Home Left

୨୫ ଦିନ ହେଲା କଳିଙ୍ଗା ଘାଟି ରାସ୍ତା ବନ୍ଦ: ଦୁର୍ଦ୍ଦିନରେ ବ୍ୟବସାୟୀ

ଜି.ଉଦୟଗିରି,୧୦ା୧୦(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ୧୫୭ ନଂ. ଜାତୀୟ ରାଜପଥ କଳିଙ୍ଗା ଘାଟିରେ ସେପ୍ଟେମ୍ବର ୧୬ରେ ଭୂସ୍ଖଳନ ହୋଇଥିଲା। ଫଳରେ ୨୫ ଦିନ ହେବ ରାଞ୍ଚି-ବିଜୟୱାଡା କରିଡର ବନ୍ଦ ରହିଛି। ଏହାକୁ ନେଇ କନ୍ଧମାଳ ଜିଲାବାସୀ ନାହିଁ ନ…

ଚକରା ବିଷୋୟୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ :ଚମ୍ପିୟାନ ହେଲେ…

ଭଞ୍ଜନଗର,୧୦।୧୦(ବାବୁଲା ପ୍ରଧାନ):  ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଫାଇନାଲ ମ୍ୟାଚ୍ । ଏହା  ଭଞ୍ଜନଗର ନରେଶ ଏକାଦଶ ଓ ଆୟୋଜକ ଭଞ୍ଜନଗର ଫୁଟବଲ…

ଗଞ୍ଜାମଜିଲା ଘରୋଇ ବସ୍‌ମାଲିକ ସଂଘ ବୈଠକ : ନୂତନ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ବିରୋଧ

ପୁରୁଷୋତ୍ତମପୁର,୧୦।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ଘରୋଇ ବସ୍‌ ମାଲିକସଂଘ ପଷରୁ ଏକ ବୈଠକ ତାରାରିଣୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ବସ୍‌ ମାଲିକ ସଂଘର ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବରେ ଜିଲା ବସମାଲିକ ସଂଘର…

ଭାରତରୁ ତାଲିବାନ ମନ୍ତ୍ରୀଙ୍କ ପାକିସ୍ତାନକୁ ଚେତାବନୀ: “ଆଫଗାନଙ୍କ ସାହସର ପରୀକ୍ଷା କରନ୍ତୁ ନାହିଁ”

ନୂଆଦିଲ୍ଲୀ,୧୦।୧୦: ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକୀ ଶୁକ୍ରବାର ଭାରତ ଗସ୍ତରେ ଆସି ଆଫଗାନିସ୍ତାନ ମାଟି କୌଣସି ଦେଶ ବିରୋଧରେ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି, ଯାହାକୁ ପାକିସ୍ତାନ ଉପରେ ଏକ ପରୋକ୍ଷ ଆକ୍ଷେପ ଭାବେ…

ନକଭି କହିଲେ ଯେ ପର୍ଯ୍ୟନ୍ତ ମୁଁ କହିନି ସେ ପର୍ଯ୍ୟନ୍ତ ଭାରତକୁ ଦେବ ନାହିଁ ଟ୍ରଫି, ଜାଣନ୍ତୁ କେଉଁଠି ଲୁଚାଇ ରଖିଛନ୍ତି ଏହି ଟ୍ରଫି

ଇସଲାମାବାଦ,୧୦।୧୦: ଦୁବାଇରେ ଥିବା ଏସୀୟ କ୍ରିକେଟ ପରିଷଦ (ACC) ମୁଖ୍ୟାଳୟରେ ଏସିଆ କପ ଟ୍ରଫିକୁ ବନ୍ଦ କରି ରଖାଯାଇଛି। ACC ମୁଖ୍ୟ ମୋହସିନ ନକଭି ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଅନୁମୋଦନ ବିନା ଟ୍ରଫିକୁ ସ୍ଥାନାନ୍ତରିତ କରାଯିବା ଉଚିତ ନୁହେଁ, ଭାରତକୁ…

ଆଇନଜୀବୀ ପୀତବାସ ହତ୍ୟା ମାମଲା: ୫୦ ଜଣଙ୍କୁ ଜେରା, ଖୁବ୍‌ଶୀଘ୍ର ହଟିବ ପରଦା

ବ୍ରହ୍ମପୁର,୧୦ା୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପ୍ରାୟ ୫୦ ଜଣଙ୍କୁ ଜେରା କରାଯାଇଥିବା ବ୍ରହ୍ମପୁର ଏସ୍‌ପି ସୂଚନା ଦେଇଛନ୍ତି। ସନ୍ଦେହରେ ୫ରୁ ୬ ଜଣଙ୍କୁ ପଚରାଉଚରା କରାଯାଉଛି। ଏଥିସହ ପ୍ରତ୍ୟକ୍ଷଦର୍ଶୀ, ସହକର୍ମୀଙ୍କୁ ମିଶାଇ ଏଯାବତ୍‌ ୫୦ ଜଣଙ୍କୁ ଜେରା କରାଗଲାଣି।…

ଫେରିଲେ ନବୀନ: କାହାକୁ କରିବେ ପ୍ରାର୍ଥୀ, ଚାଲିଛି କସରତ

ଭୁବନେଶ୍ୱର,୧୦।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀରୁ ଭୁବନେଶ୍ୱର ଫେରି ଆସିଛନ୍ତି। ନବୀନ ଭୁବନେଶ୍ୱର ଫେରିବା ପରେ ପ୍ରାର୍ଥୀ ଘୋଷଣା ନେଇ ଚର୍ଚ୍ଚା ଜୋର ଧରିଛି। ୨ ଲକ୍ଷ ୫୩…

ଟେସଲା କାର କିଣିଲେ ରୋହିତ ଶର୍ମା, ହଇଚଇ ସୃଷ୍ଟି କଲା ଏଲନ ମସ୍କଙ୍କ ପ୍ରତିକ୍ରିୟା

ମୁମ୍ବାଇ,୧୦।୧୦: ଭାରତୀୟ କ୍ରିକେଟର ରୋହିତ ଶର୍ମା ନିକଟରେ ମୁମ୍ବାଇରେ ଆୟୋଜିତ ସିଇଏଟି କ୍ରିକେଟ ଆୱାର୍ଡସରେ ନିଜର ନୂଆ ଟେସଲା ମଡେଲ ୱାଇ ଡ୍ରାଇଭ କରି ସମସ୍ତଙ୍କ ନଜର ଆକର୍ଷିତ କରିଛନ୍ତି। ଏହି ଇଲେକ୍ଟ୍ରିକ ଏସୟୁଭିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ବଟେଶ୍ୱର ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ହେଲା ବଡ଼ ନିଷ୍ପତ୍ତି: ଯାତ୍ରୀଙ୍କ ସୁବିଧା ପାଇଁ ପ୍ରଥମ ଥର ହେବ…

ଗଞ୍ଜାମ ,୧୦।୧୦(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆ ଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବ ପୀଠ ଅବସ୍ଥିତ। ବର୍ତ୍ତମାନ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଥିବା ବେଳେ ଆସନ୍ତା ୫ରେ ସେଠାରେ ବାଲିଯାତ୍ରା ଅନୁଷ୍ଠିତ…

Nobel Peace Prize 2025: କାହିଁକି ଟ୍ରମ୍ପଙ୍କୁ ମିଳିଲା ନାହିଁ ନୋବେଲ ଶାନ୍ତି ପୁରସ୍କାର, ଜଣାପଡିଲା ଅସଲ କାରଣ

ଷ୍ଟକହୋମ,୧୦।୧୦: ଚଳିତ ବର୍ଷ, ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଲୋଚନା ସମ୍ପୂର୍ଣ୍ଣ ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାରିପାଖରେ ଘୂରି ବୁଲୁଛି, ହେଲେ ସେ ନିରାଶ ହୋଇଛନ୍ତି। ଟ୍ରମ୍ପ ନିଜକୁ ଏହି ପୁରସ୍କାର ପାଇଁ ଉପଯୁକ୍ତ ପ୍ରାର୍ଥୀ ଭାବରେ…

ସମୁଦ୍ରରେ ବୁଡ଼ିଲା ମାଛଧରା ଟ୍ରଲର, ପ୍ରାଣ ବିକଳରେ ୮ ମତ୍ସ୍ୟଜୀବୀ…

ରାଜନଗର,୧୦ା୧୦(ଭାସ୍କର ରାଉତରାୟ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ବେଆଇନ ଭାବରେ ମାଛ ଧରିବାକୁ ଆସିଥିବା ଭଦ୍ରକ ଅଞ୍ଚଳର ରତ୍ନପ୍ରଭା ଟ୍ରଲରଟି ବାଟବଣା ହୋଇ ଗଭୀର ସମୁଦ୍ରର ଚଢ଼ାରେ ଧକ୍କା ଖାଇବା ପରେ ଜୁଆର ଛାଡ଼ିବା ପରେ ସାତଭାୟା ନିକଟସ୍ଥ ସମୁଦ୍ର କୂଳରେ…

‘ଆଇରନ ଲେଡି’ ମାରିୟା କୋରିନାଙ୍କୁ ମିଳିଲା ଶାନ୍ତି ପାଇଁ ନୋବେଲ ପୁରସ୍କାର, ଏବେ ଭାଇରାଲ ହେଉଛି ଟ୍ରମ୍ପଙ୍କ ପୋଷ୍ଟ

ଷ୍ଟକହୋମ,୧୦।୧୦: ନରୱେଜିଆନ ନୋବେଲ କମିଟି ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଛି। ମାଚାଡୋ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ପୁରୁଣା ବୟାନ ଭାଇରାଲ ହେଉଛି। ଜାନୁଆରୀ ୨୦୨୫ରେ ଟ୍ରମ୍ପ ଭେନେଜୁଏଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri