ଆଜି ରାଜ୍ୟବ୍ୟାପୀ କଲମଛାଡ଼: କୋଟିଏ ଟଙ୍କା କ୍ଷତିପୂରଣ ଦାବି
କଟକ,୮।୧୦(କାର୍ତ୍ତିକ ସାହୁ): ରାଜ୍ୟ ବାର୍ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଏ…
କାମ ସାରି ଘରକୁ ଫେରୁଥିବା ବେଳେ ଟ୍ରେନ୍ ଲାଇନ କଡ଼ରେ ମହିଳାଙ୍କୁ ବଳାତ୍କାର
ରାଉରକେଲା, ୮।୧୦(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅଧୀନ ରଘୁନାଥପାଲୀ ଥାନା ଅଞ୍ଚଳରେ ସୋମବାର ରାତି ପ୍ରାୟ ୯ଟାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ…
ଶେଷ ଚାଲ୍ ଚଳାଇଲେ ରୋହିତ, ଗୌତମ ଗମ୍ଭୀରଙ୍କଠୁ ନେଲେ ପ୍ରତିଶୋଧ! ଦଳ ବିବାଦର ପର୍ଦ୍ଦାଫାସ
ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ଆରମ୍ଭରେ ଯେତେବେଳେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ସେତେବେଳେ ରାହୁଲ ଦ୍ରାବିଡ ନୁହେଁ, ଗୌତମ ଗମ୍ଭୀର ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ଏହା ସତ୍ତ୍ୱେ, ରୋହିତ ଶର୍ମା ବିଜୟର ଶ୍ରେୟ ଗୌତମ ଗମ୍ଭୀର ନୁହେଁ, ରାହୁଲ ଦ୍ରାବିଡଙ୍କୁ…
ମୋବାଇଲ ଧରିବାକୁ ମନା କଲେ ବାପା, ରାଗିଯାଇ ଚରମ ନିଷ୍ପତ୍ତି ନେଲେ ନାବାଳିକା
ମାଲକାନଗିରି/ଖଇରପୁଟ,୮ା୧୦(ଦୁର୍ଯ୍ୟୋଧନ ପାତ୍ର/ଜଗନ୍ନାଥ ମାଝି): ବୟସ ମାତ୍ର ୧୦ ବର୍ଷ। ଜୀବନ କ’ଣ ଭଲ ଭାବେ ଜାଣିନାହାନ୍ତି। ମୋବାଇଲ ଦେଖିବାକୁ ଜିଦ୍ ଧରିଲେ। ବାପା ମନା କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ। ଏଭଳି ଏକ ସମ୍ବେଦନଶୀଳ…
ହିମାଚଳ ଭୁସ୍ଖଳନରେ ୧୮ ମୃତ: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସହାୟତା ରାଶି ଘୋଷଣା
ବିଳାସପୁର,୮ା୧୦: ହିମାଚଳପ୍ରଦେଶର ବିଳାସପୁର ଜିଲାରେ ମଙ୍ଗଳବାର ସନ୍ଧ୍ୟାରେ ବଡ଼ ଧରଣର ଭୂସ୍ଖଳନ ଘଟି ମାଟି ଅତଡ଼ା ତଳେ ଏକ ବସ୍ ପୋତିହୋଇପଡ଼ିବାରୁ ଅନୂ୍ୟନ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ବହୁସଂଖ୍ୟାରେ ଲୋକ ମାଟିପଥର ତଳେ ରହିଯାଇଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ…
ଅଧିନାୟକ ପଦରୁ ହଟିବା ପରେ ଗମ୍ଭୀରଙ୍କୁ କଟାକ୍ଷ କଲେ ରୋହିତ ଶର୍ମା, କହୁ କହୁ ବଡ଼ କଥା କହିଦେଲେ…
ନୂଆଦିଲ୍ଲୀ,୮।୧୦: ରୋହିତ ଶର୍ମାଙ୍କୁ ଏବେ ODI ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଛି ଏବଂ ବୋର୍ଡ ତାଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ନିଯୁକ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ଆଠ ମାସରେ ଦୁଇଟି ଟ୍ରଫି ଜିତିଥିଲା। ରାହୁଲ…
CSKରୁ ବିଦା, MIରେ ଏଣ୍ଟ୍ରି? ଆଇପିଏଲ୍ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀଙ୍କ ଫଟୋକୁ ନେଇ…
ନୂଆଦିଲ୍ଲୀ,୭।୧୦: କ୍ରିକେଟ ଜଗତର ସବୁଠାରୁ ଲୋକପ୍ରିୟ ଖେଳାଳିମାନଙ୍କ ମଧ୍ୟରୁ ଜଣେ ହେଲେ ମହେନ୍ଦ୍ର ସିଂହ ଧୋନୀ। ସୋସିଆଲ ମିଡିଆରେ ସେ କମ ଆକ୍ଟିଭ। ଏମିତିରେ ତାଙ୍କର ଏକ ଫଟୋ ଏବେ ବେଶ ଭାଇରାଲ ହେଉଛି, ଯାହା ଚେନ୍ନାଇ ସୁପର୍ କିଙ୍ଗ୍ସର ପ୍ରଶଂସକଙ୍କର…
ଅଧିନାୟକ ପଦ ଯିବା ପରେ ପ୍ରଥମଥର ମୁହଁ ଖୋଲିଲେ ରୋହିତ ଶର୍ମା, ‘ଲୋକମାନେ ବହୁତ…’
ମୁମ୍ବାଇ,୭।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକତ୍ୱରୁ ରୋହିତ ଶର୍ମାଙ୍କୁ ହଟାଇବା ପରେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଦିନିକିଆ ସିରିଜ ନେଇ ସେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ବିସିସିଆଇ ଶୁଭମାନ ଗିଲଙ୍କୁ ନୂଆ ଦିନିକିଆ ଅଧିନାୟକ ଏବଂ ଶ୍ରେୟସ ଆୟାରଙ୍କୁ ଉପଅଧିନାୟକ ଭାବେ…
ଜାଣିଛନ୍ତି କି… ଗଣିତରେ କାହିଁକି ମିଳେ ନାହିଁ ନୋବେଲ ପୁରସ୍କାର?
ନୂଆଦିଲ୍ଲୀ,୭।୧୦: ସାରା ବିଶ୍ୱରେ ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ମଧ୍ୟରୁ ଗୋଟିଏ ହେଲା ନୋବେଲ ପୁରସ୍କାର। ଏନେଇ ଘୋଷଣା ଆରମ୍ଭ ହୋଇଛି। ୬ ଟି ବିଷୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସେଗୁଡ଼ିକ ହେଲା ଶାନ୍ତି, ସାହିତ୍ୟ, ସାଇକୋଲୋଜି(ମନୋବିଜ୍ଞାନ) ନଚେତ ମେଡିସିନ, ଫିଜିକ୍ସ(ଭୌତିକ…
ହିମାଚଳ ପ୍ରଦେଶରେ ବଡ଼ ବସ ଦୁର୍ଘଟଣା: ୧୫ ଜଣଙ୍କର ମୃତ୍ୟୁ
ବିଲାସପୁର,୭।୧୦: ହିମାଚଳ ପ୍ରଦେଶରେ ବଡ଼ ବସ୍ ଦୁର୍ଘଟଣା। ବିଲାସପୁର ଜିଲାରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି। ବଲ୍ଲୁ ବ୍ରିଜ ନିକଟରେ ଭୂସ୍ଖଳନ ଯୋଗୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପାହାଡରୁ ବସ ଉପରେ ପଥର ଓ ମାଟି ଅତଡା ଖସି ପଡ଼ିବାରୁ…
ଓଡ଼ିଶାରେ ଜଣେ ବ୍ୟାଚଲର କେତେ ଜମି କିିଣିପାରିବେ? ଆସିଲା ବଡ଼ ଅପଡେଟ୍!
ଭୁବନେଶ୍ୱର,୭।୧୦: ଭାରତୀୟ ଲୋକଙ୍କର ସର୍ବଦା ସଞ୍ଚୟ କରିବାର ଅଭ୍ୟାସ ରହିଆସିଛି। ପ୍ରତ୍ୟେକ ବ୍ୟକ୍ତି, ତାଙ୍କ ଜୀବନରେ ଭବିଷ୍ୟତ ପିଢ଼ି ବିଷୟରେ ଚିନ୍ତା କରନ୍ତି । ପୁଞ୍ଜି ବିନିଯୋଗ ବିଷୟରେ କହିବାକୁ ଗଲେ, ସବୁବେଳେ ସୁନାରେ ନିବେଶ କରିବା ନେଇ ଲୋକମାନେ ଚିନ୍ତା…
ଗୋଟିଏ ପଦ ପାଇଁ ୧୩,୦୦୦ ଆଶାୟୀ, ଆବେଦନ କଲେ ଏକାଧିକ PhD ହୋଲଡର, ଇଞ୍ଜିନିୟର
ନୂଆଦିଲ୍ଲୀ,୭।୧୦: ମଧ୍ୟପ୍ରଦେଶରେ ପୋଲିସ କନେଷ୍ଟେବଳ ପଦ ପାଇଁ ନିଯୁକ୍ତି ଘୋଷଣା ପରେ ଚାକିରି ଆଶାୟୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ମଧ୍ୟପ୍ରଦେଶ ଷ୍ଟାଫ ସିଲେକ୍ସନ ବୋର୍ଡ ଅନୁଯାୟୀ, ମାତ୍ର ୭,୫୦୦ କନେଷ୍ଟେବଳ ପଦ ପାଇଁ ୯.୭୬ ଲକ୍ଷ ଆବେଦନ ପ୍ରାପ୍ତ ହୋଇଛି,…
Archives


