Home Left

ଦୀପାବଳି ପୂର୍ବରୁ ଅଘଟଣ: ବାଣ ବିସ୍ଫୋରଣରେ ୨ଯୁବକ ଗୁରୁତର

ଆଠଗଡ଼,୧୪।୧୦: କଟକ ଜିଲା ତିଗିରିଆ ଥାନା ପୁରୁଣା ତିଗିରିଆ ଗାଁରେ ଦୀପାବଳି ପୂର୍ବରୁ ଏକ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସେମାନଙ୍କ…

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ମନମୋହନ: ଦିଦିଙ୍କୁ ମାନୁନାହାନ୍ତି …

ଭୁବନେଶ୍ୱର,୧୪।୧୦: ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ମମତା ନାମକୁ ମାତ୍ର ଶାସନ ବ୍ୟବସ୍ଥାରେ ବସିଛନ୍ତି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ମଧ୍ୟ ସୁରକ୍ଷା ଦେଇ ପାରୁ ନାହାନ୍ତି।ମମତାଙ୍କ ହାତରେ କ୍ଷମତା…

ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ, ପୁଣି ଆର ବର୍ଷକୁ ଅପେକ୍ଷା

କେନ୍ଦ୍ରାପଡ଼ା,୧୪।୧୦: ମା’ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ପାଇଁ କେନ୍ଦ୍ରାପଡ଼ା ସହର ଉତ୍ସବମୁଖର ହୋଇପଡ଼ିଛି। ସାତଦିନ ଧରି ମଣ୍ଡପରେ ପୂଜାର୍ଚ୍ଚନା ପରେ ଏବେ ବିଦାୟ ନେଉଛନ୍ତି ମା’ ଗଜଲକ୍ଷ୍ମୀ। ଏନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଭସାଣି ଉତ୍ସବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ…

ଶ୍ରୀମନ୍ଦିରରେ ସମ୍ପୂର୍ଣ୍ଣ ବାରଣ ହେବ ଫୋନ୍‌, ଓ୍ବାକିଟକି ବ୍ୟବସ୍ଥା କରି…

ପୁରୀ,୧୪ା୧୦: ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ। କୌଣସି ପୋଲିସ କିମ୍ବା ସେବାୟତ ବି ନେଇ ପାରିବେନି ମୋବାଇଲ। ଆଗକୁ ଓ୍ବାକିଟକି ବ୍ୟବସ୍ଥା ହେବ ବୋଲି କହିଛନ୍ତି ସୁରକ୍ଷା ସବ୍‌କମିଟି ମୁଖ୍ୟ। ବୈଠକ ପରେ ସୁରକ୍ଷା ସବକମିଟି ମୁଖ୍ୟ ଗିରୀଶ ଚନ୍ଦ୍ର…

ଫସଲ ନଷ୍ଟ କଲେ ବାର୍‌ହାପଲ, କ୍ଷତିପୂରଣ ପାଇଁ ଦାବି କଲେ ଚାଷୀ

ଅମରପାଲି,୧୪।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାକୁ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ଗ୍ରାମରେ ଗତ ରାତିରେ ବାର୍‌ହାପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଗ୍ରାମର ଭରତ ସାହୁ,ଶିବ ସାହୁ,ପ୍ରଶାନ୍ତ ସାହୁ,ସୁଶାନ୍ତ ସାହୁ,ରାଜେଶ ସାହୁ ପ୍ରମୁଖଙ୍କ ଧାନ ଫସଲକୁ ନଷ୍ଟ କରିଛନ୍ତି। ଜଙ୍ଗଲରୁ…

ତିନିମାସ ହେଲା ଇସିଜି ମେଶିନ ଅଚଳ: ରୋଗୀ ହନ୍ତସନ୍ତ

 ବଡ଼ଗାଁ,୧୪।୧୦(ଅଶୋକ ଷଡଙ୍ଗୀ): ଡ଼ାକ୍ତରଖାନାରେ ରୋଗୀ କିପରି ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଥିଲାବେଳେ ଆବଶ୍ୟକ ଉପକରଣ, ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ହେଲେ ଅବ୍ୟବସ୍ଥା କାରଣରୁ ଏହା ରୋଗୀଙ୍କ କାମରେ ନ ଆସି…

Google CEO ସୁନ୍ଦର ପିଚାଇଙ୍କ ବଡ଼ ଘୋଷଣା: ଭାରତରେ ହେବ…

ନୂଆଦିଲ୍ଲୀ,୧୪।୧୦: ଗୁଗଲ ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଏକ ବଡ଼ ଘୋଷଣା କରି ଭାରତରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ହବ୍‌ ପ୍ରତିଷ୍ଠା ଘୋଷଣା କରିଛନ୍ତି। ଏହି ପଦକ୍ଷେପ ପାଇଁ କମ୍ପାନୀ ୧୫ ବିଲିୟନ ଡଲାର ନିବେଶ କରିବ। ପିଚାଇ କହିଛନ୍ତି,…

ହାତ ଯୋଡିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ, ୩ ଦିନ ପରେ ବି ମିଳିଲା ନାହିଁ ଭିଜା

ଇସଲାମାବାଦ,୧୪।୧୦: ଆଫଗାନିସ୍ତାନ ଉଚ୍ଚସ୍ତରୀୟ ପାକିସ୍ତାନୀ ପ୍ରତିନିଧି ଦଳକୁ କାବୁଲ ଗସ୍ତ କରିବା ପାଇଁ ବାରମ୍ବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଆସିଛି। ଗତ ତିନି ଦିନ ମଧ୍ୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ, ଆଇଏସଆଇ ମୁଖ୍ୟ ଅସୀମ ମାଲିକ ଏବଂ ଅନ୍ୟ…

Xiaomi କାରରେ ହଠାତ ଲାଗିଲା ନିଆଁ, ଡୋର ଲକ ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ

ବେଜିଂ,୧୪।୧୦: ଚାଇନାରେ ଏକ କାର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ମଝିରେ ହଠାତ ଏକ କାର ନିଆଁରେ ଜଳିଯାଇଛି। କାରଟି ହେଉଛି ଚାଇନା ଶାଓମି କାର୍‌। ଏଥିରେ ନିଅଁ ଲାଗିବା ପରେ ହଠାତ ଡୋର୍‌ ଲକ୍‌ ହୋଇଯାଇଥିଲା, ଯାହା ଫଳରେ…

ହଜାରିବାଗରେ ଧରାପଡ଼ିଲେ ମାଓବାଦୀ ସୁନିଲ ଗଞ୍ଜୁ: ବେଲଟୁ ଗଣହତ୍ୟାରେ ଥିଲା ମୁଖ୍ୟ ଭୂମିକା

ରାଉରକେଲା,୧୪।୧୦(ସଙ୍ଗୀତା ଜେନା): ରାଜ୍ୟକୁ ଦୀର୍ଘ ଦିନ ଧରି ଭୟଭୀତ କରୁଥିବା ଜଣେ ହାଡକୋର ମାଓବାଦୀ ଶେଷରେ ପୋଲିସ ଜାଳରେଧରା ପଡ଼ିଛନ୍ତି। ପୋଲିସ ବାରକାଗାଗର ଜୋରାକଟ ଅଞ୍ଚଳରେ ସିପିଆଇ (ମାଓବାଦୀ)ର ପୂର୍ବତନ ଜୋନାଲ କମାଣ୍ଡର ସୁନିଲ ଗଞ୍ଜୁଙ୍କୁ ଗିରଫ କରିଛି। ସେ ୨୦୦୧…

କୋର୍ଟ ପରିସରରେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ, ଲୋକେ ଭୟଭୀତ

ପିଲଭୀତ,୧୪।୧୦: ଉତ୍ତର ପ୍ରଦେଶର ପିଲିଭୀତ କୋର୍ଟ ପରିସରରେ ମଙ୍ଗଳବାର ସକାଳେ ଜଣେ ଓକିଲଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ତାଙ୍କୁ ରକ୍ଷା କରିବାକୁ ଆସିଥିବା ଇନ୍ସପେକ୍ଟର ମଧ୍ୟ ଏଥିରେ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲା ହସ୍ପିଟାଲକୁ ନିଆଯାଇଥିଲା। ଆକ୍ରମଣରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ…

ଧୋନୀଙ୍କ ପୁରୁଣା ପରମ୍ପରାକୁ ଭାଙ୍ଗିଲେ ଶୁଭମନ, ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ପରେ କଲେ ଏମିତି କାମ, ରାଗିଗଲେ…

ନୂଆଦିଲ୍ଲୀ,୧୪।୧୦: ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଜିତି ଚମତ୍କାର ପ୍ରଦର୍ଶନ କରିଛି। କିନ୍ତୁ ଏହି ବିଜୟ ଅପେକ୍ଷା ଅଧିକ ଚର୍ଚ୍ଚାରେ ଅଧିନାୟକ ଶୁଭମନ ଗିଲ ଧୋନୀଙ୍କ ପରମ୍ପରା ଭାଙ୍ଗିବା। ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri