଆ ଭ୍ୟାରିଆଣ୍ଟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଏବଂ ଶ୍ୱାସ ସମସ୍ୟାରେ ପୀଡିତ ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri