ଆଜି ବି ଇଡିର ସମନରେ ହାଜର ହେବେନି କେଜ୍ରିଓ୍ବାଲ, ଏଏପି କହିଲା ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ,୩।୧: ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତୃତୀୟ ନୋଟିସ ପଠାଇଛି। ତେବେ ଇଡିର ତୃତୀୟ ନୋଟିସ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ହାଜର ହେବାକୁ ଯାଉନାହାଁନ୍ତି। ଏହି ନୋଟିସ ସମ୍ପର୍କରେ ଆମ ଆଦମୀ…
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା: ୧୪ ମୃତ, ୨୭ ଗୁରୁତର
ଗୁଆହାଟୀ,୩।୧: ବୁଧବାର ଆସାମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍ ଡେରାଗାଓଁରେ ଏକ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏଥିସହ…
ଆଜିଠୁ ଦ୍ୱିତୀୟ ଟେଷ୍ଟ
କେପ୍ଟାଉନ,୩ା୧(ପି.ଟି): ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହେବ। ଭାରତୀୟ ବୋଲର ଏହି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନର ଲକ୍ଷ୍ୟ ରଖିଥିବା ବେଳେ ରୋହିତ ଶର୍ମାଙ୍କ ନିକଟରୁ ମଧ୍ୟ କିଛି ଚମତ୍କାର ଆଶା ରହିବ। ବିଶ୍ୱ ଟେଷ୍ଟ…
ରାମଲାଲାଙ୍କ ପାଇଁ ସୁନା କଲମ, ଜାମନଗରରୁ ଆସିବ ଅଯୋଧ୍ୟା, ଭିଡ଼ିଓ ଭାଇରାଲ….
ଅଯୋଧ୍ୟା,୨।୧ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଜାନୁୟାରୀ ୨୨ ଉଦଘାଟନ ହେବାକୁ ଯାଉଛି। ରାମଲାଲାଙ୍କ ପାଇଁ ଗୁଜରାଟର ଜାମନଗରରୁ ଅଯୋଧ୍ୟାକୁ ଏକ ବିଶେଷ ଉପହାର ମଧ୍ୟ ପଠାଯାଉଛି। ଜାମନଗରର ରାୱଲଜୀ ସୁନା ଓ ରୂପାରେ ଏକ ସ୍ବତନ୍ତ୍ର କଲମ ତିଆରି…
ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ, ଏବେ କାର୍ଯ୍ୟକାରୀ ହେବନି ହିଟ୍ ଆଣ୍ଡ ରନ୍ ଆଇନ
ନୂଆଦିଲ୍ଲୀ,୨।୧: ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା…
ସ୍ତ୍ରୀଙ୍କ ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାମୀଙ୍କୁ ଦିଆଯାଇ ପାରିବ ଛାଡପତ୍ର: ହାଇକୋର୍ଟ…
କୋଚି,୨।୧ : କେରଳ ହାଇକୋର୍ଟ କହିଛନ୍ତି ଯେ ସ୍ତ୍ରୀଙ୍କ ଇଛା ବିରୁଦ୍ଧରେ ସ୍ବାମୀ ଯଦି ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏହା ମାନସିକ ଏବଂ ଶାରୀରିକ ନିର୍ଯାତନା ବର୍ଗରେ ଆସିବ। ଏକ୍ଷେତ୍ରରେ ସ୍ବାମୀଙ୍କୁ ଛାଡପତ୍ର ଦିଆଯାଇ ପାରିବ। ଜଷ୍ଟିସ ଅମିତ ରାୱଲ…
ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ କରେଇଦେବାକୁ କହି ଠକେଇ, ଏୟାରଲାଇନ୍ସର କର୍ମଚାରୀ ଗିରଫ
ନୂଆଦିଲ୍ଲୀ,୨।୧: ଦେଶର ଜଣାଶୁଣା ଏୟାରଲାଇନ୍ସ ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ ଦେବା ଆଳରେ ଠକେଇ କରାଯାଉଛି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଏୟାରଲାଇନ୍ସର ଜଣେ ପୂର୍ବ କର୍ମଚାରୀଙ୍କ ହାତ ଥିବା ଜଣାପଡିଛି। ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା…
ଦେଶର ୨ ହଜାର ପେଟ୍ରୋଲ ପମ୍ପରୁ ତେଲ ଶେଷ: ପେଟ୍ରୋଲ-ଡିଜେଲ ପାଇଁ ଲମ୍ବା ଧାଡ଼ି…
ନୂଆଦିଲ୍ଲୀ,୨।୧ : ନୂଆ ହିଟ ଏବଂ ରନ ଆଇନ ବିରୋଧରେ ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହାର ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଭାରତର ପ୍ରାୟ ଦୁଇ ହଜାର ପେଟ୍ରୋଲ ପମ୍ପରୁ ଇନ୍ଧନ ସରିଯାଇଛି। ପେଟ୍ରୋଲିୟମ ଶିଳ୍ପ…
Finding Aliens Location In 2024: ଏଲିଅନ ରହୁଥିବା ସ୍ଥାନର ସନ୍ଧାନରେ ନାସା…
ଓ୍ବାଶିଂଟନ,୨।୧ : ଏଲିଅନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କୁ ଦେଖିବାର ଅନେକ ଦାବି ରହିଛି। ଏହି ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ, କିନ୍ତୁ ଦାବି କରାଯାଉଛି ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ। ବିଶେଷଜ୍ଞମାନେ…
ନାମଲେଖାବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା
ନୂଆଦିଲ୍ଲୀ,୨।୧: ଏଣିକି ଆଡମିଶନବେଳେ ପିଲାଦେବେ ନିଶାମୁକ୍ତି ଘୋଷଣାନାମା। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ପିଲାମାନେ ଏନେଇ ଘୋଷଣାନାମା ବା ଡିକଲାରେଶେନ ଦାଖଲ କରିବେ। ଆଲକହଲ କିମ୍ବା ନିଶା ଠାରୁ ଛାତ୍ରୀଛାତ୍ରଙ୍କ ଠାରୁ ଦୂରେଇ ରଖିବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଏକ…
ଚାଇନାର ନାଲି ଆଖିକୁ ବେଖାତିର: ଶକ୍ତି କ୍ଷେତ୍ରରେ ବୁଝାମଣା କରିବେ ଭାରତ-ନେପାଳ…
ନୂଆଦିଲ୍ଲୀ/କାଠମାଣ୍ଡୁ,୨।୧ : ଚାଇନାର ଧମକ ସତ୍ତ୍ୱେ ନେପାଳ ଭାରତ ସହ ଦୀର୍ଘକାଳୀନ ଶକ୍ତି ଚୁକ୍ତି ଘୋଷଣା କରିଛି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏନ ଜୟଶଙ୍କରଙ୍କ ନେପାଳ ଗସ୍ତ ସମୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହେବ। ଏହା ବ୍ୟତୀତ ହାଇ ଇମ୍ପାକ୍ଟ କମ୍ୟୁନିଟି…
ପ୍ରେମିକ ସହିତ ବୁଲିବାକୁ ଯାଇଥିଲେ, ୧୩ ଜଣ କଲେ ଗଣବଳାତ୍କାର
ଭୁବନେଶ୍ୱର,୨।୧: ଆନ୍ଧ୍ରପ୍ରଦେଶରେ ଗଣବଳାତ୍କାର ଶିକାର ହେଲେ ଓଡ଼ିଶାର ୧୭ ବର୍ଷୀୟ ନାବାଳିକା। ବଏଫ୍ରେଣ୍ଡ ସହିତ ବିଶାଖାପାଟଣାର ଆର.କେ ବିଚ୍ ବୁଲିବାକୁ ଯାଇଥିଲା ବେଳେ ଏଭଳି ଛାତି ଥରା ଘଟଣାର ସାମ୍ନା କରିଛନ୍ତି ନାବାଳିକା। ପୋଲିସ ସୂଚନା ମୁତାବକ ନାବାଳିକାଙ୍କୁ ୧୩ ଜଣ…
Archives


