Home Left

ୟୁଏଇକୁ ମିଳିଲା ବଡ଼ ସଫଳତା

ଦୁବାଇ,୧୬ା୧୦- ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଅନ୍ତିମ ତଥା ୨୦ତମ ଦଳ ଭାବେ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିଛି। ଏସିଆ/ଇଏପି ଏସିଆ-ପାସିଫିକ କ୍ୱାଲିଫାୟର ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ସୁପର-୬…

ଆର୍‌ଏସ୍‌ଏସକୁ ନେଇ କର୍ନାଟକ ସରକାରଙ୍କ ବଡ଼ ନିଷ୍ପତ୍ତି

ବେଙ୍ଗାଲୁରୁ,୧୬ା୧୦: କର୍ନାଟକରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବିଭିନ୍ନ କାର୍ଯ୍ୟକୁ ରୋକିବା ପାଇଁ ରାଜ୍ୟ କ୍ୟାବିନେଟ୍‌ ଗୁରୁବାର ନିଷ୍ପତ୍ତି ନେଇଛି। ଉକ୍ତ ନିଷ୍ପତ୍ତି ଅନୁଯାୟୀ ଆର୍‌ଏସ୍‌ଏସ୍‌ କାର୍ଯ୍ୟକର୍ତ୍ତାମାନେ ରାସ୍ତାରେ ଶୋଭାଯାତ୍ରା ଏବଂ ସର୍ବସାଧାରଣ ସ୍ଥାନରେ ତଥା ସରକାରୀ ଅନୁଷ୍ଠାନଗୁଡ଼ିକରେ କାର୍ଯ୍ୟକ୍ରମ କରିପାରିବେ…

ନଭେମ୍ବର ୨୪ରୁ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ଯୋଗଦେବେ ୫ହଜାରରୁ ଊର୍ଦ୍ଧ୍ୱ ଆଥ୍‌ଲେଟ

ନୂଆଦିଲ୍ଲୀ, ୧୬ା୧୦: ପଞ୍ଚମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ରାଜସ୍ଥାନର ୭ଟି ସହରରେ ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମ ଥର ପାଇଁ ଏଥିରେ ବିଚ୍‌ ଭଲିବଲ, କାନୋଇଂ ଓ କାୟାକିଂ ଏବଂ ସାଇକ୍ଲିଂ ଓ…

ଉପନିର୍ବାଚନ ପୂର୍ବରୁ ନବୀନ ନେଲେ ବଡ଼ ନିଷ୍ପତ୍ତି: ଏହି ନେତାଙ୍କ ଉପରୁ…

ଭୁବନେଶ୍ୱର,୧୬।୧୦: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାନୁପ୍ରତାପ ସିଂହଙ୍କ ଉପରୁ ବହିଷ୍କାର ନିର୍ଦ୍ଦେଶ ହଟିଛି। ନୂଆପଡ଼ାର ବିଜେଡି ନେତା ଭାନୁପ୍ରତାପ ସିଂହ। ୮ ନମ୍ବର ଜିଲା ପରିଷଦ ଜୋନ୍‌ର ସଦସ୍ୟ ଅଛନ୍ତି ଭାନୁପ୍ରତାପ। ଅନ୍ୟପଟେ ନୂଆପଡ଼ା…

ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ବଡ଼ ବିଜୟ

ବିଶାଖାପାଟଣା, ୧୬ା୧୦- ଅଧିନାୟିକା ଆଲିସା ହିଲିଙ୍କ ଅପରାଜିତ ଶତକ ଓ ଫୋଏବେ ଲିଚ୍‌ଫିଲ୍ଡଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୦ ଉଇକେଟରେ ଜିତି ନେଇଛି। ଏହା ଅଷ୍ଟ୍ରେଲିଆର ଚତୁର୍ଥ ବିଜୟ।…

ଉପନିର୍ବାଚନ ପୂର୍ବରୁ କଂଗ୍ରେସର ମିଶ୍ରଣ ପର୍ବ, ଭକ୍ତଙ୍କ ଉପସ୍ଥିତିରେ ମିଶିଲେ ଏମାନେ…

ନୂଆପଡା,୧୬।୧୦ ( ମକାରୁ ବେମାଲ) ସ୍ଥାନୀୟ ଖୁଣ୍ଟିଆ ସମ୍ମିଳନୀ କକ୍ଷଠାରେ ଗୁରୁବାର କଂଗ୍ରେସ ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଧୀର ମିଶ୍ରଙ୍କ ନେତୃତ୍ୱରେ କରୁଣାକର ଚଣ୍ଡୀ, ଦୁଃଖଭଞ୍ଜନ ନାୟକ, କାପଳି ଭଟ୍ଟ,ରୁକେଶ ଗହିର, ନିତ୍ୟା ବେହେରା, ପ୍ରତାପ…

DIGଙ୍କ ଘରୁ ମିଳିଲା ଅମାପ ଧନ! ଟଙ୍କା ଗଣିବାକୁ ଆସିଲା ମେଶିନ

ଚଣ୍ଡିଗଡ଼,୧୬।୧୦: ପଞ୍ଜାବ ପୋଲିସର ଜଣେ ଡିଆଇଜିଙ୍କ ଘରୁ ଏକ ଗୁପ୍ତଧନ ବାହାରିଥିଲା, ଯାହା ଫଳରେ ସିବିଆଇକୁ ଏକ ନୋଟ ଗଣନା ମେଶିନ ମଗାଇବାକୁ ପଡିଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ବଡ଼ ଲାଞ୍ଚ ମାମଲାରେ ପଞ୍ଜାବ ପୋଲିସର ରୋପାର ରେଞ୍ଜର…

ଟ୍ରମ୍ପଙ୍କ ପୁଟିନ ପ୍ରେମ! ଜେଲନସ୍କିଙ୍କୁ ଭେଟିବା ପୂର୍ବରୁ ପୁଟିନଙ୍କ ସହ କଥା ହେବେ ଟ୍ରମ୍ପ, ଏହା କେମିତିକା ଖେଳ ଜାଣନ୍ତୁ

ଓ୍ବାଶିଂଟନ,୧୬।୧୦: ସମଗ୍ର ବିଶ୍ୱ ଆମେରିକା ରାଷ୍ଟ୍ରପତିଙ୍କ ମନରେ କ’ଣ ଚାଲିଛି ତାହା ବୁଝିବାକୁ ଚେଷ୍ଟା କରୁଛି, ବିଶେଷକରି ୟୁରୋପୀୟ ଦେଶଗୁଡ଼ିକ… କାରଣ ରୁଷିଆ-ୟୁକ୍ରେନ ବିବାଦ ଉପରେ ତାଙ୍କର ନିରନ୍ତର ପରିବର୍ତ୍ତନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଗୋଟିଏ ପଟେ, ସେ ରୁଷିଆକୁ…

ମନମୋହନଙ୍କ ଅନୁମୋଦନ କ୍ରମେ ମହିଳା ନେତ୍ରୀ ମମତା ସିଂଙ୍କୁ ମିଳିଲା ଗୁରୁଦାୟିତ୍ୱ, ଛୁଟୁଛି ଶୁଭେଚ୍ଛା

କେନ୍ଦୁଝର , ୧୬।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିଲାରେ ରାଜ୍ୟ ଭାଜପା ସମ୍ପାଦିକା ଭାବେ ଆଗଧାଡିର ମହିଳା ନେତ୍ରୀ ମମତା ସିଂଙ୍କୁ ଦାୟିତ୍ୱ ମିଳିଛି । ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ…

ଥାନାରେ କ୍ଷମା ପ୍ରାର୍ଥନା କଲେ ପ୍ରଧାନଶିକ୍ଷକ, ଏହି ବିଷୟକୁ ନେଇ ଦେଇଥିଲେ କଡ଼ା ମନ୍ତବ୍ୟ

ଦାରିଙ୍ଗବାଡି, ୧୬ ।୧୦ (ଅରୁଣ ସାହୁ ): ଭୁବନେଶ୍ୱରରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଶତାଦ୍ଦୀ ଦିବସ ପାଳନ ସମ୍ପର୍କିତ ଏକ ଖବର ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଥିଲା। ସେହି ଖବରକୁ ଦେଖି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି…

୮୦ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କ ଟିକେଟ କାଟିଲା ଭାଜପା, ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ନେଇ ହେଲାଣି ହଙ୍ଗାମା

ପାଟନା,୧୬।୧୦: ବିହାରର ୪୫ ବର୍ଷର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ୧୦୧ ଆସନ ବାଣ୍ଟି ଏନଡିଏ-ଜେଡିୟୁ ସହିତ ମେଣ୍ଟ କରିଥିବା ଭାଜପା ଏଥର ଏକ ଦୃଢ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ସାଂଗଠନିକ ଆଲୋଚନା ଏବଂ ତୃଣମୂଳ ସ୍ତରର…

ଘର ପଶି ନାବାଳିକାଙ୍କୁ କରିଥିଲେ ବଳାତ୍କାର: କୋର୍ଟରୁ ଆସିଲା ବଡ଼ ରାୟ

ବୌଦ୍ଧ,୧୬ା୧୦(ଅଜିତ କୁମାର ବାରିକ): ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ପେଶାଲ ଜଜ୍‌ ଅଖିଲ କୁମାର ପଶ୍ଚିମକବାଟ ଏହି ମାମଲା ବିଚାର କରି ଅଭିଯୁକ୍ତ ସରୋଜ ରଣବିଡା(୨୩)କୁ ୨୦ ବର୍ଷ କାରାଦଣ୍ଡରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri