Home Middle

ଡାକ କର୍ମଚାରୀଙ୍କୁ ଗୁରୁ ଦାୟିତ୍ୱ: ପହଞ୍ଚାଇବେ କରୋନା ଟିକା,ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ

ନୂଆଦିଲ୍ଲୀ,୨୪।୧୧: ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ ହୋଇଛି। ଡାକ କର୍ମଚାରୀଙ୍କୁ ଏଥିପାଇଁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସରକାରଙ୍କ…

5 years ago

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ…

5 years ago

କମୁଛି ସଂଖ୍ୟା: ରାଜ୍ୟରେ ୬୪୨ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ କେନ୍ଦୁଝର

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ…

5 years ago

ମାନିଲା ଗ୍ଲୋବାଲ ଟାଇମ୍ସ୍‌: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା

ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍‌ ଟାଇମ୍ସ୍‌ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ ସ୍ଥାପନ…

5 years ago

କରୋନା ସ୍ଥିତି ସମୀକ୍ଷା କଲେ ମୋଦି-ଶାହା

ନୂଆଦିଲ୍ଲୀ,୨୪।୧୧: କରୋନା ମହାମାରୀ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂରେ ଏକ ବୈଠକରେ ଯୋଗଦେଇ ସ୍ଥିତି ସମୀକ୍ଷା…

5 years ago

ମାଡ଼ି ଆସୁଛି ବିପଦ: ହିମ ପାହାଡ଼ ତରଳିଲେ ଅଜଣା ଅଣୁଜୀବ ମାନବ ସଭ୍ୟତା ପାଇଁ ସୃଷ୍ଟି କରିବ ସଙ୍କଟ

ଓ୍ବାଶିଂଟନ,୨୪।୧୧: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ ପାହାଡ଼…

5 years ago

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।…

5 years ago

ଦିଲ୍ଲୀର କରୋନା ସ୍ଥିତି ଅସମ୍ଭାଳ: ପ୍ରତି ଘଣ୍ଟାରେ ୫ ଜଣଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୪।୧୧: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ପ୍ରତି ଘଣ୍ଟାଏରେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଲଗାତାର ୪ ଦିନ…

5 years ago

ରାଜ୍ୟରେ ସୁସ୍ଥ ହେଲେ ୯୧୩ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୯୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୧୧୧, କଟକରୁ ୬୬,…

5 years ago

ଏଣିକି ଧର୍ମଘଟକୁ ଉସୁକାଇଲେ ଜେଲ ଦଣ୍ଡ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ)-ସରକାରୀ କର୍ମଚାରୀ ମନ ଇଚ୍ଛା ଧର୍ମଘଟ କରି ପାରିବେ ନାହିଁ କିମ୍ବା ଏଥିପାଇଁ ପ୍ରୋତ୍ସାହିତ କରି ପାରି ପାରିବେ ନାହିଁ। ବେଆଇନ୍‌ ଧର୍ମଘଟ କଲେ କଡା କାର୍ଯ୍ୟାନୁଷ୍ଠାନ…

5 years ago