Video: ଶକ୍ତିଶାଳୀ ଭୂମିକମ୍ପ ପରେ ଜାପାନକୁ ଛୁଇଁଲା ସୁନାମିର ପ୍ରଥମ ଜୁଆର, ଉଚ୍ଚ ସ୍ଥାନକୁ ଚାଲିଯିବାକୁ ବାସିନ୍ଦାଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୧।୧: ସୋମବାର କେନ୍ଦ୍ରୀୟ ଜାପାନରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମିର ପ୍ରଥମ ଜୁଆର ଉପକୂଳକୁ ଛୁଇଁଛି। ସୁନାମି ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ବାସିନ୍ଦାଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଭୂମିକମ୍ପ ଉତ୍ପତ୍ତିସ୍ଥଳ ହାୱାଇ ସ୍ଥିତ ପ୍ରଶାନ୍ତ…
ମେଟ୍ରୋ ଟ୍ରେନ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ା୧: ନୂଆବର୍ଷରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ମେଟ୍ରୋ ଟ୍ରେନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ-ଭୁବନେଶ୍ବର ବାସିନ୍ଦାଙ୍କୁ ମେଟ୍ରୋ ଟ୍ରେନ୍ ଭେଟି ଦେଇ ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ବାରଙ୍ଗ ବ୍ଲକର ରତାଗଡ଼-ଲେଙ୍କାସାହିରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ…
ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ମାର୍ଚ୍ଚ ୧୨ରେ ହେବ ବୋମା ବିସ୍ଫୋରଣ: ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ଧମକ…
ନୂଆଦିଲ୍ଲୀ,୧।୧ : ଆମେରିକାରେ ବସିଥିବା ବିଚ୍ଛିନ୍ନତାବାଦୀ ତଥା ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତଓ୍ବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୃଥକ ଖାଲିସ୍ତାନ ଉପରେ ହୋଇଥିବା ଜନମତ ସଂଗ୍ରହରେ ବିଫଳ ହେବା ପରେ ସେ ବମ୍ବେ ଷ୍ଟକ…
ହାଇଟେକ୍ ଟ୍ରାଜେଡି: ବିସ୍ଫୋରଣରେ ସ୍ବାମୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ
ଭୁବନେଶ୍ୱର,୧ା୧: ରାଜଧାନୀର ପାଣ୍ଡରାସ୍ଥିତ ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ରବିବାର ଖୋର୍ଦ୍ଧା ଜିଲା ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ତାଙ୍କ ସ୍ତ୍ରୀ ସୁନା ଆତ୍ମହତ୍ୟା କରି ଦେଇଛନ୍ତି। ଏହି ଦୁଃଖଦ ଖବର ସମଗ୍ର…
ଜାପାନରେ ୭.୫ ତୀବ୍ରତାର ଭୂକମ୍ପ, ଆସିପାରେ ସୁନାମୀ
ଟୋକିଓ,୧।୧: ପଶ୍ଚିମ ଜାପାନରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି। ଏହି ଭୂକମ୍ପ ପରେ ସେଠାରେ ସୁନାମୀ ଚେତାବନୀ ଜାରି କରାଯାଇଛି। ଉତ୍ତର କେନ୍ଦ୍ରୀୟ ଜାପାନରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଘଟିବା ମାତ୍ରେ ସୁନାମି ସତର୍କ…
ବ୍ରିଟିଶ ଖବର କାଗଜରେ ଦାବି, ୨୦୨୪ ଲୋକ ସଭା ନିର୍ବାଚନରେ ମୋଦିଙ୍କୁ ରୋକିବା ଅସମ୍ଭବ
ନୂଆଦିଲ୍ଲୀ,୧।୧: ଲୋକ ସଭା ନିର୍ବାଚନ ପାଇଁ ମାତ୍ର କିଛି ମାସ ବାକି ଅଛି ଏବଂ ସମସ୍ତ ରାଜନୈତିକ ଦଳ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ବ୍ରିଟେନର ଅଗ୍ରଣୀ ଖବରକାଗଜ ଦି ଗାର୍ଡିଆନରେ ଏକ ଲେଖା ଲେଖାଯାଇଛି,…
ନୂଆବର୍ଷରେ ବି ହମାସ୍କୁ ଛାଡ଼ିଲାନି ଇସ୍ରାଏଲ, ୨୦ ରକେଟ୍ କଲା ମାଡ଼
ଜେରୁଜେଲମ୍,୧ା୧: ଦୀର୍ଘଦିନ ଧରି ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ହେଁ ଏହି ଯୁଦ୍ଧର ସମାପ୍ତ ହେବାର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ। ଏହି ସମୟରେ ସୋମବାର ସକାଳେ ଇସ୍ରାଏଲ ଉପରେ ପ୍ରାୟ ୨୦ ରକେଟ ମାଡ଼ କରିଛି। ତେବେ କୌଣସି…
ନୂଆବର୍ଷରେ ଇସ୍ରାଏଲର ବଡ଼ ନିଷ୍ପତ୍ତି: ଗାଜାରେ ଲଢୁଥିବା ୫ ବ୍ରିଗେଡଙ୍କୁ ଫେରାଇ ଆଣିବ…
ଜେରୁଜେଲମ,୧।୧ : ଗତ ତିନି ମାସ ଧରି ଇସ୍ରାଏଲ ଏବଂ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଉଭୟ ଦେଶ ପରସ୍ପର ଆଗରେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। ବହୁ ଲୋକ ବାସ କରୁଥିବା ଗାଜାକୁ ହମାସ ନିଜର…
ଉଦ୍ଧବ-ସଞ୍ଜୟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଅଯୋଧ୍ୟା ମନ୍ଦିରର ମୁଖ୍ୟ ପୂଜକ: କହିଲେ କେବଳ ରାମଭକ୍ତଙ୍କୁ ଆମନ୍ତ୍ରଣ କରିଛୁ…
ଅଯୋଧ୍ୟା,୧।୧ : ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କେବଳ ରାମ ଭକ୍ତଙ୍କ ପାଖକୁ ପଠାଯାଇଛି। ଏହା…
ଦାମଙ୍କ ଉପରୁ ବହିଷ୍କାର ହଟିଲା
ଭୁବନେଶ୍ୱର,୧ା୧: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ହଟିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂୂଆବର୍ଷରେ ଏହି ନୂଆ ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ସେ ବିଜେଡି ଛାଡ଼ିଥିଲେ। ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ…
ଆତ୍ମସମର୍ପଣ ନ କରି ଲଢ଼ିବୁ: ଗର୍ଜିଲେ ମମତା ଦିଦି…
କୋଲକାତା,୧।୧ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୌଣସି ମନ୍ଦ ଶକ୍ତିକୁ ପ୍ରତିରୋଧ କରିବା ତଥା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା…
ଇଭିଏମ ଉପରେ ନାହିଁ ବିଶ୍ୱାସ, ୨୦୦୩ରୁ ମୁଁ କହି ଆସୁଛି: ଦିଗବିଜୟ ସିଂ…
ଭୋପାଳ,୧।୧ : ୨୦୨୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାଜୟ ପରେ ଅନେକ କଂଗ୍ରେସ ନେତା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି…
Archives


