ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ବିତାଇବା ପରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ତାଙ୍କର ପ୍ରତ୍ୟାବର୍ତ୍ତନ ଆକ୍ସିଅମ-୪ ମିଶନ ମାଧ୍ୟମରେ...
ପୂରୀ ମୁକ୍ତିମଣ୍ଡପ ପଣ୍ଡିତ ପୁରୁଷୋତ୍ତମପୁରରେ: ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ କଲେ ସମୀକ୍ଷା
ପୁରୁଷୋତ୍ତମପୁର,୧୪।୭(ସୀମାଞ୍ଚଳ ମିଶ୍ର):ପୁରୀ ଜଗନ୍ନାଥ ମନ୍ଦିର ମୁକ୍ତିମଣ୍ଡପର ପଣ୍ଡିତମଣ୍ଡଳୀ ପକ୍ଷରୁ ସୋମବାର ପୁରୁଷୋତ୍ତମପୁର ରଥସାହି ବିଜେ ଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀରେ ପଣ୍ଡିତ ବିଶ୍ୱମ୍ବର ଦାଶ, ଦୂର୍ଗାପ୍ରସାଦ ମିଶ୍ର, ପ୍ରଫୁଲ୍ଲ ମିଶ୍ର ଓ ପ୍ରଦୀପ ମହାପାତ୍ର ରହିଥିଲେ। ମନ୍ଦିର...
ବାପା-ମା’ ଶୋଇଥିବାବେଳେ ୫ ବର୍ଷର ପୁଅ କରିଦେଲେ ଏମିତି କାମ: ଉଠିଲାବେଳକୁ ଗୋଡ଼ ତଳୁ ଖସିଗଲା ମାଟି
ଆଜିକାଲି ପିଲାମାନେ ଅଧିକ ସମୟ ମୋବାଇଲ ଦେଖୁଛନ୍ତି। ମାତାପିତା ମଧ୍ୟ କାର୍ଯ୍ୟରେ ବ୍ୟସ୍ତ ହେତୁ ପିଲାଙ୍କୁ ଆକଟ କରିପାରୁନାହାନ୍ତି। ଫଳରେ ପିଲାମାନେ ମୋବାଇଲ୍କୁ ଅପବ୍ୟବହାର କରୁଛନ୍ତି। ନିକଟରେ ଏକ ୫ ବର୍ଷର ପିଲା ବାପାମା’ ଶୋଇଥିବାବେଳେ ରାତାରାତି ଆମାଜନରେ ୩,୦୦୦...
ପୂର୍ତ୍ତ ବିଭାଗର ଫାଟକ ସାଜିଛି ଡମ୍ପିୟାର୍ଡ଼: ଦୁର୍ଗନ୍ଧରେ ନାକ ଫାଟୁଛି
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ଭାବେ ଜଣାଶୁଣା। ଦାରିଙ୍ଗବାଡିର ପରିବେଶକୁ ସ୍ବଚ୍ଛତା ରଖାଯିବା ପାଇଁ ବ୍ଲକ ପ୍ରଶାସନ ଚେଷ୍ଟା କରିବା ସହ ଅଞ୍ଚଳକୁ ସଫା କରିଥିଲା। ହେଲେ ପୂର୍ବରୁ ଯେଉଁଭଳି ଅବସ୍ଥା ଥିଲା...
କାଦୁଅ ପଚପଚ ଗାଁ ରାସ୍ତା, ହଇରାଣ ହେଉଛନ୍ତି ଅଞ୍ଚଳବାସୀ: କେହି ଶୁଣୁନାହାନ୍ତି ଗୁହାରି
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତର କୁଟଲାରୀ ଗାଁର ବଡ଼ସାହିଠାରୁ କୁଛାଂପାଙ୍ଗା ସାହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବର୍ଷ ତମାମ ଉକ୍ତ ରାସ୍ତା ପାଇଁ ସାହିବାସିନ୍ଦା ବହୁ ହଇରାଣ ଭୋଗୁଥିବାବେଳେ ବର୍ଷା...
ଲଷ୍ମୀବସ୍ ଯିବାପାଇଁ ବାଟଫିଟିଲା: ଲୋକଙ୍କ ଜରୁରୀକାଳୀନ ଯାତାୟାତ ପାଇଁ ହେବ ବ୍ୟବସ୍ଥା
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଦାରିଙ୍ଗବାଡି ଠାରୁ ବୁଡ଼ାଗୁଡାକୁ ଯିବାପାଇଁ ଏକମାତ୍ର ରାସ୍ତା ସିମନବାଡି-ବୁଡ଼ାଗୁଡା...
ସରିଲା ଟେଣ୍ଡର ପ୍ରକ୍ରିୟା: ଏଥର ଆସିବ ୪୩୨ ଆମ୍ବୁଲାନ
ଭୁବନେଶ୍ୱର,୧୪।୭: ୧୦୮ ଆମ୍ବୁଲାନ୍ସ ପାଇଁ ସୋମବାର ଟେଣ୍ଡର ପ୍ରକ୍ରିୟା ସରିଛି।ତେବେ କାଗଜପତ୍ର ପାଇଁ ଆଉ ସପ୍ତାହେ ଲାଗିବ। ଟେଣ୍ଡର ସରିବାର ୬୦ ଦିନରେ ୪୩୨ ଆମ୍ବୁଲାନ୍ସ ଆସିବ। ଏନେଇ ୧୦୮ ଆମ୍ବୁଲାନ୍ସ ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ସୂଚନା ଦେଇଛନ୍ତି।
ଶେଷରେ ଚେତିଲା ପ୍ରଶାସନ: ଡାଇଭର୍ଶନ ରାସ୍ତା ସଜାଡ଼ିବାକୁ ନିର୍ଦ୍ଦେଶ
ଦାରିଙ୍ଗବାଡି, ୧୪।୭ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରୁ ବୁଡ଼ାଗୁଡା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୧୦ଦିନରୁ ଅଧିକା ସମୟ ବିତିଯାଇଛି। ରୋଗୀ ସେବା ବାଧାପ୍ରାପ୍ତ...
ଫାଟିଲା ଜଳ ଯୋଗାଣ ପାଇପ: ୫୦ ଫୁଟ ଉଚ୍ଚରେ ଉଠୁଛି ପାଣି, ଲୋକେ…
ଭୁବନେଶ୍ୱର,୧୪।୭: ଜୟଦେବ ଭବନ ଆଗରେ ପାନୀୟ ଜଳ ଯୋଗାଣ ପାଇପ ସୋମବାର ଫାଟିଛି। ମୁଖ୍ୟ ପାଇପ ଫାଟିବାରୁ ୫୦ ଫୁଟ ଉଚ୍ଚରେ ପାଣି ଉଠୁଛି । ଉପରେ ୩୦ କେଭି ବିଦ୍ୟୁତ ତାର ଥିବାରୁ ଲୋକେ ଆତଙ୍କିତ ଅଛନ୍ତି।
ରାଜ୍ୟର ନାରୀ ଅସୁରକ୍ଷିତ: ଏଫ୍ଏମ୍ ଘଟଣାକୁ ନେଇ ଗର୍ଜିଲେ ଛାତ୍ରୀଛାତ୍ର
ବଲାଙ୍ଗୀର, ୧୪।୭( ସୁନିଲ ମହାନ୍ତି):ଫକୀର ମୋହନ ସ୍ବୟଂଶାସିତ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାର ପ୍ରତିବାଦ। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ସୋମବାର କଂଗ୍ରେସ ଓ ବିଜେଡି ଛାତ୍ର ସଂଘ ପକ୍ଷରୁ ପୃଥକ ପୃଥକ ଭାବେ ପ୍ରତିବାଦ...
ଏସବୁ ପତ୍ରକୁ ଖାଲି ପେଟରେ ଖାଇଲେ ଯିବାକୁ ପଡ଼ିବନି ମେଡିକାଲ: ସୁସ୍ଥ ରହିବ ହାର୍ଟ…
ଏମିତି ବି କିଛି ଗୁଣକାରୀ ପତ୍ର ରହିଛି; ଯାହାକୁ ଖାଲିପେଟରେ ଚୋବେଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଯେମିତିକ, ଖାଲିପେଟରେ କିଛି ନିମପତ୍ରକୁ ଚୋବେଇ ଖାଇଲେ ଏହା କୃମି ସମସ୍ୟା ଦୂର କରିବା ସହ ଚର୍ମଜନିତ ରୋଗକୁ କିଛିକାଂଶରେ...
ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ
ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ଅସହାୟ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତି। ଏତେ ଅସହାୟ ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇ ଦେଇଛନ୍ତି ଆଜିର ମଣିଷ । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ। ଥାକ ଥାକ ହୋଇ ବନ୍ଧାପଡିଛନ୍ତି ଶ୍ରୀବଳଭଦ୍ର, ଦେବୀ...
Archives


