କୋରିଆକୁ ହରାଇଲା ଭାରତ
ସାଣ୍ଟିଆଗେ,୮ା୧୨: ଜୁନିୟର ମହିଳା ହକି ବିଶ୍ୱକପ୍ରେ ୯ମରୁ ୧୨ତମ ସ୍ଥାନ ପାଇଁ କ୍ଲାସିଫିକେଶନ ମ୍ୟାଚରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ ସହ କୋରିଆକୁ ୩-୧ ଗୋଲ୍ରେ ପରାସ୍ତ କରିଛି। ଭାରତର ରୋପନି କୁମାରୀ (୨୩ତମ ମିନିଟ), ମମ୍ତାଜ ଖାଁ (୪୪ତମ) ଓ ଅନ୍ନୁ…
ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା: ସଂସଦରୁ ମହୁଆ ମୋଇତ୍ରା ବହିଷ୍କୃତ
ନୂଆଦିଲ୍ଲୀ,୮।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମ୍ପି ମହୁଆ ମୋଇତ୍ରା ଶୁକ୍ରବାର ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟ ଆଧାରରେ ସେ ବହିଷ୍କୃୃତ ହୋଇଥିବା ଜଣାପଡିଛି।…
‘ଜନସାଧାରଣଙ୍କଠାରୁ ଲୁଟ୍ ହୋଇଥିବା ପ୍ରତ୍ୟେକ ଟଙ୍କା ଫେରସ୍ତ କରିବାକୁ ପଡିବ …’, ଆଉ ଏକ ଗ୍ୟାରେଣ୍ଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଆଉ ଏକ ଗ୍ୟାରେଣ୍ଟି ଦେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ”ଜନସାଧାରଣଙ୍କଠାରୁ ଯାହା ଲୁଟ୍ ହୋଇଛି, ଗୋଟିଏ ଗୋଟିଏ ଟଙ୍କା ଫେରସ୍ତ କରିବାକୁ…
ତୃତୀୟ କାର୍ଯ୍ୟକାଳରେ ବିଶ୍ୱର ଟପ-୩ ଇକନୋମିରେ ଆସିବ ଭାରତ: ମୋଦି
ଡେରାଡୁନ,୮।୧୨: ଉତ୍ତରପ୍ରଦେଶରେ ଦୁଇ ଦିନିଆ ବିଶ୍ୱ ନିବେଶକ ସମ୍ମିଳନୀରେ ଦେଶ ତଥା ବିଶ୍ୱର ୫୦୦୦ରୁ ଅଧିକ ନିବେଶକ ଏବଂ ପ୍ରତିନିଧୀ ଅଂଶଗ୍ରହଣ କରିବେ। ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଏପର୍ଯ୍ୟନ୍ତ ୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏମଓୟୁ…
ଭୁଲ ବୁଝିଲା ତାଲିବାନ, ବଦଳାଇଲା ନିୟମ
ଆଫଗାନିସ୍ତାନ,୮।୧୨: ମହିଳାମାନଙ୍କ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇଥିବା ତାଲିବାନ ଏବେ ତା’ର ଭୁଲକୁ ଅନୁଭବ କରିଛି। ବାସ୍ତବରେ ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଉପ ବୈଦେଶିକ ମନ୍ତ୍ରୀ ଶେର ମହମ୍ମଦ ଅବ୍ବାସ ଷ୍ଟାନିକଜାଇ କହିଛନ୍ତି ଯେ ଲୋକେ ତାଲିବାନରୁ ଦୂରେଇ…
୧୦ ବର୍ଷରେ ବଦଳିଲେଣି ୩ ଅଧ୍ୟକ୍ଷ, ତଥାପି ବି କଂଗ୍ରେସକୁ ମିଳୁନି ବିଜୟର ଫର୍ମୁଲା
ନୂଆଦିଲ୍ଲୀ,୮।୧୨: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ମିଜୋରାମର ବିଧାନସଭା ନିର୍ବାଚନରେ କଂଗ୍ରେସ ବଡ ପରାଜୟର ସମ୍ମୁଖୀନ ହୋଇଛି। ଗତ ୧୦ ବର୍ଷ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏହା ହେଉଛି ୧୩ତମ ପ୍ରମୁଖ ପରାଜୟ। ଏହି ପରାଜୟର ସିରିଜ୨୦୧୩…
୩ ରାଜ୍ୟ ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ,୮ା୧୨: ୩ ରାଜ୍ୟ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ନାମ ଶୁକ୍ରବାର ଘୋଷଣା କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଭାଜପା। ରାଜସ୍ଥାନ ପାଇଁ ରାଜନାଥ ସିଂ, ବିନୋଦ ତାଓ୍ବଡେ ଏବଂ ସରୋଜ…
୪ ରାଜ୍ୟରେ ଭୂକମ୍ପ ଝଟ୍କା
ନୂଆଦିଲ୍ଲୀ,୮ା୧୨: ଆଜିକାଲି ସାରା ଦେଶରେ ଅନେକ ଭୂକମ୍ପ ଘଟୁଛି। ଆଜି ଅର୍ଥାତ୍ ଶୁକ୍ରବାର ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁ, କର୍ନାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି। ତାମିଲନାଡୁରେ ଶୁକ୍ରବାର ସକାଳ ୭.୩୯ରେ ୩.୨ ମ୍ୟାଗ୍ନିଚ୍ୟୁଡ୍ର…
କେ. ଚନ୍ଦ୍ରଶେଖର ରାଓଙ୍କ ଖସିଗଲା ଗୋଡ଼: ଡାକ୍ତରଖାନାରେ ଭର୍ତ୍ତି
ହାଇଦ୍ରାବାଦ୍,୮।୧୨: ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ କେସିଆର ଖସିପଡିଥିଲେ। ଏହା ପରେ ତାଙ୍କୁ ରାତି ପ୍ରାୟ ୨ଟା ସମୟରେ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଗୋଡ ଏବଂ…
ଊର୍ଦ୍ଦୁ ଭାଷାକୁ ନେଇ ଯୋଗୀ ସରକାରଙ୍କ ବଡ଼ ଆକ୍ସନ, ବଦଳିଯିବ ୧୧୫ ବର୍ଷର ଆଇନ
ଲକ୍ଷ୍ନୌ,୮ା୧୨: ରେଜିଷ୍ଟ୍ରି ଡକ୍ୟୁମେଣ୍ଟରୁ ଊର୍ଦ୍ଦୁ-ପାର୍ସୀ ଶବ୍ଦ ହଟାଇବାକୁ ଉତ୍ତରପ୍ରଦେଶ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ସବ୍-ରେଜିଷ୍ଟ୍ରାରଙ୍କୁ ଊର୍ଦ୍ଦୁ ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଜନସେବା ଆୟୋଗରୁ ମନୋନୀତ ହେବା ପରେ ମଧ୍ୟ ସବ୍-ରେଜିଷ୍ଟ୍ରାରଙ୍କୁ ସ୍ଥାୟୀ ଚାକିରି…
ନେତାନ୍ୟାହୁଙ୍କ ସହ କଥା ହେଲେ ବାଇଡେନ
ଓ୍ବାଶିଂଟନ,୮ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଜୋର୍ଡାନର ରାଜା ଅବଦୁଲ୍ଲାଙ୍କ ସହ ଗାଜାରେ ଅଧିକ ସହାୟତା ବିଷୟରେ କଥାବାର୍ତ୍ତା କରିଛନ୍ତି। ଏଥିସହ ସାଧାରଣ ନାଗରିକଙ୍କ ସୁରକ୍ଷା ଉପରେ ବାଇଡେନ ଗୁରୁତ୍ୱାରୋପ କରିଥିଲେ ଏବଂ ହମାସ୍ଠାରୁ…
ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି; ମୋଦିଙ୍କୁ ଭେଟିଲେ ଶାହା
ନୂଆଦିଲ୍ଲୀ,୭।୧୨: ଗୁରୁବାର ଡିସେମ୍ବର ୭ରେ ତେଲଙ୍ଗାନାରେ ରେଭନ୍ଥ ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏବଂ ମିଜୋରାମରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇଛି। କିନ୍ତୁ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ତିନୋଟି ହିନ୍ଦୀ ବେଲ୍ଟ ରାଜ୍ୟ ମାମଲା ଏବେବି…
Archives


