ଛଟ୍ ଘାଟରେ ବୁଡି ନାବାଳକ ନିଖୋଜ
ରାଉରକେଲା,୨୬।୧୦(ସଙ୍ଗୀତା ଜେନା): ରାଉରକେଲା ସେକ୍ଟର ୧୯ଥାନା ଅନର୍ଗତ ହମିରପୁର ଛଟ୍ ଘାଟରେ ରବିବାର ସକାଳେ ଜଣେ ନାବାଳକ ବୁଡି ନିଖୋଜ ହୋଇଛନ୍ତି। ନାବାଳକ କୋଏଲ ନଦୀରେ ବୁଡି ନିଖୋଯ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଁଞ୍ଚି ଉଦ୍ଧାର କାର୍ଯ୍ୟ…
ଇକୋ ରିଟ୍ରିଟ୍ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ…
ଦାରିଙ୍ଗବାଡ଼ି,୨୬ା୧୦(ଅରୁଣ ସାହୁ): ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର ପରିଦର୍ଶନ କରିଛନ୍ତି। ସେ କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ କଫି…
ଚମକାଇଲା ବାତ୍ୟା ଖବର! ପୁରୀରେ ହାଇ ଆଲର୍ଟ, ଆଜି ରାତିରେ…
ଭୁବନେଶ୍ୱର,୨୬ା୧୦: ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ। ଆଗାମୀ ୧୨ ଘଣ୍ଟାରେ ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଆଜି…
ଆସ ଫେରିଯିବା ରେଡ଼ିଓ ଯୁଗକୁ ,ମୋବାଇଲକୁ ଟିକେ ଦୁରେଇ
ଧର୍ମଶାଳା,୨୬।୧୦(ଶିବପ୍ରସାଦ ମହାନ୍ତି): ଯାଜପୁରରେ ଧୁମ୍ ଧାମରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ଚାଲିଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ବଡ଼ ବଡ଼ ତୋରଣ ସାଙ୍ଗକୁ ବିଭିନ୍ନ ରଙ୍ଗର ଲାଇଟ୍ରେ ଝଲୁସୁଛି ସହର। ପାଖାପାଖି ୪୬ଟି ମଣ୍ଡପରେ ପୂଜାଚର୍ନା ଚାଲିଥିବା ବେଳେ…
ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ୨୧ ଦିନ ପରେ ସ୍ବାମୀ ଏବିଡିିଓ ଗିରଫ
ହାଟଡିହୀ,୨୬।୧୦(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ଗ୍ରାମରେ ୨ ଅକ୍ଟୋବରରେ ଏବିଡ଼ିଓ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨ )ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର ଥିବା ବେଳେ…
୩ ଦିନରେ ହେବ ଜିଏସ୍ଟି ପଞ୍ଜୀକରଣ
ଭୁବନେଶ୍ୱର,୨୬।୧୦: କେନ୍ଦ୍ର ସରକାର ନଭେମ୍ବର ପହିଲାରୁ ସାମଗ୍ରୀ ଓ ସେବା କର (ଜିଏସ୍ଟି) ପାଇଁ ଏକ ନୂଆ ଓ ସରଳ ପଞ୍ଜୀକରଣ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ନୂଆ ଆବେଦନକାରୀମାନଙ୍କୁ କେବଳ ୩ କାର୍ଯ୍ୟ ଦିବସ ଭିତରେ…
ଭାରତର ଅର୍ଥନୀତି ୬.୬% ବଢ଼ିବା ନେଇ ଆକଳନ
ଭୁବନେଶ୍ୱର,୨୬।୧୦: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ନୂଆ ବିଶ୍ୱ ଅର୍ଥନୀତି ରିପୋର୍ଟରେ ଭାରତୀୟ ଅର୍ଥନୀତିକୁ ନେଇ ସକାରାତ୍ମକ ଅନୁମାନ କରାଯାଇଛି। ୨୦୨୫-୨୬ରେ ଭାରତର ଅର୍ଥନୀତି ୬.୬ ପ୍ରତିଶତ ବଢ଼ିବ, ଯାହା ବିଶ୍ୱର ସବୁଠାରୁ ଦ୍ରୁତ ବଢ଼ୁଥିବା ବଡ଼ ଅର୍ଥନୀତି ହେବ। ଆଇଏମଏଫ…
ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଲା
ମହାକାଳପଡ଼ା, ୨୬।୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ କଣ୍ଟିଲୋ ଛକରେ ଶନିବାର ଅପରାହ୍ନରେ ଏକ ରାସ୍ତା ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଛି। ତେବେ ଏକ ଜମି କିଣାବିକାକୁ ନେଇ ଏହି ଗଣ୍ଡଗୋଳର ସୂତ୍ରପାତ…
ଏଇ ଭାରତରେ
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ଅନୁକୂଳ ବାସସ୍ଥାନର ଅଭାବ ଯୋଗୁ ଅନେକ ପ୍ରାଣୀ ଏବେ ବିଲୁପ୍ତିର ଦ୍ୱାରଦେଶରେ। ଏମାନଙ୍କ ମଧ୍ୟରେ ରହିଛି କୃଷ୍ଣସାର ମୃଗ। ଏହିକ୍ରମରେ ଛତିଶଗଡ଼ର ବାଲଦାବଜାର ଜିଲା ଅନ୍ତର୍ଗତ ବରଓ୍ବାଁପଡ଼ା ଅଭୟାରଣ୍ୟରୁ ୧୯୭୦ ଦଶକରେ ଏହି ପ୍ରଜାତିର ମୃଗ…
‘ବର୍ନିଂ ଆର୍ଥ’ର ରୂପକାର
ଭାରତୀୟ ବଂଶୋଦ୍ଭବ ଇତିହାସକାର ସୁନୀଲ ଅମ୍ରିତଙ୍କୁ ୨୦୨୫ ବ୍ରିଟିଶ ଏକାଡେମୀ ବୁକ୍ ପ୍ରାଇଜ୍ର ବିଜେତା ଘୋଷଣା କରାଯାଇଛି। ତାଙ୍କ ପୁସ୍ତକ ‘ଦ ବର୍ନିଂ ଆର୍ଥ: ଆନ୍ ଏନ୍ଭାଇରନ୍ମେଣ୍ଟାଲ ହିଷ୍ଟ୍ରି ଅଫ୍ ଦ ଲାଷ୍ଟ୍ ଫାଇଭ୍ ହଣ୍ଡ୍ରେଡ୍ ଇୟର୍ସ’ରେ ମାନବ ଉଚ୍ଚାକାଂକ୍ଷା କିପରି…
ନୈତିକ ଶିକ୍ଷାର ମହାପ୍ରୟାଣ
ସମସ୍ତ ଦାନ ମଧ୍ୟରେ ଶିକ୍ଷାଦାନର ସ୍ଥାନ ଅତି ଉଚ୍ଚରେ। ସେଥିପାଇଁ ପ୍ରତ୍ୟେକ ଦାନ ସହ ଦକ୍ଷିଣା ଦିଆଯାଉଥିବା ବେଳେ ଶିକ୍ଷାଦାତାଙ୍କୁ ଦକ୍ଷିଣା ଦିଆଯାଇଥାଏ। ଏହାକୁ ଗୁରୁଦକ୍ଷିଣା କୁହାଯାଏ। ପ୍ରତ୍ୟେକ ଦାନରେ ଦାତା,ଗ୍ରହୀତା ରହିଥାନ୍ତି। କିନ୍ତୁ ବିଦ୍ୟାଦାନରେ ବିଦ୍ୟାଦାତା ଗୁରୁ ଓ ଗ୍ରହୀତା…
ମମ୍ଦାନିଙ୍କ ମଡେଲ
ଗୁଜରାଟୀ ପିତା ଓ ପଞ୍ଜାବୀ ମାତାଙ୍କ ସନ୍ତାନ ଭାବେ ଜୋହରାନ ମମ୍ଦାନି ଜୁନ୍ରେ ଡେମୋକ୍ରାଟିକ୍ ପାର୍ଟିର ନୋମିନେଶନ ବା ପ୍ରାର୍ଥତ୍ତ୍ୱ ହାସଲ କରିବା ପରେ ୪ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ନ୍ୟୁୟର୍କ ସହରର ମେୟର ହେବା ସମ୍ଭାବନା ଦେଖାଦେଇଛି।…
Archives


