ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ
ବରଗଡ଼,୨୨ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଜଣେ ମହିଳାଙ୍କ ଆତ୍ମାହୁତି ଧମକ ଚର୍ଚ୍ଚାର ବିଷୟ ହୋଇଛି। ମହିଳା ଜଣକ ଭଟଲି ବ୍ଲକ ଚଢେଇଗାଁ ଗ୍ରାମର। ତାଙ୍କୁ ନ ଜଣାଇ ତାଙ୍କ ଜମିରେ କୁଟୀରଶିଳ୍ପ ତିଆରି ହୋଇଛି ଏବଂ ଏ…
ନ୍ୟାୟ ଦାବିରେ ଧାରଣାରେ ବସିଲେ ଲରମ୍ଭା ପ୍ୟାକ୍ସ ପୂର୍ବତନ ସହ-ସମ୍ପାଦକ ଦମ୍ପତି
ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଲରମ୍ଭା ପ୍ରାଥମିକ କୃଷି ସମବାୟ ସମିତି ଲିଃ (ପ୍ୟାକ୍ସ)ର ପୂର୍ବତନ ସହକାରୀ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ତାଙ୍କ ଉପରେ ଅନ୍ୟାୟ ଏବଂ ଲରମ୍ଭା ପ୍ୟାକ୍ସରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବୁଧବାର…
କର୍ଲାମୁଣ୍ଡା ବ୍ଲକରେ ଯୋଗ ଦେଲେ ନୂତନ ବିଡିଓ, କହିଲେ ଅଞ୍ଚଳରେ ହେଉଥିବା…
ରିଷିଡ଼ା,୨୨ା୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ଭାବେ ସୁଶ୍ରୀ ସୁଚରିତା ମୁଗ୍ରୀ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ବଲାଙ୍ଗୀର ଜିଲାରେ ଡେପୁଟି କଲେକ୍ଟର ଭାବରେ କାର୍ଯ୍ୟରତ ଥିଲେ। ଏଥିରେ ବ୍ଲକ ଭାଜପା…
ସମ୍ଭାବ୍ୟ ବାତ୍ୟାକୁ ନେଇ ଏମିତି କହିଲେ ଆଇଏମ୍ଡି
ଭୁବନେଶ୍ୱର,୨୨ା୧୦: ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନିମନ୍ତେ କୃଷି ବିଭାଗର ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶୁଭମ୍…
ଆଇନଜୀବୀ ପୀତବାସ ହତ୍ୟା ମାମଲା: ପୂର୍ବତନ ବିଧାୟକ-ମେୟରଙ୍କ ସମେତ ୧୨ ଗିରଫ
ବ୍ରହ୍ମପୁର,୨୨ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ପୋଲିସ ବିଜେଡିର ଗଞ୍ଜାମ ଜିଲା ସଭାପତି ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା(୫୧) ସମେତ ମୋଟ୍ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି…
ସାଲୁର୍ ଘାଟିରେ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା: ଦୀର୍ଘ ସମୟ ଧରି ରାସ୍ତା ଜାମ
ପଟ୍ଟାଙ୍ଗି,୨୨।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ସାଲୁର୍ ଘାଟିରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିବା ଫଳରେ ଉଭୟ ଆନ୍ଧ୍ର ଓଡ଼ିଶାର କୋରାପୁଟ ଅଭିମୁଖେ ଆସିଥିବା ରାସ୍ତା ଜାମ ରହିଥିବା ବେଳେ ଅନେକ ଗାଡ଼ି ଅଟକି ରହିଛି…
ଘୋଡାହାଡ ଡ଼୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନଦୀ ତଟବର୍ତ୍ତିି ଗ୍ରାମରେ ସତର୍କ ସୂଚନା ଜାରି
ଦିଗପହଣ୍ଡି,୨୨।୧୦(ଅଶେଷ ନାଥ ମିଶ୍ର) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଶୁକ୍ରବାରଠାରୁ ଆସନ୍ତା ୩୦ ତାରିଖ ଯାଏ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ…
ରାଜନୈତିକ ପତିଆରା ବଢାଇବାକୁ ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
ଗଞ୍ଜାମ,୨୨।୧୦: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍ପି ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା।…
ବେଙ୍ଗାଲୁରୁରେ ଲିଭ୍-ଇନ୍ ରେ ରହୁଥିବା ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ବେଙ୍ଗାଲୁରୁ,୨୨।୧୦: ବେଙ୍ଗାଲୁରୁର ଦକ୍ଷିଣ ଜିଗାନି ଅଞ୍ଚଳରେ ଏକ ଭଡ଼ା ଘରୁ ଓଡ଼ିଶାର ଏକ ଲିଭ୍-ଇନ୍ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଏହାକୁ ଘରୋଇ କଳହ ପରେ ଆତ୍ମହତ୍ୟା ଉଦ୍ୟମ ବୋଲି ସନ୍ଦେହ କରୁଛି। ମୃତକ ଦୁଇଜଣ ହେଲେ ସୀମା ନାୟକ…
ନୂୂଆପଡ଼ା ଉପ ନିର୍ବାଚନ ପୂର୍ବରୁ : ଘନ ଘନ ଚଢ଼ାଉ
ଖଡ଼ିଆଳ,୨୨।୧୦(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ଥାନା ଅନ୍ତର୍ଗତ ବରଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ଯେ, ମଙ୍ଗଳବାର ସାରେ ବରଗାଁ କେନାଲ ଛକଠାରେ ଅବକାରୀ…
୧୨ ଘଣ୍ଟାରେ ଅବପାତ
ଭୁବନେଶ୍ୱର,୨୨।୧୦: ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହେଉଛି। ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ। ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ରହତିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୫ ଦିନ…
SHG ମହିଳାଙ୍କୁ ସରକାରୀ ଚାକିରି, ୩୦,୦୦୦ ଟଙ୍କା ଦରମା ଦେବାକୁ ତେଜସ୍ୱୀଙ୍କ ଘୋଷଣା
ପାଟନା,୨୨।୧୦: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବିହାରରେ ଏକ ବଡ଼ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ସ୍ୱୟଂ ସହାୟକ ଗୋଷ୍ଠୀରେ କାମ କରୁଥିବା ମହିଳା, ଯେଉଁମାନେ ‘ଜୀବିକା ଦିଦି’ ଭାବରେ ଜଣାଶୁଣା, ସେମାନଙ୍କୁ ସ୍ଥାୟୀ…
Archives


