Home Middle

ଶିବସେନା ଆଗରେ ସର୍ତ୍ତ ବାଢ଼ିଲା ଏନ୍‌ସିପି : ଏନ୍‌ଡିଏରୁ ଓହରିଲେ ବିକଳ୍ପ ସରକାର

ମୁମ୍ବାଇ,୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ଭାଜପା ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏରୁ ଶିବସେନା ଓହରିଆସିଲେ ମହାରାଷ୍ଟ୍ରରେ ଏକ ରାଜନୈତିକ ବିକଳ୍ପକୁ କାର୍ଯ୍ୟକାରୀ କରାଯାଇପାରିବ। ନୂଆ ସରକାର ଗଠନ ନେଇ…

6 years ago

ପିଆଜ, ପନିପରିବା ଦର ଆକାଶଛୁଆଁ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଆକାଶ ଛୁଆଁ ପିଆଜ ଦର ଖାଉଟିଙ୍କୁ କନ୍ଦାଇଲାଣି। ଗୋଦାମରେ ହୋଲସେଲ ଦର ୬୦ ଟଙ୍କା ହୋଇଥିବା ବେଳେ ଖୁଚୁରା ବଜାରରେ ୬୫କୁ ଟପିଲାଣି। ଏହି ଦର ଆହୁରି…

6 years ago

ପଶ୍ଚିମବଙ୍ଗ, ବାଂଲାଦେଶ ମୁହାଁ ‘ବୁଲ୍‌ବୁଲ୍‌’:ଓଡ଼ିଶାକୁ ମାଡ଼ ନ କରିପାରେ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ(ଡିପ୍ରେଶନ)ରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଶକ୍ତିଶାଳୀ ହେଉଛି। ଘଣ୍ଟା ପ୍ରତି…

6 years ago

କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର, ବଡ଼ଦାଣ୍ଡର ଉନ୍ନତୀକରଣ: ୮.୫ କୋଟି ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫।୧୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ଏବଂ ଗ୍ରାଣ୍ଡରୋଡ୍‌(ବଡ଼ଦାଣ୍ଡ)ର ଉନ୍ନୟନ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି।…

6 years ago

ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର, ୫।୧୧(ବ୍ୟୁରୋ) : ଉତ୍ତର ଆଣ୍ଡାମାନରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଉପକୂଳ ଓଡ଼ିଶାରେ ବାତ୍ୟା ମାଡ଼ ହେବ ବୋଲି…

6 years ago

୭ ହଜାର କୋଟିର ବ୍ୟାଙ୍କ ଠକେଇ: ୧୫ ରାଜ୍ୟର ୧୮୭ ସ୍ଥାନରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ,୫।୧୧: ବ୍ୟାଙ୍କରେ ହୋଇଥିବା ୭ ହଜାର କୋଟି ଟଙ୍କାର ଠକେଇ ପାଇଁ ସିବିଆଇ ପକ୍ଷରୁ ୧୫ ରାଜ୍ୟର ୧୮୭ ସ୍ଥାନରେ ଚଢ଼ାଉ କରାଯାଇଛି। ବ୍ୟାଙ୍କ ଦୁର୍ନୀତି ନେଇ…

6 years ago

ଫଡ଼ନବିଶଙ୍କୁ ସାମ୍‌ନାରେ ସମାଲୋଚନା: ମହାରାଷ୍ଟ୍ରରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ଜିରୋ ଭିଜିବିଲିଟିରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ସଦୃଶ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଛି। ରାଜ୍ୟ ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ…

6 years ago

ନିର୍ଭୟା ଗଣ ବଳାତ୍କାର ମାମଲା: ରାଜକ୍ଷମା ପାଇଁ ମନା କଲେ ଦୋଷୀ; ଏବେ ଫାଶିକୁ ଅପେକ୍ଷା !

ନୂଆଦିଲ୍ଲୀ,୫।୧୧: ନିର୍ଭୟା ଗଣ ବଳାତ୍କାର ମାମଲାରେ ଦୋଷୀଙ୍କୁ ରାଜକ୍ଷମା ଆବେଦନ ପାଇଁ ୭ ଦିନ ସମୟ ଦିଆଯାଇଥିଲା। ସେହିପରି ସେମାନେ ସୁପ୍ରିମ୍‌କୋର୍ଟରେ ସୋମବାର ପୁନର୍ବିଚାର ଓ କ୍ୟୁରେଟିଭ୍‌…

6 years ago

ନଜରବନ୍ଦୀ ନେତାଙ୍କ ପାଇଁ ହରଡ଼ଘଣାରେ ସରକାର: ୩ ମାସରେ ଖର୍ଚ୍ଚ ହେଲାଣି ୨ କୋଟି ୬୫ ହଜାର

ଶ୍ରୀନଗର,୫।୧୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଶାନ୍ତି ଶୃଙ୍ଖଳା ଏବଂ ଯେକୌଣସି ଅଭାବନୀୟ ସ୍ଥିତିକୁ ଏଡ଼ାଇବା ପାଇଁ ସରକାର କେତେକ ରାଜନେତାଙ୍କୁ ନଜରବନ୍ଦୀ କରିଥିଲେ। ତେବେ…

6 years ago

ଇମ୍ଫାଲ୍‌ରେ ଆଇଇଡି ବିସ୍ଫୋରଣ: ଆତଙ୍କବାଦୀ ସଂଗଠନ ହାତ ଥିବା ସନ୍ଦେହ

ଇମ୍ଫାଲ୍‌,୫।୧୧: ମଣିପୁର ଇମ୍ଫାଲ୍‌ରେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜଣେ ସାଧାରଣ ଲୋକ ମଧ୍ୟ ଆହତ…

6 years ago