Home Left

କାଲିଠୁ ମିଳି ନ ପାରେ ପେଟ୍ରୋଲ-ଡିଜେଲ! ହଇରାଣରେ ପଡ଼ିବେ ଗାଡ଼ି ଚାଳକ…

ଭୁବନେଶ୍ୱର, ୯।୭(ଅନୁରାଧା ମହାରଣା): ବିଭିନ୍ନ ଟ୍ରେଡ୍‌ ୟୁନିୟନ ଏବଂ ଡ୍ରାଇଭର ମହାସଂଘର ବନ୍ଦ ଡାକରା ଯୋଗୁ ତୈଳ ସେବା ପ୍ରଭାବିତ ହୋଇଛି। ଭାରତ ବନ୍ଦ ପାଇଁ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ କୌଣସି ଘୋଷଣା ହୋଇ ନ ଥିଲା।...

୬ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର,୯।୭(ଅନୁରାଧା ମହାରଣା): ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବଜ୍ରପାତ ସହ ପ୍ରବଳ ବର୍ଷା ହେବା ନେଇ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରକୁ...

କାରରେ ଆସି ଗୁହାଳରୁ ନେଇଗଲେ ଛେଳି

ପାଟଣା,୯।୭(ବୀରକିଶୋର ଦାଶ):ଦିନ ଦ୍ୱିପ୍ରହରରେ କାରରେ ଆସିଲେ। ଗୁହାଳୁ ଛେଳି ନେଇ ଚାଲିଗଲେ । କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣି ଗ୍ରାମର ହୃଷିକେଶ ମହାନ୍ତଙ୍କ ଗୁହାଳୁ ବୁଧବାର ଅପରାହ୍ନରେ କାରରେ ଆସି ୩ ଛେଳି ଚୋରି କରିନେଇଛନ୍ତି। ଛେଳି ଗୁଡ଼ିକର...

ବିଜେଡିକୁ ବଡ଼ ଝଟ୍‌କା: ଦଳରୁ ଇସ୍ତଫା ଦେଲେ…

ଭୁବନେଶ୍ୱର,୯।୭: ବିଜୁ ଜନତା ଦଳ(ବିଜେଡି)କୁ ବଡ଼ ଝଟ୍‌କା। ଦଳରୁ ବୁଧବାର ଇସ୍ତଫା ଦେଇଛନ୍ତି ସୁନୀତା ବିଶ୍ବାଳ। ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ...

ଆପାର୍ଟମେଣ୍ଟରୁ ମିଳିଲା ଅଭିନେତ୍ରୀଙ୍କ ଗଳିତ ମୃତଦେହ, ପ୍ରଶଂସକ ସ୍ତବ୍ଧ; ମୃତ୍ୟୁକୁ ନେଇ…

ଇସଲାମାବାଦ: ପାକିସ୍ତାନର ଖ୍ୟାତନାମା ଅଭିନେତ୍ରୀ ହୁମାଇରା ଅସଗର ଆଉ ନାହାନ୍ତି। କରାଚି ସ୍ଥିତ ନିଜ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ଜବତ କରାଯାଇଛି। ସନ୍ଦିଗ୍ଧ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ପୋଲିସ ମୃତଦେହ ଜବତ କରିବା ବେଳକୁ ତାହା...

ରାଷ୍ଟ୍ରୀୟ ପରିଷଦ ସଦସ୍ୟା ମମିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପାଟଣା,୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ଖଜିରାପାଟ ଗ୍ରାମର ବରିଷ୍ଠ ଭାଜପାନେତ୍ରୀ ତଥା ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ମଙ୍ଗଳବାର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଏଥି ସକାଶେ...

ଟ୍ରମ୍ପଙ୍କୁ ଡ୍ରୋନ ହମଲାର ଧମକ: ଇରାନର ବରିଷ୍ଠ ଅଧିକାରୀଙ୍କ ଖୋଲା ଚେତାବନୀ

ତେହେରାନ/ୱାଶିଂଟନ,୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନ ନେଇ ଖୋଲାଖୋଲି ଧମକ ଦେଇଛନ୍ତି। ଲାରିଜାନୀ କହିଛନ୍ତି, ଟ୍ରମ୍ପ ଯେତେବେଳେ ତାଙ୍କ ଫ୍ଲୋରିଡାସ୍ଥିତ ବିଳାସପୂର୍ଣ୍ଣ ବାସଭବନ ମାର-ଏ-ଲାଗୋରେ ସୂର୍ଯ୍ୟକିରଣରେ...

ସାରା ତେନ୍ଦୁଲକରଙ୍କ ମୁହଁକୁ ବି ଚାହିଁଲେ ନାହିଁ ଗିଲ, ଭାଇରାଲ Videoକୁ ନେଇ…

ନୂଆଦିଲ୍ଲୀ,୯।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ ଏବଂ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଉଭୟଙ୍କୁ ଇଂଲଣ୍ଡରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଗିଲ...

ଭାରତରେ ସଟେଲାଇଟ ଇଣ୍ଟରନେଟ ପାଇଁ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଅନୁମୋଦନ

ନୂଆଦିଲ୍ଲୀ,୯।୭: ଭାରତର ଡିଜିଟାଲ ସଂଯୋଗୀକରଣ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଓ ଅନୁମୋଦନ କେନ୍ଦ୍ର (ଆଇଏନ-ସ୍ପେସ) ନୂଆଦିଲ୍ଲୀସ୍ଥିତ ଏମ/ଏସ ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ୍ସ ପ୍ରାଇଭେଟ ଲିମିଟେଡ (ଏସଏସସିପିଏଲ)କୁ ଷ୍ଟାରଲିଙ୍କ ଜେନ୧ ଲୋ ଆର୍ଥ...

ବାପା ହେବେ ବଲିଉଡ୍‌ର ଏହି ଅଭିନେତା, ଘରକୁ ଆସିବେ କୁନି ଅତିଥି 

ମୁମ୍ବାଇ: ଅପକମିଂ ଫିଲ୍ମ ’ମାଲିକ’ ପାଇଁ ଖବରରେ ଥିବା ରାଜକୁମାର ରାଓ ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏଥିନେଇ ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି। ସୋସିଆଲ ମିଡିଆରେ ସେ କରିଥିବା ପୋଷ୍ଟ ପରେ  ପ୍ରଶଂସକମାନେ ଉଭୟଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ରାଜକୁମାର...

କଂଗ୍ରେସ ଏସସି ସେଲ: ରାଜ୍ୟ ଉପସଭାପତି ହେଲେ ଚିତ୍ତରଞ୍ଜନ ନିଆଲ

ଭବାନୀପାଟଣା,୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ଚିତ୍ତ ରଞ୍ଜନ ନିଆଲ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁସୂଚିତ ଜାତି ବିଭାଗ ବା ଏସସି ସେଲର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି ।...

୨୦୨୫ରେ ଆସିବ କି ନାହିଁ ରିଲାଏନ୍ସ ଜିଓର IPO, ଆସିଲା ବଡ଼ ଅପ୍‌ଡେଟ୍‌…  

ନୂଆଦିଲ୍ଲୀ,୯।୭: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଟେଲିକମ ଏବଂ ଡିଜିଟାଲ କମ୍ପାନୀ ରିଲାଏନ୍ସ ଜିଓ ପ୍ଲାଟଫର୍ମର IPO ଚଳିତ ବର୍ଷ ଆସିବ ନାହିଁ। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଜିଓ ପ୍ଲାଟଫର୍ମର IPO ବିଳମ୍ବ ହେବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri