ବାଧ୍ୟତାମୂଳକ ବିବାହ ଆଇନଗତ କି ନା ସ୍ଥିର କରିବେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୫।୧: ପାଟନା ହାଇକୋର୍ଟଙ୍କ ‘ପାକଡୌଆ ବିବାହ’ କିମ୍ବା ’ବାଧ୍ୟତାମୂଳକ ବିବାହ’ ବା ଜୋର ଜବରଦସ୍ତ ବିବାହ ବାତିଲ କରିବାକୁ ପାଟନା ହାଇକୋର୍ଟଙ୍କ ଏକ ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହା ଉପରେ ନୋଟିସ ଜାରି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…
ସଞ୍ଜୟ ସିଂଙ୍କୁ କୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି, ଜେଲରେ ରହିଲେ ବି ରାଜ୍ୟ ସଭା ଯିବାର ରାସ୍ତା ସଫା
ନୂଆଦିଲ୍ଲୀ,୫।୧: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କୁ ଏକ ଆଶ୍ୱସ୍ତି ମିଳିଛି। ସେ ପୁଣି ଥରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ପ୍ରାର୍ଥୀ ହେବେ, କାରଣ…
ସାହେବ! ମୋତିଆବିନ୍ଦୁ ହୋଇଯାଇଛି ଠିକ ଭାବେ ଦେଖାଯାଉନି…ଚିକିତ୍ସା କରାଇ ଦିଅନ୍ତୁ: ମାଫିଆ ମୁଖତାର
ନୂଆଦିଲ୍ଲୀ,୫।୧: ଜେଲରେ ଥିବା ମାଫିଆ ମୁଖତାର ଅଂସାରୀଙ୍କ ଦୃଷ୍ଟି ଶକ୍ତି ସମସ୍ୟା ଦେଖାଦେଇଛି। ଗୁରୁବାର ବାରବାଙ୍କି କୋର୍ଟରେ ଭର୍ଚୁଆଲ ହାଜର ହେବା ସମୟରେ ସେ କହିଥିଲେ ଯେ ମୋତିଆବିନ୍ଦୁ ହେତୁ ସେ ତାଙ୍କ ଡାହାଣ ଆଖିରେ ସଠିକ ଭାବେ ଦେଖିପାରୁ ନାହାଁନ୍ତି।…
ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣା: ଛାରଖାର ହୋଇଗଲା ଦୁଇ ପରିବାର, ମୃତଦେହ କାହାର ତାହାକୁ ନେଇ ଚର୍ଚ୍ଚା
ଖୋର୍ଦ୍ଧା,୫ା୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍ ହସ୍ପିଟାଲରେ ଗତ ୨୯ ତାରିଖରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଡେଲାଙ୍ଗ ଥାନା ଅନ୍ତର୍ଗତ ବଅଙ୍ଗ ଗ୍ରାମର ଦିଲ୍ଲୀପ ସାମନ୍ତରାୟ ମୃତ ନୁହେଁ ବରଂ ଜୀବିତ। ବିସ୍ଫୋରଣରେ ଆହତ ୪ଜଣଙ୍କ ମଧ୍ୟରୁ…
ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ, ଚାଳକ ଦଳରେ ରହିଛନ୍ତି ୧୫ ଭାରତୀୟ
ମୋଗାଦିସୁ,୫।୧: ସୋମାଲିଆ ଉପକୂଳରୁ ‘ଏମଭି ଲିଲା ନରଫୋକ’ ନାମକ ଏକ ଜାହାଜକୁ ଅପହରଣ କରାଯାଇଛି। ଗତକାଲି ଜାହାଜକୁ ଅପହରଣ କରାଯାଇଥିଲା, ଏହା ପରେ ଭାରତୀୟ ସେନା ଉପରେ କଡା ନଜର ରଖାଯାଇଛି। ଭାରତୀୟ ନୌସେନା ଏକ ବୟାନ ଜାରି କରି କହିଛି…
ସକାଳୁ ସକାଳୁ ଦକ୍ଷିଣ କୋରିଆରେ ‘ବିନାଶ’ ସୃଷ୍ଟି କଲେ କିମ ଜୋନ ଉନ
ପୋଙ୍ଗୟାଙ୍ଗ,୫।୧: ଉତ୍ତର କୋରିଆ ଦକ୍ଷିଣ କୋରିଆ ଆଡକୁ ୨୦୦ରାଉଣ୍ଡ ବୋମା ଫିଙ୍ଗିଛି। ଯଦିଓ ଏହି ବୋମା ଦକ୍ଷିଣ କୋରିଆ ଅଞ୍ଚଳରେ ପଡିନାହିଁ, ତଥାପି ଏହି ଅଞ୍ଚଳରେ ବିଶୃଙ୍ଖଳା ଦେଖାଦେଇଛି। ଏହି ଆକ୍ରମଣ ସମ୍ପର୍କରେ ଦକ୍ଷିଣ କୋରିଆ ସେନା ସୂଚନା ଦେଇଛି। ସେନା…
ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନୀ
ଭୁବନେଶ୍ୱର,୫।୧: ପୁଣି ଭାରତର ଏକ ନମ୍ବର ଧନୀ ତାଲିକାକୁ ଫେରିଛନ୍ତି ଗୌତମ ଆଦାନି। ହିଣ୍ଡେନବର୍ଗ ରିପୋର୍ଟ ପରେ ଦୋହଲି ଯାଇଥିବା ଆଦାନି ସାମ୍ରାଜ୍ୟ ପୁଣିଥରେ ଶକ୍ତି ଯୋଗାଡ଼ କରି ଆଗକୁ ବଢିଛି। ଏହା ସହିତ ଗୌତମ ଆଦାନି ରିଲାଏନ୍ସ ଇଣ୍ଡଷ୍ଟ୍ରିର ମାଲିକ…
ଷ୍ଟିୟରିଂ ଛାଡ଼ିବେ ୫ ଲକ୍ଷ ଡ୍ରାଇଭର
ଭୁବନେଶ୍ୱର,୫ା୧(ଅନିଲ ଦାସ):କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍କୁ ନେଇ ହୋଇଥିବା ନୂଆ ଆଇନ ଓ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡ଼ିଶା ଡ୍ରାଇଭର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ହିଟ୍ ଆଣ୍ଡ ରନ୍ ଆଇନକୁ ବିରୋଧ କରି…
ଧମେନ୍ଦ୍ର ପ୍ରଧାନ,ମନମୋହନ ସିଂ, ସଞ୍ଜୟ ସିଂଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଏହି ବର୍ଷ ଶେଷ ହେବ
ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ୯ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୬୮ ରାଜ୍ୟ ସଭା ସଦସ୍ୟଙ୍କ ୬ ବର୍ଷିଆ କାର୍ଯ୍ୟକାଳ ଶେଷ ହେବ। ୬୮ ଆସନ ମଧ୍ୟରୁ ଦିଲ୍ଲୀର ୩ ଆସନ ଲାଗି ନିର୍ବାଚନ ଘୋଷଣା କରାଯାଇଛି। ଉକ୍ତ ଆସନର ଏଏପି ନେତା ସଞ୍ଜୟ…
ନିଜର ଯାତ୍ରାର ନାମ ବଦଳାଇଲେ ରାହୁଲ, ‘ଭାରତ ନ୍ୟାୟ ଯାତ୍ରା’ ବଦଳରେ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’
ନୂଆଦିଲ୍ଲୀ,୪।୧: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ଯାତ୍ରା କରିବାକୁ ଯାଉଛନ୍ତି। ଜାନୁଆରୀ ୧୪ରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାର ନାମ ହେବ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’। କଂଗ୍ରେସ ନେତା ଜୟରାମ ରମେଶ…
ମାତ୍ର ଦେଢ ଦିନରେ କେପ୍ଟାଉନ୍ ଟେଷ୍ଟ ଜିତିଲା ଭାରତ
ନୂଆଦିଲ୍ଲୀ,୪।୧: ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମ୍ରାଙ୍କ ଜବରଦସ୍ତ ବୋଲିଂ ଯୋଗୁ ଭାରତୀୟ ଦଳ ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମାତ୍ର ଦେଢ…
ଲୋକ ସଭା ନିର୍ବାଚନକୁ ନେଇ ନେତାଙ୍କୁ ଉପଦେଶ ଦେଲେ ଖାର୍ଗେ
ନୂଆଦିଲ୍ଲୀ,୪।୧: ଆସନ୍ତା ୨୦୨୪ର ଲୋକ ସଭା ନିର୍ବାଚନ ପାଇଁ ଦେଶରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭା ନିର୍ବାଚନରେ ବିଜୟ ନିଶ୍ଚିତ କରିବାକୁ ଆସନ୍ତା ତିନିମାସ ପାଇଁ ନିଜକୁ ଦଳରେ ଉତ୍ସର୍ଗ କରିବାକୁ ଦଳର…
Archives


