Home Left

ଢୋଲକିଆ ଯିବେ କୁଆଡ଼େ: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ

ଭୁବନେଶ୍ୱର,୧୦ା୧୦(ସୁନିତ୍‌ ମିଶ୍ର):ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ବିଶିଷ୍ଟ ନୂଆପଡ଼ା ଆସନରେ ଆସନ୍ତା ନଭେମ୍ବର ୧୧ରେ ଉପନିର୍ବାଚନ ହେବାକୁ ଥିବାବେଳେ ବିଜେଡି ଏବଂ ଭାଜପା ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ…

ନୀତୀଶ-ଚିରାଗଙ୍କୁ ଜୋରଦାର ଝଟ୍‌କା: ବିହାର ରାଜନୀତିରେ ହଲଚଲ

ପାଟନା,୧୦।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ପରେ ପରେ ଝଟ୍‌କାର ସମ୍ମୁଖୀନ ହେଉଛି। ପ୍ରଥମେ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମେଶ୍ୱର ରାୟ ଦଳ ଛାଡିଥିଲେ। ଏବେ ପୂର୍ବତନ ଏମ୍‌ପି ସନ୍ତୋଷ କୁଶୱା…

ଭାରତକୁ ଝଟକା, ଚାଇନାକୁ ଫାଇଦା: ବଡ଼ ଚାଲ୍‌ ଖେଳିଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୦।୧୦: ୨୦୨୫ ଅଗଷ୍ଟ ମାସ ଭାରତୀୟ ଛାତ୍ରଙ୍କ ପାଇଁ କଷ୍ଟକର ପ୍ରମାଣିତ ହୋଇଥିଲା। ଏହି ମାସରେ ଆମେରିକା ପ୍ରଶାସନ କମ ଛାତ୍ର ଭିଜା ଜାରି କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ କମ ବୋଲି ବିବେଚନା କରାଯାଏ। ରିପୋର୍ଟ ଅନୁଯାୟୀ,…

କଂଗ୍ରେସର ମିଶ୍ରଣ ପର୍ବ: ଅନ୍ୟ ଦଳର ଶତାଧିକ କର୍ମୀ ସାମିଲ

ନୂଆପଡ଼ା,୧୦ା୧୦ (ମକାରୁ ବେମାଲ):ସ୍ଥାନୀୟ ପୋଲିସ ପଡିଆଠାରେ ଗୁରୁବାର କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ତେଲିପଡା ଛକରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୋଲିସ ପଡିଆ ସଭାସ୍ଥଳଠାରେ ପହଞ୍ଚତ୍ଥିଲା। ବିଧାୟକ ପ୍ରାର୍ଥୀ ଘାସିରାମ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ଦୋକାନ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଅମରପାଲି,୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସଗାଯୋରୀ ଛକରେ କେତେଜଣ ଦୃବୁର୍ତ୍ତ ବୁଧବାର ରାତିରେ ଏକ ଦୋକାନ ଗୃହ ଭାଙ୍ଗି ଦେବା ସହିତ ୫ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗୁଲେଖ ସାହୁ…

ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତା: ଭାଗନେବେ ବୀରମହାରାଜପୁରର ୨ ପ୍ରତିଯୋଗୀ

ଅମରପାଲି, ୧୦ା୧୦(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ୨ଜଣ ଛାତ୍ରୀ ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ୪୦ତମ ଜାତୀୟ କନିଷ୍ଠ ଦୌଡକୁଦ ପ୍ରତିଯୋଗିତାରେ ଜୁନିୟର ବିଭାଗରେ ଓଡ଼ିଶାରୁ…

ରାସ୍ତାର ଦୂରାବସ୍ଥା ନେଇ ତେଜିଲା ଆନ୍ଦୋଳନ: ପ୍ରଶାସନକୁ ଘେରିଲେ ଲୋକେ

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର- ଭେଡେନ ରାସ୍ତା ଏବଂ ଏହି ରାସ୍ତାରୁ ରେଳ ଷ୍ଟେଶନକୁ ସଂଯୋଗ କରୁଥିବା ରାସ୍ତାର ଦୁରାବସ୍ଥା ନେଇ ଅସନ୍ତୋଷ ତେଜି ଉଠିଛି।ଏହି ସମସ୍ୟା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଆଖିରେ ପଡୁଥିବା ସତ୍ତ୍ବେ ରାସ୍ତାର ଉନ୍ନତିକରଣ…

ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣା,୯।୧୦- ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩ ଉଇକେଟରେ ଭାରତକୁ ପରାସ୍ତ କରିଛି। ରିଚା ଘୋଷଙ୍କ ବିସ୍ଫୋରକ ୯୪ ରନର ଇନିଂସ ବଳରେ ଭାରତ ୨୫୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା। ଜବାବରେ…

Video: ଗାଡି ଆଗରେ ଚାଲିଗଲେ ଯମ, ଅଳ୍ପକେ ବର୍ତ୍ତିଗଲା ଜୀବନ

ନୂଆଦିଲ୍ଲୀ,୯ା୧୦: ହିମାଚଳ ପ୍ରଦେଶର କିନ୍ନୌର ଜିଲାର ନାଥପା ପଏଣ୍ଟରେ ଗତ ସପ୍ତାହରେ ଏକ ଚଳନ୍ତା କାର ଉପରେ ବିଶାଳ ପଥର ଖସି ପଡ଼ିଥିଲା, ଯାହାର ଭୟଙ୍କର ଦୃଶ୍ୟ କାରର ଡ୍ୟାସକ୍ୟାମରେ ରେକର୍ଡ ହୋଇଛି। ପଥରଟି ପାହାଡ଼ରୁ ଗଡ଼ି କାରର ଆଗ ଭାଗକୁ…

“ଗତିଶୀଳ” ଭାରତ-ବ୍ରିଟେନ ବନ୍ଧୁତା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ କାରରେ ଯାତ୍ରା କଲେ କେୟାର ଷ୍ଟାର୍ମର

ମୁମ୍ବାଇ,୯ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କକୁ “ଗତିଶୀଳ ଓ ଉତ୍ସାହପୂର୍ଣ୍ଣ” ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ଦୁଇ ଦିନିଆ ଭାରତ ଗସ୍ତ ସମୟରେ ମୋଦି ତାଙ୍କ ସହ ଏକ କାର ଯାତ୍ରାର…

ବଜ୍ରପାତ ନେଲା ଜୀବନ

ଲାଞ୍ଜିଗଡ଼,୯।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ଅଧୀନ ପଦ୍ମଥୋପା ଗାଁରେ ଗୁରୁବାର ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପଦ୍ମଥୋପା ଗାଁର ଟୁଟୁ ହରିଜନ(୫୩)। ମିଳିଥିବା ସୂଚନା ମୁତାବକ, ଟୁଟୁ ଗାଁ ନିକଟସ୍ଥ…

ମହିଳା ବିଶ୍ୱକପରେ ରିଚା ଘୋଷଙ୍କ ଐତିହାସିକ ରେକର୍ଡ, ୮ ନମ୍ବରରେ ବ୍ୟାଟିଂ କରି…

ବିଶାଖାପାଟଣା,୯ା୧୦: ମହିଳା ବିଶ୍ୱକପ ୨୦୨୫ରେ ଗୁରୁବାର ବିଶାଖାପାଟଣାରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୦୨/୬ରୁ ୪୯.୫ ଓଭରରେ ୨୫୧ ରନ୍ କରିଥିଲା, ଯାହାର ମୁଖ୍ୟ କାରଣ ଥିଲେ ନମ୍ବର ୮ ବ୍ୟାଟର ରିଚା ଘୋଷ। ୨୨ ବର୍ଷୀୟ ରିଚା ୭୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri