Home Left

ମୋଦି ସରକାରଙ୍କୁ ଶକ୍ତ ଝଟ୍‌କା: ଇସ୍ତଫା ଦେବାକୁ ଧମକ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ସୁପାରିଶ କରିଥିଲେ। ସଦାନନ୍ଦନ ମାଷ୍ଟରଙ୍କ…

ଭାଜପା କୋର୍‌ କମିଟି ବୈଠକ: ଧର୍ମେନ୍ଦ୍ର ପ୍ରଧାନ ଅନୁପସ୍ଥିତ, ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୩ା୧୦(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାର କିଭଳି ଅଧିକ ସଶକ୍ତ ହେବ ଏବଂ ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରିବ ସେନେଇ ରବିବାର ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ କୋର୍‌ କମିଟି ବୈଠକରେ ମାନସମନ୍ଥନ ହୋଇଛି। ନୂଆପଡ଼ା ଉପନିର୍ବାଚନ ବିଷୟରୁ ଆରମ୍ଭ ହୋଇ…

ମହାମେଣ୍ଟରେ ଆସନ ବୁଝାମଣା ଅଟକିଲା

ନୂଆଦିଲ୍ଲୀ,୧୨ା୧୦: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୭ ରହିଥିବା ବେଳେ ମହାମେଣ୍ଟରେ ଆସନ ବୁଝାମଣା ଅଙ୍କ ଛିଡ଼ୁନାହିଁ। ଆର୍‌ଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବ, ସ୍ତ୍ରୀ ରାବ୍‌ରୀ ଦେବୀ ଏବଂ ତାଙ୍କ ପୁଅ…

ଚାଷୀଙ୍କ ଫସଲ ଉପରେ ଅପରାଧୀଙ୍କ ଲୋଳୁପଦୃଷ୍ଟି

ବରଗଡ଼/ବରପାଲି,୧୨।୧୦(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ)): ବରଗଡ଼ ଜିଲା ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଭୋଇଟିକ୍ରା ଗ୍ରାମରେ ଭାଗିରଥୀ ଭୋଇଙ୍କ ଅଧା ଏକର କଲରା କିଆରୀକୁ କେହି ଦୁର୍ବୃତ୍ତ ନଷ୍ଟ କରି ଦେଇଛନ୍ତି । କିଆରୀରେ ଥିବା ସମସ୍ତ କଲରା ଲତାକୁ ସମ୍ପୂର୍ଣ୍ଣ ଉଫାଡି…

ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ନେଇ ଏସ୍‌ପିଙ୍କ ବଡ଼ ସମୀକ୍ଷା

ସାକ୍ଷୀଗୋପାଳ,୧୨ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ସାକ୍ଷୀଗୋପାଳ ମନ୍ଦିରରେ ଚଳିତ ମାସ ୩୧ ତାରିଖରେ ଅଁଳାନବମୀ ଓ ନଭେମ୍ବର ୨ରେ ବଡ଼ଏକାଦଶୀ ପାଳନ ହେବ। ପୁରୀ ଜିଲାର ଦ୍ବିତୀୟ ବୃହତ୍ତମ ଗଣପର୍ବ ଅଁଳାନବମୀରେ ଶ୍ରୀରାଧା ଓଡ଼ିଆଣୀ ବେଶରେ ଏବଂ ସାକ୍ଷୀଗୋପାଳ ଠାକୁର ଆକର୍ଷଣୀୟ…

ଯୁବତୀଙ୍କୁ ପଠାଉଥିଲେ ଅଶ୍ଳୀଳ ଫଟୋ, ପରେ ଯାହା ଘଟିଲା ଜାଣନ୍ତୁ…

ବ୍ରହ୍ମପୁର,୧୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କୁକୁଡାଖଣ୍ଡିର ଜ୍ୟୋତିର୍ମୟ ଦଳାଇ(୨୫)। ଅଭିଯୁକ୍ତଙ୍କ ବ୍ୟବହୃତ ମୋବାଇଲ ଫୋନ୍‌କୁ ପୋଲିସ ଜବତ କରିଛି। ଏନେଇ…

ଟ୍ରେନରେ ଲାଗିଲା ନିଆଁ

ଛତ୍ରପୁର,୧୨ା୧୦(ଦିଲ୍ଲୀପ ସାମଲ): ଖୋର୍ଦ୍ଧାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିବା ଛତ୍ରପୁର ଷ୍ଟେଶନରେ ଜଣାପଡ଼ିଥିଲା। ଛତ୍ରପୁର ଅଗ୍ନିଶମ ବିଭାଗ ଉକ୍ତ ନିଆଁକୁ ଆୟତ୍ତ କରିଛି । କୋଇଲା ବୋଝେଇ ଟ୍ରେନର ୧୧ ନଂ ବଗିରୁ ଖୁବଜୋରରେ…

ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ 

କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ରବିବାର…

ତାତିଲେ ମହିଳା

ସିଂହପୁର,୧୨।୧୦(ଅନଙ୍ଗ ଉଦୟ ବେଉରିଆ): ପୋଲିସ ପ୍ରଶାସନର ସ୍ଥାଣୁତା ଏବଂ ଅସାଧୁ ନୀତି ଯୋଗୁ ଗ୍ରାମାଞ୍ଚଳରେ ଚୋରା ମଦ କାରବାର କାୟାବିସ୍ତାର କରିବାରେ ଲାଗିଛି। ଫଳରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହିପରି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଅନ୍ତର୍ଗତ ଜରି ଫାଣ୍ଡି…

ଉପ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଉପଲବ୍ଧି

ବିଶାଖାପାଟଣା,୧୨।୧୦: ଭାରତୀୟ ଦଳର ଉପ ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ପ୍ରଥମ କ୍ରିକେଟର ଭାବେ ମହିଳା ଦିନିକିଆରେ ଗୋଟିଏ ବର୍ଷରେ ୧ ହଜାର ରନ୍‌ ପୂରଣ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ହାଇପ୍ରୋଫାଇଲ ମ୍ୟାଚ୍‌ରେ ୮୦ ରନର ବିସ୍ଫୋରକ ପାଳି ଅବସରରେ ସେ…

ଫଲୋଅନ୍‌ ପରେ ଓ୍ବେଷ୍ଟଇଣ୍ଡିଜର ଦମ୍‌ଦାର ବ୍ୟାଟିଂ

ନୂଆଦିଲ୍ଲୀ,୧୨।୧୦- ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଫଲୋଅନ୍‌ ପରେ ଦ୍ୱିତୀୟ ଇନିଂସରେ ଦୃଢ଼ ବ୍ୟାଟିଂ କରିଛି। ପ୍ରଥମ ଇନିଂସରେ ଭାରତ ୫୧୮/୫ରେ ପାଳି ଘୋଷଣା କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ ୨୪୮…

କୋର୍‌ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍‌ଶୀଘ୍ର ଜୟଙ୍କୁ… 

ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍‌ କମିଟି ବୈଠକରେ ରଣନୀତି ପ୍ରସ୍ତୁତି  ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri