Home Left

ଶୀକାରୀଙ୍କ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ: ବସ୍ତାରୁ ଜବତ ହେଲା ହଜାର ହଜାର ପକ୍ଷୀ

ଖୁଣ୍ଟୁଣୀ,୧୩।୧୦(ସଚ୍ଚିଦାନନ୍ଦ ପଣ୍ଡା): ଆଠଗଡ଼ ଜିଲା ଖୁଣ୍ଟୁଣୀ ବନାଞ୍ଚଳ ଅଧୀନ କପୁରସିଂ ଠାରେ ବନ୍ଦ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ବନସ୍ପତି  କାରଖାନାରୁ ପକ୍ଷୀଙ୍କୁ ଶତକାର କରାଯାଉଥିବା ନେଇ  ୧୧  ଜଣଙ୍କୁ ବନାଞ୍ଚଳ ହାଜତରେ ରଖିଛନ୍ତି। ସୂଚନାଯୋଗ୍ୟ, କାରଖାନା ଭିତରୁ ବାଦୁଡି…

ଭାରତ-ଚାଇନା ସହ କାହିଁକି ସମ୍ପର୍କ ବଢାଉଛି କାନାଡା? ଟ୍ରମ୍ପଙ୍କ ଟାରିଫ ଓ୍ବାର ଭିତରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧୦: କାନାଡା ଏବେ ଚାଇନା ଏବଂ ଭାରତ ସହିତ ସମ୍ପର୍କକୁ ମଜବୁତ କରିବା ପାଇଁ କାମ କରୁଛି, ଯେତେବେଳେ ଆମେରିକା ସହିତ ଏହାର ବାଣିଜ୍ୟ ସମ୍ପର୍କ ଏକ ବିପଦପୂର୍ଣ୍ଣ ସ୍ଥିତିରେ ଅଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଚାଇନା ଉପରେ…

ବିରାଟଙ୍କୁ ଝଟକା! ପ୍ଲେ-୧୧ରେ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ,୧୩।୧୦: ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହାସିମ ଆମଲା ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ୧୧ ଚୟନ କରିଛନ୍ତି। ସେ ଭାରତର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କର ସର୍ବୋତ୍ତମ ଖେଳାଳି ୧୧ ମଧ୍ୟରୁ ବାଦ୍‌…

ପ୍ରଥମ ସୋମବାରରେ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ

ବୁଗୁଡ଼ା,୧୩।୧୦(କାଳିଚରଣଦାଶ): ଧର୍ମ ମାସ କାର୍ତ୍ତିକର ପ୍ରଥମ ସୋମବାରରେ ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଛି । ସକାଳୁ ହିଁ ଅସରାଏ ବର୍ଷା ପରେ ଦିନ ତମାମ ପାଗ ମେଘୁଆ ରହିଥିଲେ ହେଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ବଢ଼ିଲା ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି

ଭୁବନେଶ୍ୱର,୧୩।୧୦: ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ବଢ଼ିଛି।ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି ମଧ୍ୟ ବଢ଼ିଛି। ଅନ୍ୟପକ୍ଷେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ବୃଦ୍ଧି କରାଯାଇଛି। ଏସବୁ ଆବେଦନ ଅବଧି ଅକ୍ଟୋବର ୨୪…

SI ପରୀକ୍ଷା ମହାଘୋଟାଲା: ଫେରାର ଅଭିଯୁକ୍ତଙ୍କ ବିରୋଧରେ ଲୁକ ଆଉଟ୍‌ ସର୍କୁଲାର ଜାରି

ଭୁବନେଶ୍ୱର,୧୩।୧୦: ପୋଲିସ SI ପରୀକ୍ଷା ମହାଘୋଟାଲାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ସୋମବାର ଲୁକ ଆଉଟ୍‌ ସର୍କୁଲାର ଜାରି କରିଛି। ଏପରିକି ସର୍କୁଲାର ଜାରି ପରେ ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତିଙ୍କ ସମେତ ୧୦ ଜଣଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି…

ଅର୍ଥଶାସ୍ତ୍ରରେ ୩ଜଣଙ୍କୁ ନୋବେଲ

ଷ୍ଟକହୋମ,୧୩।୧୦: ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ ସ୍ବେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର କିମ୍ବା ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରିଛି। ଏହି ବର୍ଷ, ଜୋଏଲ ମୋର୍କି, ଫିଲିପ ଆଗିଅନ ଏବଂ ପିଟର୍‌ ହାୱିଟଙ୍କୁ…

ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃନିଯୁକ୍ତି ପ୍ରତିବାଦରେ ଗଣଧାରଣା: ବ୍ଲକର ଦୁଇଟି ଗେଟ୍‌କୁ ତାଲା ପକାଇ…

କର୍ଲାମୁଣ୍ଡା, ରିଷିଡା (ପ୍ରଦିପ କୁମାର ସାହୁ/ସୁଶାନ୍ତ ମଲ୍ଲିକ)୧୩।୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଜନ ପ୍ରତିନିଧି ,ଆଦିବାସୀ ସଂଘ ଓ ବୁଦ୍ଧିଜୀବୀ ସୋମବାର ବ୍ଲକର ଦୁଇଟି ଗେଟ୍‌କୁ ତାଲା ପକାଇ ବ୍ଲକ ସମ୍ମୁଖରେ ଧାରଣାରେ…

ଚାନ୍ଦବାଲିରେ ଚାଞ୍ଚଲ୍ୟ: କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା

ଚାନ୍ଦବାଲି,୧୩।୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ମାଧପୁର ପଞ୍ଚାୟତ ବଙ୍ଗାଳୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ଅଜୟ ଗିରି। ତାଙ୍କ ଘର ଭଦ୍ରକ…

ଦୀପାବଳି ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କର ହେଲା ପ୍ରମୋଶନ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୩।୧୦: ବୈଭବ ସୂର୍ଯ୍ୟବଂଶୀ IPL ପରଠାରୁ ସବୁ ଜାଗାରେ ଛାଇ ହୋଇ ରହିଛନ୍ତି, ଇଂଲଣ୍ଡ ଏବଂ ପରେ ଅଷ୍ଟ୍ରେଲିଆରେ ତାଙ୍କ ବିସ୍ଫୋରକ ଖେଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏବେ ସେ ରଣଜୀ ଟ୍ରଫିରେ ମଧ୍ୟ ଚମକ ଦେବାକୁ ପ୍ରସ୍ତୁତ, କିନ୍ତୁ ଏଥର…

ନେତାନ୍ୟାହୁଙ୍କ ସ୍ବାଗତରେ ଗଦଗଦ ହେଲେ ଟ୍ରମ୍ପ, କାହିଁକି ଟ୍ରମ୍ପଙ୍କୁ ଏମିତି ସ୍ବାଗତ କଲେ ନେତାନ୍ୟାହୁ? ଜାଣନ୍ତୁ…

ଇସ୍ରାଏଲ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବନ୍ଧକ ବିନିମୟ ଜାରି ରହିଛି। ହମାସ ସାତ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଗସ୍ତ ପାଇଁ ପହଞ୍ଚିଛନ୍ତି। ଇସ୍ରାଏଲୀ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ…

ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିଲେ, ଧକ୍କା ଦେଲା ଅଜଣା ଟ୍ରକ୍‌: ଆଉ ତା’ପରେ…

ଖଲ୍ଲିକୋଟ,୧୩।୧୦(ପ୍ରଶାନ୍ତ କୁମାର ମିଶ୍ର): ୧୬ ନମ୍ବର ଜାତୀୟ ରାଜପଥରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ରାସ୍ତା କଡରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକିରହିଥିବା ଏକ ଟ୍ରକକୁ ପାସ କରୁଥିବା ବେଳେ ପଛପଟୁ ଆସୁଥିବା ଆଉ ଏକ ଟ୍ରକ ଦ୍ରୁତଗତିରେ ବୋଲେରୋକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri