୪ ମାସ ପରେ ଭାରତ ଫେରିଲେ କୋହଲି
ନୂଆଦିଲ୍ଲୀ, ୧୪।୧୦: ଷ୍ଟାର ଭାରତୀୟ ବ୍ୟାଟର ବିରାଟ କୋହଲି ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ଦଳର ଅବଶିଷ୍ଟ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଟୁର କରିବେ। ଆସନ୍ତା ୧୯ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ…
ନୀତା ଅମ୍ବାନୀଙ୍କ ପାଖରେ ଅଛି ୧୦୦ କୋଟି ଟଙ୍କାର କାର୍!
ଏକ ବିଳାସପୂର୍ଣ୍ଣ କାର୍ କିଣିବା ଅନେକଙ୍କ ପାଇଁ ଏକ ସ୍ବପ୍ନ। ଭାରତରେ ବହୁତ ବିଳାସପୂର୍ଣ୍ଣ କାର୍ ଅଛି। ଯେତେବେଳେ ଭାରତରେ ମହଙ୍ଗା କାର୍ କଥା ଉଠେ, ସେତେବେଳେ ଅମ୍ବାନୀ ପରିବାରର ନାଁ ପ୍ରଥମେ ସାମ୍ନାକୁ ଆସେ। ଅମ୍ବାନୀ ପରିବାରର କାର୍ ସଂଗ୍ରହରେ…
ମନ୍ଦିରରେ ପଡ଼ିଛି ଅଚିହ୍ନା ହାଡ଼: ଗୁଣି ଗାରେଡି ନେଇ ଗାଁରେ କୋକୁଆ ଭୟ
ମୋହନା,୧୪।୧୦: (ମନ୍ମଥ ମିଶ୍ର) ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କର୍ଚ୍ଚବାଡି ଗାଁରେ ଥିବା ବହୁ ପୁରାତନ ମା’ ବ୍ରାହ୍ମଣିଦେଇ ମନ୍ଦିରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଙ୍ଗଳବାର ସକାଳ ସମୟରେ ମନ୍ଦିରର ପୂଜାରୀ ନରେନ୍ଦ୍ର ପାଇକ ମନ୍ଦିରକୁ ପୂଜା…
ପୂର୍ବତନ ବିବାଦୀୟ ବିଡିଓଙ୍କ ପୁନଃ ନିଯୁକ୍ତି ପ୍ରତିବାଦରେ ଧାରଣା
କର୍ଲାମୁଣ୍ଡା,୧୪ା୧୦(ପ୍ରତାପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପୂର୍ବତନ ବିବାଦୀୟ ବିଡିଓଙ୍କୁ ପୁନଃ ନିଯୁକ୍ତି ପ୍ରତିବାଦରେ ଗଣଧାରଣା ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା। ତେବେ ଭବାନୀପାଟଣା ଉପଜିଲାପାଳଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ଅପରାହ୍ନରେ ଉପଜିଲାପାଳ…
ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପ୍ରତାପ ଷଡ଼ଙ୍ଗୀ, ପୀଡ଼ିତାଙ୍କ ପରିବାରକୁ ଭେଟି…
କୋଲକାତା,୧୪ା୧୦: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାରେ ଦୁର୍ଗାପୁର ଆଇକ୍ୟୁ ହସ୍ପିଟାଲରେ ପହଞ୍ଚିଛନ୍ତି ଏମ୍ପି ପ୍ରତାପ ଷଡ଼ଙ୍ଗୀ। ତାଙ୍କ ସହ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ବର୍ଯ୍ୟା ବିଶ୍ବାଳ ମଧ୍ୟ ଅଛନ୍ତି। ନନା ପୀଡ଼ିତାଙ୍କ ପରିବାରକୁ ଭେଟି ଆଲୋଚନା କରିବେ।…
ସନ୍ଧ୍ୟା ହେଲେ ଆତଙ୍କ ଖେଳାଉଛନ୍ତି ହାତୀପଲ, କାହାର ଘର ଭାଙ୍ଗୁଛନ୍ତି ତ କାହାର…
ଭଞ୍ଜନଗର,୧୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି ବ୍ୟାପକ କ୍ଷତି ଘଟାଉଛନ୍ତି। କେତେକ ସ୍ଥାନରେ ଘର ଦ୍ୱାର ଭାଙ୍ଗିବା ସହ ଫସଲ…
ଡଷ୍ଟର ଫିଙ୍ଗି ଛାତ୍ରୀଙ୍କ ମୁଣ୍ଡ ଫଟାଇ ଦେଲେ ପିଇଟି ଶିକ୍ଷକ
ଝାରସୁଗୁଡ଼ା,୧୪।୧୦: ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କ ଉପରକୁ ଡଷ୍ଟର ଫିଙ୍ଗି ମୁଣ୍ଡ ଫଟାଇ ଦେଇଛନ୍ତି ଜଣେ ପିଇଟି ଶିକ୍ଷକ। ଆହତ ଛାତ୍ରୀ ଜଣକ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କୁ ଜିଲା ମୁଖ୍ୟ…
ଭାଜପାର ପ୍ରଥମ ତାଲିକାରେ ସବୁ ବର୍ଗକୁ ସାମିଲ, ଜାଣନ୍ତୁ କେଉଁଥିରୁ କେତେ…
ପାଟ୍ନା,୧୪ା୧୦: ଭାରତୀୟ ଜନତା ପାର୍ଟି ମଙ୍ଗଳବାର ବିହାର ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଭାଜପା ପ୍ରଥମ ତାଲିକାରେ ଏହାର ଅଧିକାଂଶ ପୂର୍ବତନ ବିଧାୟକ ଏବଂ ମନ୍ତ୍ରୀଙ୍କୁ…
ଏମ୍କେସିଜିରେ ଇଣ୍ଟର ମେଡିସ ପ୍ରତିଯୋଗିତା: ଆକ୍ରମଣ ପରେ କଟକ ମେଡିକାଲ ଛାତ୍ର ଫେରିଗଲେ
ବ୍ରହ୍ମପୁର,୧୪।୧୦(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ କଲେଜରେ ସୋମବାର ବିଳମ୍ବିତ ରାତିରେ କଟକ ମେଡିକାଲ ଛତ୍ରଙ୍କୁ ଆକ୍ରମଣ ହୋଇଛି। ଚିକିତ୍ସିତ ହୋଇ ସେମାନେ କଟକ ଫେରି ଯାଇଛନ୍ତି। ଏଭଳି ଘଟଣା ଘଟିବା ପରେ ଏମକେସିଜି ମେଡିକାଲ କଲେଜ ଡିନ…
ସରକାରୀ ଅର୍ଥ ଚଳୁ କରିଦେଲେ କିରାଣି, ସିଧା ନିଲମ୍ବିତ
ଅନୁଗୋଳ,୧୪ା୧୦(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ ହୋଇଛନ୍ତି। କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ସିଡିଏମଓ ନିଲମ୍ବନ କରିଛନ୍ତି। ତେବେ ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ସିଡିଏମ୍ଓ ନିଲମ୍ବିତ କରିଛନ୍ତି। ନିଜେ ନିଜ…
ଅଧିନାୟକ ହେବା ପରେ ଗିଲ୍ଙ୍କ ସାଂଘାତିକ ବୟାନ! ରୋହିତ-ବିରାଟ ହେଉଛନ୍ତି…
ନୂଆଦିଲ୍ଲୀ,୧୪।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ଶେଷ ହେବା ସହିତ, ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ ଏବେ ଅଷ୍ଟ୍ରେଲିଆ ଗସ୍ତ ଉପରେ ନଜର ରଖିଛନ୍ତି। ସେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ମନୋନୀତ ପ୍ରତ୍ୟେକ ଖେଳାଳିଙ୍କଠାରୁ କ’ଣ ଆଶା କରନ୍ତି ସେ…
ଭାଜପା କର୍ମୀଙ୍କୁ ବାରମ୍ବାର ଆସୁଥିଲା ଧମକ: ଶେଷରେ ଘରୁ ଡାକିନେଇ…
ମାଲକାନଗିରି,୧୪।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି।ଘରୁ ଡାକି ନେଇ ଭାଜପା କର୍ମୀଙ୍କୁ ହତ୍ୟା କରାଯାଇଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ଭାଜପା କର୍ମୀଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ସତ୍ୟମ ପୁନେମ, ସେ ବିଜାପୁରରେ ଭାଜପାର ମଣ୍ଡଳସ୍ତରୀୟ କର୍ମୀ।…
Archives


