କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି
ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା)- କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
ଏସଏନଏଲଡିରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
କୋରାପୁଟ,୧୧ା୭(ଅମିତାଭ ବେହେରା)-କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ(ଏସଏନଏଲଡି)ର ନୂତନ ଡିନ ଭାବେ ପ୍ରଫେସର ଡାକ୍ତର ହରେକୃଷ୍ଣ ଦଳାଇ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରଫେସର ଦଳେଇ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ କିଛି ବର୍ଷ କାର୍ଯ୍ୟ...
ଗଞ୍ଜେଇ ଭର୍ତ୍ତି କାର ଜବତ
ତୁମୁଡ଼ିବନ୍ଧ,୧୧ା୭ (ଦିପକ କୁମାର ପରାସେଠ):ତୁମୁଡ଼ିବନ୍ଧ ଥାନା ଆନ୍ତର୍ଗତ କାଳିସାପାଦର ରାସ୍ତା ୫ନଂ. ରାଜ୍ୟ ରାଜପଥରେ ଏକ ଗଞ୍ଜେଇ ଭର୍ତ୍ତି କାର ଜବତ କରାଯାଇଛି। ସୂଚନା ଅନୁସାରେ ବାଲୁଗୁଡାଠାରୁ ମୁନିଗୁଡା ଅଭିମୁଖେ ଏକ କାର (ଓଡି ୦୫ଏ ୩୨୯୧) ଗାଡ଼ି ସହ...
ଅଧା ବାଟରେ ଛାଡି ଚାଲିଯାଇଥିଲା ସକ୍ଷୀ ଗାଡ଼ି: ରାସ୍ତା କଡ଼ରେ ସନ୍ତାନ ଜନ୍ମଦେଲେ ମାନସିକ ବିକାରଗସ୍ତ ଯୁବତୀ
ତୁମୁଡିବନ୍ଧ, ୧୧।୭(ଦୀପକ କୁମାର ପରାସେଠ): ରାସ୍ତା କଡ଼ରେ ଜଣେ ମାନସିକ ବିକାରଗସ୍ତ ଯୁବତୀ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରରୁ ସକ୍ଷୀ ପରିବହନରେ ଘରକୁ ଆସିିବା ସମୟରେ ବାଟରେ ସନ୍ତାନ ପ୍ରସବ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ...
କାଲିଠୁ ୧୭ ଯାଏ ଛେଚିବ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା) – ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପିତିନଠାରୁ ୫.୮ କି.ମି. ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ...
ପିଇଓଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ ମାମଲାର ଆସିଲା ବଡ଼ ରାୟ
ଭବାନୀପାଟଣା,୧୧।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚାରଭାଟି ପଞ୍ଚାୟତରେ ଗତ ୨୦୨୨ରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଯୋଗାଣ...
ସକାଳେ ଖାଲି ପେଟରେ ଚା’ ପିଉଛନ୍ତି କି? ଦେଖାଦେଇପାରେ ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟା, ଜାଣନ୍ତୁ କ’ଣ କୁହନ୍ତି…
ଭାରତରେ ଚା’ ବିନା ଦିନର ଆରମ୍ଭ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଚା’ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା...
ସୀମାନ୍ତରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗି ତହସିଲ
ପଟ୍ଟାଙ୍ଗି,୧୧ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ର ପ୍ରଦେଶ ସାଲୁର ବ୍ଲକ୍ର ଏକ ସ୍ବାସ୍ଥ୍ୟ ଟିମ୍ ଅନୁପ୍ରବେଶ କରି ସ୍ବାସ୍ଥ୍ୟ ଶିବିରକୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆ ଶୁକ୍ରବାର...
ଡ୍ରାଇଭର୍ ଆନ୍ଦୋଳନକୁ ବଡ଼ ଝଟ୍କା, ବନ୍ଧା ହେବେ ମେଣ୍ଡୁଲି?
ଭୁବନେଶ୍ୱର,୧୧।୭: ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ନାଁରେ ଏତଲା। ମେଣ୍ଡୁଲିଙ୍କ ନାଁରେ ଏତଲା ଦେଇଛି ମିନି ଟ୍ରକ ମାଲିକ ସଂଘ। ଏହି ଏତଲା ସମ୍ପର୍କରେ ସବିଶେଷ ତଥ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିବା ବେଳେ, ଏହା...
ପୁଅ ବଦଳରେ ମା’ଙ୍କୁ ଇଞ୍ଜେକ୍ଶନ ଦେଇଦେଲେ ଷ୍ଟାଫନର୍ସପରେ…
ଖଡ଼ିଆଳ,୧୧ା୭ (ସୁଜିତ କୁମାର ପ୍ରଧାନ):ପୁଅ ବଦଳରେ ମା’ଙ୍କୁ ଇଞ୍ଜେକଶନ ଦେଲେ ଜଣେ ଷ୍ଟାଫନର୍ସ। ଶୁକ୍ରବାର ଏଭଳି ଏକ ଘଟଣା ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ଷ୍ଟାଫ୍ନର୍ସ ଘଟଣାକୁ ଅସ୍ବୀକାର କରିଥିବାବେଳେ ମେଡିକାଲ ଇନ୍ଚାର୍ଜ ଏହାର...
ହଇଜା ନେଲା ଜୀବନ: ପ୍ରଶାସନର ବିଫଳତାକୁ ପ୍ରଘଟ କଲେ ବିଭିନ୍ନ ଯୋଜନାରୁ ପଡିବେ ବାଦ୍…
ଦିଗପହଣ୍ଡି,୧୧।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଦୁର୍ଗମ ଉସ୍ତପଲ୍ଲୀ ଗ୍ରାମରେ ହଇଜା ସଂକ୍ରମିତ ଜଣେ ଶିଶୁ ଶୁକ୍ରବାର ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁବାର ସେ ବ୍ରହ୍ମପୁର ବଡ ମେଡିକାଲରୁ...
ନିଜ ମା’କୁ ହିଁ ବାହା ହେଇଗଲା ପୁଅ, ବାପା କହିଲେ, ପାଦ ଛୁଇଁ ଛୁଇଁ…
ନୂଆଦିଲ୍ଲୀ, ୧୧।୭: ହରିୟାଣାର ନୂହ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ତାଙ୍କ ମା’ଙ୍କୁ ବିବାହ କରିଛନ୍ତି। ଏପର୍ଯ୍ୟନ୍ତ ଆପଣ ଭାଇ-ଭଉଣୀ ଖୁଡି-ପୁତୁରା ପିଇସୀ-ପୁତୁରାଙ୍କ ବିବାହର ଖବର ଜାଣିଥିବେ, କିନ୍ତୁ ହରିୟାଣାର ନୁହରେ ଏପରି ଏକ...
Archives


