ଓଡ଼ିଶାରେ ହଲଚଲ: ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ବଡ଼ ନେତା
ଭୁବନେଶ୍ୱର, ୧୦।୭: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ପୁଣି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଖବର ରାଜ୍ୟ ରାଜନୀତିରେ ଏକ ହଲଚଲ ସୃଷ୍ଟି କରିଛି। ଯାହା...
ହଠାତ୍ ନିଦରୁ ଉଠିଗଲେ ହୁଏ କି ହାର୍ଟଆଟାକ୍? ଡାକ୍ତର ଦେଲେ ଏହି ସଠିକ୍ ଉତ୍ତର…
ହଠାତ୍ ନିଦରୁ ଉଠିବା ପରେ କ’ଣ ହାର୍ଟ୍ଆଟାକ୍ ହୁଏ କି? ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଉଙ୍କି ମାରେ। ତେବେ ଗାଜିଆବାଦର ଏକ ହସ୍ପିଟାଲର ମେଡିସିନ ଏବଂ ଜେନେରାଲ ଫିଜିସିଆନ ଡକ୍ଟର କହିଛନ୍ତି, ନିଦ ଆମ ଶରୀର ପାଇଁ...
ବିହାର ନିର୍ବାଚନୀ ତାଲିକା ସଂଶୋଧନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିରୋଧୀଙ୍କୁ ଲାଗିଲା ଝଟକା
ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ବିହାରରେ ନିର୍ବାଚନ କମିଶନ (ଇସି) ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମରେ ଯୁକ୍ତି ଓ ବ୍ୟବହାରିକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି। ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା କେତେକ ଆବେଦନର...
ବିବାହର ୭ ମାସ ପରେ ବୋହୂଙ୍କୁ ବଳାତ୍କାର କଲେ ଶ୍ୱଶୁର: ସ୍ବାମୀ ଜାଣିବା ପରେ…
ଆଗ୍ରା,୧୦।୭: ଉତ୍ତର ପ୍ରଦେଶର ଆଗ୍ରାରୁ ଯୌତୁକ ନିର୍ଯାତନା, ଯୌନ ଶୋଷଣ ଏବଂ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ଚାପ ପକାଇବାର ଏକ ମାମଲା ସାମ୍ନାକୁ ଆସିଛି। ବିବାହର ୭ ମାସ ପରେ, ବିବାହିତ ମହିଳାଙ୍କ ବାପା ଜ୍ୱାଇଁ...
ଜମିରେ ପାଣି ମଡ଼ାଉଥିଲେ ଶଳା-ଭିଣୋଇ, ଶଟ୍ସର୍କିଟ୍ରେ ଚାଲିଗଲା ଦୁହିଁଙ୍କ ଜୀବନ
ଭବାନୀପାଟଣା/କୋକସରା,୧୦ା୭(ଉତ୍ତମ ଦାଶ/ଦୁଷ୍ମନ୍ତ କୁମାର ପାଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ୍ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଗୁରୁବାର ଏକ ଅଘଟଣ ଘଟିଛି। ଚାଷଜମିରେ ପାଣି ମଡ଼ାଉଥିବା ବେଳେ ବିଦ୍ୟୁତ ଆଘାତରେ ୨ ଚାଷୀଙ୍କ ମୃତ୍ୟୁହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା...
ଅଧରାତିରେ ଚୋର ଚୋର କହି ପିଟିଲେ, ସକାଳୁ କଲେ ଜ୍ୱାଇଁ: ଜାଣନ୍ତୁ ରାତିରେ ଏମିତି କ’ଣ ଘଟିଲା
ଜୌନପୁର,୧୦।୭:ଅଧରାତିରେ ଜଣେ ଯୁବକ ଗୋଟିଏ ଘରେ ପ୍ରବେଶ କରିଥିଲେ। ଠିକ ସେତିକିବେଳେ ଲାଇଟ ଜଳିଗଲା ଏବଂ ଘରର ଲୋକମାନେ ଉଠିପଡ଼ିଲେ। ଯୁବକକୁ ଦେଖିବା ମାତ୍ରେ ସେମାନେ ଚିତ୍କାର କଲେ, ଚୋର-ଚୋର। ସେମାନେ ତାଙ୍କୁ ଖୁବ୍ ପିଟିଲେ। ଯୁବକ ଜଣକ କହିବା...
ଡ୍ରାଇଭରଙ୍କ ଦାବି ମାନିନେବେ ସରକାର, ପ୍ରତିଶ୍ରୁତି ଦେଇ ମନ୍ତ୍ରୀ କହିଲେ…
ଭୁବନେଶ୍ୱର,୧୦ା୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗୁରୁବାର ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ। ଡ୍ରାଇଭରମାନଙ୍କ ପ୍ରାୟ...
କିମ ଜୋଙ୍ଗ ଉନ ପାଇଁ କାଳ ସାଜିଲେ ଏହି ମହିଳା: ଏବେ ନେବେ ପ୍ରତିଶୋଧ
ପ୍ୟାଙ୍ଗୟୋଙ୍ଗ,୧୦।୭: ପ୍ରଥମ ଥର ପାଇଁ ଉତ୍ତର କୋରିଆର ଶାସକ କିମ ଜୋଙ୍ଗଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଉତ୍ତର କୋରିଆରୁ ପଳାଇ ଆସିଥିବା ଜଣେ ବ୍ୟକ୍ତି ଦକ୍ଷିଣ କୋରିଆର ଏକ କୋର୍ଟରେ କିମଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥିରେ...
ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଶିକ୍ଷକଙ୍କୁ ଉଠାଇ ନେଲା ପୋଲିସ, ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ମାଇନା
ମହାକାଳପଡ଼ା,୧୦ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳର ଜଣେ ୩୯ ବର୍ଷିଆ ମହିଳାଙ୍କୁ ବତିଘର ଅଞ୍ଚଳର ଶିକ୍ଷକ ବଳାତ୍କାର କରିଥିବା ବୁଧବାର ଅଭିଯୋଗ ହୋଇଛି। ସରକାରୀ ଶିକ୍ଷକ ଜଣକ ହେଲେ ରଞ୍ଜିତ...
ନିଜ ଜାଲରେ ଫଶିଗଲା ଚାଇନା: ଭାରତରେ ବି ପଡ଼ିବ ପ୍ରଭାବ
ବେଜିଂ,୧୦।୭: ରେୟାର୍ ଆର୍ଥ ଏଲିମେଣ୍ଟ୍ସ ଉପରେ ଚାଇନା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଏହାର ନିଜ କମ୍ପାନୀଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରିପାରେ। ରେୟାର୍ ଆର୍ଥ ଏଲିମେଣ୍ଟ୍ସ କ୍ଷେତ୍ରରେ ଚାଇନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବଶାଳୀ। ଚାଇନା ବିଶ୍ୱର ସର୍ବବୃହତ...
ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ଚମକାଇଲା ପେଟ୍ରୋଲ ଦର! କିଛି ସମୟରେ…
ଭୁବନେଶ୍ୱର, ୧୦।୭: ଓଡ଼ିଶାରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ସପ୍ଲାଇ ପ୍ରଭାବିତ ହୋଇଛି। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଫଳରେ ଜଟଣୀ, ପାରାଦୀପ ଓ ବାଲେଶ୍ୱର ଭଳି ସ୍ଥାନରେ ତୈଳ ଡିପୋରୁ ପରିବହନ ସମ୍ପୂର୍ଣ୍ଣ...
ହିର୍ଲିପାଲିରେ ବ୍ୟାପୁଛି ଝାଡ଼ାବାନ୍ତି, ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ
ଅତାବିରା,୧୦ା୭(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲିପାଲି ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତ ୫ଦିନ ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଥିରୁ ୪ଜଣ...
Archives


