କୁଟଲାରୀ ଗାଁର ସୁନା ଝିଅ ଲକ୍ଷ୍ମୀପ୍ରିୟା: ଅକ୍ଲାନ୍ତ ପରିଶ୍ରମରେ ଆଣିଦେଲା ସଫଳତା
ଦାରିଙ୍ଗବାଡି,୧୭।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡ଼ା ପଞ୍ଚାୟତ କୁଟଲାରିଗାଁର ସୁନାଝିଅ ଲକ୍ଷ୍ମୀପ୍ରିୟା ମଲ୍ଲିକ ପାଇଛନ୍ତି ବଡ଼ ସଫଳତା। ସେ ପିଏଚ୍ଡି ହାସଲ କରି ଦାରିଙ୍ଗବାଡି ସମେତ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୂଚନାଯୋଗ୍ୟ, ସ୍ବର୍ଗତ…
ନକଲି ବିଦେଶୀ ମଦ ଚାଲାଣ :୩ ଗିରଫ
ଭବାନୀପାଟଣା,୧୭।୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ସଦର ରେଞ୍ଜ ଅନ୍ତର୍ଗତ ମାଡିଙ୍ଗ ଛକ ଠାରେ ଶୁକ୍ରବାର ସନ୍ଧ୍ୟାରେ ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ କଳାହାଣ୍ଡି ଅବକାରୀ ମୋବାଇଲ ୟୁନିଟ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଏକ କାର…
ଜଙ୍ଗଲ ଅଧିକାର, ଜୀବନଜୀବିକା, ସୁଶାସନ ପ୍ରକଳ୍ପ ନେଇ…
ଦାରିଙ୍ଗବାଡ଼ି,୧୭ା୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ଜାଗୃତି ସଭାଗୃହ ପରିସର ମଧ୍ୟରେ ଜଙ୍ଗଲ ଅଧିକାର, ଜୀବନଜୀବିକା ଓ ସୁଶାସନ ପ୍ରକଳ୍ପ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଜାଗୃତିର ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ଅଧ୍ୟକ୍ଷତାରେ…
ନିୟମ ଉଲ୍ଲଙ୍ଘନ କଲେ ଗାଡ଼ିର RC ରଦ୍ଦ, RTOକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
ଭୁବନେଶ୍ୱର,୧୭।୧୦: ମୋଟରଯାନ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପରିବହନ ବିଭାଗ ନିଷ୍ପତ୍ତି ନେଇଛି। ଅଭ୍ୟାସଗତ ଭାବେ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ମାଲିକଙ୍କ ରେଜିଷ୍ଟ୍ରେସନ ସାର୍ଟିଫିକେଟ (RC) ରଦ୍ଦ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।…
ବେଆଇନ ବାଲିଘାଟକୁ ବିରୋଧ: ତହସିଲଦାରଙ୍କୁ ହାଣି ମାରିଦେବାକୁ ଧମକ, ସେପଟେ ଧାରଣାରେ ବସିଲେ…
ଆନନ୍ଦପୁର/ହାଟଡିହୀ,୧୭।୧୦(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ତହସିଲ ଅନ୍ତର୍ଗତ କରଗୋଳା ଗ୍ରାମକୁ ଲାଗିଥିବା ବୈତରଣୀ ନଦୀର ବାଲି ଉତ୍ସକୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି। ବାଲିଘାଟ ପାଇଁ ଗ୍ରାମବାସୀଙ୍କ ଦ୍ୱାରା…
ଫିଫା ବିଶ୍ୱକପ୍ ପାଇଁ ୧ ନିୟୁତ ଟିକେଟ ବିକ୍ରି: ଜାଣନ୍ତୁ ଅଧିକ ଟିକେଟ କିଣିଥିବା ଟପ୍ ୧୦ ଦେଶ ସମ୍ପର୍କରେ…
ମାୟାମି, ୧୭ା୧୦: ଆସନ୍ତାବର୍ଷ ଉତ୍ତର ଆମେରିକାରେ ଖେଳାଯିବାକୁ ଥିବା ଫିଫା ଫୁଟ୍ବଲ ବିଶ୍ୱକପ୍ ପାଇଁ ଇତିମଧ୍ୟରେ ଏକ ନିୟୁତ ଟିକେଟ ବିକ୍ରି ହୋଇସାରିଲାଣି। ଚଳିତ ମାସ ପ୍ରାରମ୍ଭରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ୨୧୨ ବିଭିନ୍ନ ଦେଶର ଟିକେଟ କ୍ରେତାଙ୍କ ମଧ୍ୟରେ…
ଗାଁ ଛାଡୁ ନାହାନ୍ତି ହାତୀପଲ
ପାରଳାଖେମୁଣ୍ଡି, ୧୭ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା କାଶୀନଗର ବ୍ଲକ ଖଣ୍ଡାବା ପଞ୍ଚାୟତ ଗୌରୀଗୁଡା ଗ୍ରାମରେ କିଛି ଦିନ ହେଲା ଏକ ୪ଟିକିଆ ହାତୀପଲ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ହାତୀପଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହି ରାତିରେ ଗାଁକୁ…
ଗଞ୍ଜାମ ଜିଲାସ୍ତରୀୟ ଖୋ’ ଖୋ’ ପ୍ରତିଯୋଗିତା: ବାଳିକାରେ ଚିକିଟି-ବାଳକରେ ସାନଖେମୁଣ୍ଡି ଚାମ୍ପିଅନ୍, ପ୍ରଥମ ଥର ଲାଗି…
ଗଞ୍ଜାମ,୧୭।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାସ୍ତରୀୟ ଖୋ’ଖୋ’ ଚାମ୍ପିୟାନଶିପ ୨୦୨୫ ପ୍ରତିଯୋଗିତା ଗୁରୁବାର ଅପରାହ୍ନରେ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମରେ ଆରମ୍ଭ ହୋଇଛି । ଆଜି ଦ୍ୱିତୀୟ ଦିନରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଅନୁଷ୍ଠାନିକ ଭାବେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର…
୧୨ ବର୍ଷ ପରେ ଧନତେରସରେ ବିରଳ ସଂଯୋଗ, ଏହି ୩ରାଶିଙ୍କ ଫିଟିବ ଭାଗ୍ୟ! ଲାଗିବ ଲଟେରୀ…
ଧନତେରସ ୧୮ ଅକ୍ଟୋବରରେ ନିର୍ଦ୍ଧାରିତ ହୋଇଛି। ଧନତେରସରେ ମା’ ଲକ୍ଷ୍ମୀ, କୁବେର ଦେବତା ଓ ଭଗବାନ ଧନ୍ବନ୍ତରିଙ୍କ ପୂଜା କରାଯାଏ, ଏହାକୁ ଧନ ତ୍ରୟୋଦଶୀ ନାମରେ ମଧ୍ୟ ଜଣାଯାଏ। ପଞ୍ଚାଙ୍ଗ ଅନୁଯାୟୀ, ଏବର୍ଷ ଧନତେରସ ବିଶେଷ ଖାସ ହେବ, କାରଣ ଏହି…
ଭାରତ-ଅଷ୍ଟ୍ରେଲିଆ ଫାଇନାଲ
ଜୋହର ବାହରୁ,୧୭ା୧୦: ଭାରତ ସୁଲ୍ତାନ ଜୋହର କପ୍ ଜୁନିୟର ପୁରୁଷ ହକିର ଶେଷ ଗ୍ରୁପ୍ ମ୍ୟାଚରେ ମାଲେସିଆକୁ ୨-୧ଗୋଲ୍ରେ ପରାସ୍ତ କରିଛି। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପକ୍ଷରୁ ଗୁର୍ଜୋତ ସିଂ(୨୨ତମ ମିନିଟ) ଓ ସୌରଭ ଆନନ୍ଦ କୁଶାଓ୍ବା (୪୮ତମ)…
ମାଂସପେଶୀ ବୃଦ୍ଧି ପାଇଁ ‘ମା’ କ୍ଷୀର’ କିଣୁଛନ୍ତି କିଛି ଜିମ୍ ବଏ
ନୂଆଦିଲ୍ଲୀ,୧୭।୧୦: ଆମେରିକାରେ ଏକ ଅଜଣା ଫିଟନେସ ଟ୍ରେଣ୍ଡ ଏବେ ଚର୍ଚ୍ଚାରେ। ମାଂସପେଶୀ ବୃଦ୍ଧି ପାଇଁ କିଛି ଜିମ୍ ପ୍ରେମୀ ନୂଆ ମା’ଙ୍କ କ୍ଷୀର ଅନଲାଇନରେ କିଣୁଛନ୍ତି, ଯାହାକୁ ସେମାନେ ମାଂସପେଶୀ ବୃଦ୍ଧିର ‘ଗୁପ୍ତ ଶକ୍ତି’ ବୋଲି ମନେ କରୁଛନ୍ତି। ଏହି ଚାହିଦା…
କଳିଙ୍ଗା ଘାଟି ବିକଳ୍ପ ରାସ୍ତା ପାଇଁ ଅନୁଧ୍ୟାନ ଆରମ୍ଭ
ଭଞ୍ଜନଗର,୧୭ା୧୦(ବାବୁଲା ପ୍ରଧାନ): ଭୂସ୍ଖଳନରେ ଭୁଶୁଡ଼ି ପଡିଥିବା କଳିଙ୍ଗା ଘାଟି ରାସ୍ତା କାମ ମାସକ ପରେ ବି ସରିନାହିଁ। ଜାତୀୟ ରାଜପଥ କର୍ତ୍ତୃପକ୍ଷ ଜନସାଧାରଣ ଆବଶ୍ୟକତାକୁ ଗୁରୁତର ଭାବେ ନ ନେବା ଯୋଗୁ କାମ ମନ୍ଥର ଗତିରେ ଚାଲିଛି। ଆସନ୍ତା ୨୫ ତାରିଖ…
Archives


