ରାଜ୍ୟପାଳ ଆରିଫଙ୍କୁ ବ୍ରିନ୍ଦା କରାତଙ୍କ ଚ୍ୟାଲେଞ୍ଜ: ଯଦି ସାହସ ଅଛି ଲୋକସଭା ନିର୍ବାଚନ ଲଢନ୍ତୁ…
ନୂଆଦିଲ୍ଲୀ,୨।୧ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ନେତାଙ୍କ ମଧ୍ୟରେ ପରସ୍ପର ଉପରେ କାଦୁଅ ଫିଙ୍ଗା ତୀବ୍ର ହୋଇଛି। ଏହି ସମୟରେ ସିପିଆଇ (ଏମ) ନେତା ବ୍ରିନ୍ଦା କରାତ ମଙ୍ଗଳବାର…
ପଞ୍ଜାବରେ ହେବ ନାହିଁ ଏଏପି-କଂଗ୍ରେସ ମେଣ୍ଟ! ମିଳିଲା ଏହି ସଙ୍କେତ
ନୂଆଦିଲ୍ଲୀ,୨।୧: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ‘ଇଣ୍ଡିଆ’ ଆଗାମୀ ଦିନରେ ସିଟ ବଣ୍ଟନକୁ ଚୂଡାନ୍ତ ରୂପ ଦେବ। ଏହି ସମୟରେ କଂଗ୍ରେସର ରାଷ୍ଟ୍ରୀୟ ଗଠବନ୍ଧନ କମିଟି ସିଟ ବଣ୍ଟନ…
ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ଙ୍କ ପରିଚୟ ମିଳିଲା
ସମ୍ବଲପୁର,୨।୧: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍ପି ଏହି ସୂଚନା…
ଭାରତକୁ ଦୋଷଦେଲା ପାକିସ୍ତାନ, ‘ର’ ଉପରେ ଲଗାଇଲା ଗୁରୁତର ଅଭିଯୋଗ
ଇସଲାମାବାଦ,୨।୧: ପାକିସ୍ତାନର ବାଲୁଚିସ୍ତାନରେ ରହୁଥିବା ଲୋକମାନେ ସରକାରଙ୍କ ବିରୋଧରେ ତୀବ୍ର ବିରୋଧ କରୁଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସେନା ବାଲୁଚି ଲୋକଙ୍କୁ ଜବରଦସ୍ତ ଅପହରଣ କରୁଛି। ସେଥିପାଇଁ ହଜାର ହଜାର ବାଲୁଚି ପାକିସ୍ତାନର ଇସଲାମାବାଦରେ ଏକ ରାଲି କରୁଛନ୍ତି।…
ଘନ କୁହୁଡ଼ି ହେଲା କାଳ, ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା ଟ୍ରକ୍: ୩ ମୃତ, ୫୦ରୁ ଅଧିକ ଆହତ
ନିଶ୍ଚିନ୍ତକୋଇଲି,୨।୧(ଅଶୋକ କୁମାର ମହାପାତ୍ର): କଟକ-ଚାନ୍ଦବାଲି ରାସ୍ତାର କଟରପଡ଼ା ନିକଟ କଳାପୋଲ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୭.୩୦ ମିନିଟ୍ ସମୟରେ କେନ୍ଦ୍ରାପଡାରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍କୁ କଟକରୁ କେନ୍ଦ୍ରାପଡା…
ଜାପାନ ପରେ ଥରିଲା ମ୍ୟାନମାର
ନ୍ୟାପିଦ,୨।୧: ଜାପାନରେ ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଅନୁଭୂତ ହୋଇଥିବା ଖବର ଏବେ ଚର୍ଚ୍ଚାରେ ଥିବା ବେଳେ ମଙ୍ଗଳବାର ସକାଳୁ ସକାଳୁ ମ୍ୟାନମାରରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଥିବା ଖବର ମିଳିଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟ୍ଟର ସ୍କେଲରେ ୪.୩…
ଗୋଟିଏ ଦିନରେ ୧୫୫ଥର ଭୂକମ୍ପର ଝଟକା ଅନୁଭବ କଲେ ଜାପାନବାସୀ, ୮ ମୃତ
ଟୋକିଓ,୨।୧: ଏବେ ଖବରର ଶିରୋନାମାରେ ରହିଛି ଜାପାନ ଭୂକମ୍ପ। ଗୋଟିଏ ଦିନରେ ୧୫୫ଥର ଭୂକମ୍ପ ଝଟକା ପରେ ଜାପାନର ପାଣିପାଗ ଏଜେନ୍ସି ସୁନାମି ସତର୍କ ସୂଚନା ଜାରି କରିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଘରକୁ ନ…
ପ୍ରଯୁକ୍ତିକୁ ଅସ୍ତ୍ର କରିବା ବନ୍ଦ ହେଉ
ନୂଆଦିଲ୍ଲୀ,୨।୧(ପି.ଟି.): ଅତ୍ୟାବଶ୍ୟକ ସରକାରୀ ସେବାରେ ଆଧାର ନମ୍ବର ବ୍ୟବହାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଗତବର୍ଷ ମାର୍ଚ୍ଚରେ ରାୟ ଦେଇଥିଲେ। ଏହା ସତ୍ତ୍ୱେ କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ଏମ୍ଜିଏନ୍ଆର୍ଇଜିଏ)ରେ ମଜୁରି ପୈଠ ପାଇଁ ଆଧାରଭିତ୍ତିକ…
ଦେଶରେ ୧୯୬ ଜେଏନ୍.୧ ମାମଲା
ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍ଏସ୍ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିିତ ଅଞ୍ଚଳକୁ ଉକ୍ତ ଭାରିଆଣ୍ଟ ସଂକ୍ରମଣ କଲାଣି। କେରଳରେ ସର୍ବାଧିକ ୮୩…
ଦକ୍ଷିଣ କୋରିଆର ବିରୋଧୀ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ: ଦେଖନ୍ତୁ ଭିଡିଓ
ସିଓଲ,୨।୧: ଦକ୍ଷିଣ କୋରିଆର ବିରୋଧୀ ଦଳ ନେତା ଲି ଜେ ମ୍ୟୁଙ୍ଗଙ୍କ ଉପରକୁ ଛୁରିରେ ଆକ୍ରମଣ କରାଯାଇଛି। ଯେତେବେଳେ ସେ ପ୍ରେସ କନଫରେନ୍ସ କରୁଥିଲେ ସେହି ସମୟରେ ତାଙ୍କ ଉପରକୁ ଏହି ଆକ୍ରମଣ କରାଯାଇଛି। ଦକ୍ଷିଣ କୋରିଆର ନ୍ୟୁଜ ଏଜେନ୍ସି ୟୋନହାପ…
୭ ଘଣ୍ଟାରେ ୬୦ ଥର ଥରିଲା ଜାପାନ, ଲୋକେ ଭୟଭୀତ
ଟୋକିଓ,୨।୧: ଜାନୁୟାରୀ ୧ ସୋମବାର ଅର୍ଥାତ୍ ନୂଆବର୍ଷରେ ସ୍ଥାନୀୟ ସମୟ ଅପରାହ୍ନ ୪ଟା ସମୟରେ କେନ୍ଦ୍ରୀୟ ଜାପାନର ପଶ୍ଚିମ ଉପକୂଳରେ ଥିବା ଇଶିକାୱା ପ୍ରିଫେକ୍ଟରର ନୋଟୋ ଉପଦ୍ୱୀପ ନିକଟରେ ୭.୬ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଘଟି ଅନେକ ଘର ଭୁଶୁଡ଼ିବା,…
ବଫର୍ ଷ୍ଟକ୍ ପାଇଁ ୨୫,୦୦୦ ଟନ୍ ପିଆଜ କିଣିଲେଣି ସରକାର
ନୂଆଦିଲ୍ଲୀ,୧ା୧: ଘରୋଇ ଉପଲବ୍ଧତା ବୃଦ୍ଧି ତଥା ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ବଫର ଷ୍ଟକ୍ ବଜାୟ ରଖିବା ଏବଂ ବଜାରରେ ହସ୍ତକ୍ଷେପ କରିବା ପାଇଁ ବିପୁଳ ପରିମାଣରେ ପିଆଜ କ୍ରୟ କରୁଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସରକାର ବଫର…
Archives


