Home Middle

ବିହାରରେ କୁହୁକ ସଂଖ୍ୟା କିଏ ଛୁଇଁବ ? କଳ୍ପଜଳ୍ପନା ଜାରି…

ପାଟନା,୨୭।୧ : ବିହାରରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟରୁ ବାହାରି ଯିବାକୁ ଯୋଜନା କରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିହାର…

2 years ago

ଅପମାନ ସହି ପାରିଲେନି ନୀତୀଶ, ଶେଷରେ ନେଲେ କଡ଼ା ପଦକ୍ଷେପ: ଜେଡିୟୁ…

ପାଟନା,୨୭।୧ : ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ (ୟୁନାଇଟେଡ) (ଜେଡିୟୁ) ର ରାଜନୈତିକ ପରାମର୍ଶଦାତା ତଥା ମୁଖପାତ୍ର କେ.ସି .ତ୍ୟାଗୀ ଶନିବାର ରାଜ୍ୟ ମୁଖ୍ୟମନ୍ତ୍ରୀ…

2 years ago

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୧(ଅସମାପିକା ସାହୁ): ବିଶିଷ୍ଟ ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଗଠନର ସଭାପତି ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।…

2 years ago

ଇଣ୍ଡିଆ ଛାଡି ସବୁ ସହଯୋଗୀ ଗଲେଣି, ଆଉ ନାହିଁ ମେଣ୍ଟ: ଭାଜପା…

କୋଲକାତା,୨୭।୧ : ଭାଜପା ଏମପି ଦିଲୀପ ଘୋଷ ଶନିବାର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣାକୁ…

2 years ago

ଇତିହାସ ରଚିଲେ ରୋହନ ବୋପାନ୍ନା, ଅଷ୍ଟ୍ରେଲିଆନ୍‌ ଓପନ ଜିତି ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭।୧: ୪୩ ବର୍ଷ ବୟସରେ ପ୍ରଥମ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା। ଏହି ଭେଟେରାନ ଭାରତୀୟ ଖେଳାଳି ତାଙ୍କ ଅଷ୍ଟ୍ରେଲୀୟ…

2 years ago

କଂଗ୍ରେସ ବିକିବ ରାହୁଲଙ୍କ ଦସ୍ତଖତ ହୋଇଥିବା ଟି ଶର୍ଟ: ଦାମ ରହିଛି…

ନୂଆଦିଲ୍ଲୀ,୨୭।୧ : କଂଗ୍ରେସ ଶନିବାର କହିଛ ୨୦୨୪ଲୋକସଭା ନିର୍ବାଚନ ପୂର୍ବର କ୍ରାଉଡ ଫଣ୍ଡ ଅଭିଯାନ ମାଧ୍ୟମରେ ୨୦କୋଟି ଟଙ୍କା ମାର୍କ ଅତିକ୍ରମ କରିବାକୁ ଆଶା ରଖାଯାଇଛି। କଂଗ୍ରେସ…

2 years ago

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ‘ପେଲେ’ଙ୍କ କବରରୁ ବାହାରିବ ମୃତଦେହ, ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ, ଏହି ରହସ୍ୟର ହେବ ପର୍ଦ୍ଦାଫାଶ

ସାଓପାଓଲୋ,୨୭।୧: ବ୍ରାଜିଲିଆନ୍‌ କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ପେଲେ ୨୦୨୨ ଡିସେମ୍ବର ୩୦ରେ ମୃତ୍ୟୁବରଣ କରିଥିଲେ। ୮୨ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଥିଲେ। ହେଲେ…

2 years ago

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ

କଟକ,୨୭।୧: ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୧ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ…

2 years ago

Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍‌ ବଜେଟ୍‌’

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍‌ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ…

2 years ago

ଲୋକେ କହୁଛନ୍ତି ଜୁନିୟର ମୋଦି: କିଏ ସେ ଯୁବକ ସୋସିଆଲ ମିଡ଼ିଆରେ ହେଉଛନ୍ତି ଭାଇରାଲ…

ଚେନ୍ନାଇ,୨୭।୧ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଟ୍ରେଣ୍ଡରେ ରହୁଛି। ସମ୍ପ୍ରତି ଆନ୍ନାମଲାଇ କିଓ୍ବାର୍ଡ ସୋସିଆଲ ମିଡିଆ ଏକ୍ସରେ ଟ୍ରେଣ୍ଡିଂରେ ରହିଛି। ଆନ୍ନାମଲାଇ କିୱାର୍ଡ…

2 years ago