ଆଜି ଅପରାହ୍ନରେ ଚାଲିବନି ‘ଆମ ବସ୍’
ଭୁବନେଶ୍ୱର, ୨୦ା୧୦: ଦୀପାବଳି ପାଇଁ ସୋମବାର ଅପରାହ୍ନରେ ‘ଆମ ବସ୍’ ଚଳାଚଳ କରିବ ନାହିଁ। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍)ର ସୂଚନାନୁସାରେ, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆମ ବସ୍ ଚାଲିବ। ଏହାପରଠାରୁ କୌଣସି ରୁଟ୍ରେ ଆମ ବସ୍ ଚାଲିବ ନାହିଁ।…
ଦୀପାବଳିରେ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
ଭୁବନେଶ୍ୱର,୨୦।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ ଥିବା ବେଳେ ସୋମବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଭରିଛନ୍ତି। ୧୮ରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ଉଭୟ ଭାଜପା ଓ କଂଗ୍ରେସ। ଭାଜପାରୁ ଜୟ ଢୋଲକିଆ ନାମାଙ୍କନପତ୍ର…
ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ
ପୁରାଣ ପ୍ରସିଦ୍ଧ ଶକ୍ତିପୀଠ ଭଦ୍ରକାଳୀ ପୀଠ। ପ୍ରତିବର୍ଷ କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞ ସହ ମା’ଙ୍କର ସପ୍ତମାତୃକା ବେଶ ହୋଇଥାଏ। ଚଳିତବର୍ଷ ସୋମବାରଠାରୁ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ପୂଜା ପାଇବେ। ଏଥିସହ…
‘ଯେଉଁମାନେ ନିଜ ଦମ୍ରେ ଲଢ଼ନ୍ତି, ସେମାନଙ୍କର ସର୍ବଦା ବିଜୟ ହୁଏ’, INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୦।୧୦: ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ। ସୈନିକମାନଙ୍କୁ ସମ୍ବୋଧିତ କରି…
ପରିବା କିଆରି ଉପରେ ଅପରାଧୀଙ୍କ ଲୋଲୁପ ଦୃଷ୍ଟି: ପୂର୍ବରୁ ମାରିଥିଲେ ଲଟାମରା ଔଷଧ, ଏବେ…
ବରଗଡ଼,୨୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ କିଛିଦିନ ହେଲା ଚାଷୀଙ୍କ ପରିବା କିଆରି ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି ପଡ଼ିଛି। ପ୍ରଥମେ ବରଗଡ଼ ଜିଲା ଜମୁର୍ଡା ଗ୍ରାମରେ ଚାଷୀଙ୍କ କୋବି ଫସଲରେ ଦୁର୍ବୃତ୍ତମାନେ ଲଟାମରା ଔଷଧ ସିଞ୍ଚନ କରିଥିଲେ। ଫଳରେ ସେହି ଫସଲ…
ଦଲାଲ ସକ୍ରିୟ, ପନିପରିବା ଚାଷୀ ନିରାଶ, ୧୨୦ରୁ ଖସୁନି ଦର
ଦାରିଙ୍ଗବାଡ଼ି,୨୦ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ମାସ ହେଲା ବର୍ଷା ପନିପରିବା ଚାଷୀଙ୍କୁ ଦାଉ ସାଧିଛି। ଚଳିତ ବର୍ଷ ଅଦିନିଆ ବର୍ଷାରୁ ଆରମ୍ଭ ପରେ ମୌସମୀ ବର୍ଷା ଓ ବାରମ୍ବାର ଏକାଧିକ ଥର ଲଘୁଚାପ ଜନିତ ବର୍ଷା…
ନୌସେନା ଯବାନଙ୍କ ସହ ଏଥର ଦୀପାବଳି ପାଳିବେ ମୋଦି
ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୀପାବଳିରେ ଗୋଆ ଉପକୂଳରେ ଭାରତୀୟ ନୌସେନା କର୍ମଚାରୀଙ୍କ ସହିତ ଦୀପାବଳି ପାଳନ କରିବେ। ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣର ଭାରତର ପ୍ରତିକ୍ରିୟା ଅପରେଶନ ସିନ୍ଦୂରର ସଫଳତାକୁ ଦୀପାବଳି ସହିତ ପାଳନ କରିବେ।…
WhatsApp ବ୍ୟବହାରକାରୀଙ୍କୁ ବଡ଼ ଝଟକା! ChatGPT ବ୍ୟବହାର କରିବାକୁ ଅନୁମତି ଦେବନି ମେଟା, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୨୦।୧୦: ହ୍ବାଟ୍ସଆପ ବ୍ୟବହାରକାରୀମାନେ ଆଉ ଥାର୍ଡ ପାର୍ଟି AI ଚାଟବଟ୍ସ ବ୍ୟବହାର କରିପାରିବେ ନାହିଁ। ମେଟା ଘୋଷଣା କରିଛି ଯେ କେବଳ ମେଟା AI ଆସିଷ୍ଟାଣ୍ଟକୁ ହ୍ବାଟ୍ସଆପରେ ଅନୁମତି ଦିଆଯିବ, ଏବଂ ଅନ୍ୟ ସମସ୍ତ ଥାର୍ଡ ପାର୍ଟି AI ଚାଟବଟ୍ସ ଉପରେ…
ଚାଷୀଙ୍କ ଖାତାକୁ କେବେ ଆସିବ ପିଏମ କିଷାନ ଟଙ୍କା? ଆସିଲା ବଡ଼ ଅପଡେଟ୍…
ନୂଆଦିଲ୍ଲୀ,୨୦।୧୦: କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା ଚଳାଇଛନ୍ତି, ଯାହା ଲକ୍ଷ ଲକ୍ଷ ଚାଷୀଙ୍କୁ ସିଧାସଳଖ ଲାଭ ପହଞ୍ଚାଉଛି। ଆଜି ମଧ୍ୟ ଦେଶର ଅନେକ ଚାଷୀ ଆର୍ଥିକ ଭାବରେ ଅସୁରକ୍ଷିତ ଅଛନ୍ତି। ତେଣୁ ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ…
ରକ୍ତଚାପ କମାଇବ ଯୋଗ
ରକ୍ତଚାପ ବା ବ୍ଲଡ ପ୍ରେସର ଏବେ ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ହେଲେ ଏହାକୁ ହାଲୁକା ଭାବରେ ନେବା ଆଦୌ ଠିକ୍ ନୁହେଁ। କାରଣ ଯଦି ରକ୍ତଚାପ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲା ତେବେ ତାହା ପରୋକ୍ଷରେ ଆଉ କେତେକ…
ଭାରତର ପରାଜୟ ପରେ ଅଧିନାୟକ ଗିଲଙ୍କ ଉପରେ ରାଗିଗଲେ ଗମ୍ଭୀର! କ୍ୟାମେରାରେ କଏଦ୍ ହେଲା ସବୁ ଘଟଣା…
ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ପର୍ଥରେ ଶୁଭମନ ଗିଲ ଏବଂ ମୋର୍ନେ ମୋର୍କେଲଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ମ୍ୟାଚ ଫଳାଫଳରେ କୋଚ ବିରକ୍ତ ହୋଇ ଅଧିନାୟକ…
୨୩ରେ ଅବପାତ ରୂପ ନେବ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ପବନ ସହ ବଜ୍ରପାତ, ଏସବୁ ଜିଲାକୁ ସତର୍କ ସୂଚନା
ଭୁବନେଶ୍ୱର,୨୦ା୧୦: ଆସୁଛି ଲଘୁଚାପ। ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ୨୩ ତାରିଖରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…
Archives


