Home Left

ରଜନା-ଚିନ୍ଦାପଡ଼ା ରାସ୍ତା କର୍ଦ୍ଦମାକ୍ତ: ଯାତାୟାତରେ ଅସୁବିଧା

ନୂଆପଡ଼ା,୧୬ା୭ (ମକାରୁ ବେମାଲ):ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ରାସ୍ତାର ଉନ୍ନତୀକରଣ କରୁଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏମିତି ଅନେକ ରାସ୍ତା ରହିଛି ଯାହା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏହାର ଏକ ଉଦାହରଣ...

ରାସ୍ତା ଶୋଚନୀୟ, ଅଟକିଲା ସରକାରୀ ବସ୍‌

ଥୁଆମୂଳ ରାମପୁର,୧୬ା୭(ଦୁର୍ଗା କୀର୍ତ୍ତି):ରାସ୍ତା ଶୋଚନୀୟ ଯୋଗୁ ଏକ ସରକାରୀ ବସ୍‌ ଆଗକୁ ଯାଇ ନ ପାରି ଦୀର୍ଘ ସମୟ ଅଟକିରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଘଟଣା ସୋମବାର ଅପରାହ୍ନରେ କଳାହାଣ୍ଡି...

ବାପା ହେଲେ ସିଦ୍ଧାର୍ଥ, ପତ୍ନୀ କିଆରା ଦେଲେ…

ମୁମ୍ବାଇ: ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା...

‘ରାତି ଅଧିଆ ସୌମ୍ୟାଶ୍ରୀଙ୍କ ମରଶରୀରକୁ ପୁରୀରେ ଦାହ କରିବାକୁ ଯୋଜନା କରିଥିଲେ ସରକାର’

ଭୁବନେଶ୍ୱର,୧୫ା୭(ସୁନିତ୍‌ ମିଶ୍ର): ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। ଶଙ୍ଖ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ...

୧୯ ଯାଏ ପ୍ରବଳ ବର୍ଷା, ଏହି ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୫ା୭(ଅନୁରାଧା ମହାରଣା)- ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ମଙ୍ଗଳବାର ଜଗତ୍‌ସିଂହପୁରରେ ସର୍ବାଧିକ ୨୯.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୧୬.୦ ମିମି, ବରଗଡ଼ରେ ୧୫.୬ ମିମି, ଭବାନୀପାଟଣାରେ ୧୧.୮ ମିମି, ସୋନପୁରରେ ୧୧.୬ ମିମି...

ଶୁଭାଂଶୁ ଶୁକ୍ଲାଙ୍କ ଭଳି Astronaut ହେବାକୁ ଚାହାନ୍ତି କି? ଜାଣନ୍ତୁ କେଉଁ ଡିଗ୍ରୀ ଆବଶ୍ୟକ;ଦରମା କେତେ , ଚୟନ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୫।୭: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍‌ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ମହାକାଶରେ ୨୦ ଦିନ ଏବଂ ମହାକାଶ ଷ୍ଟେସନରେ ୧୮ ଦିନ ବିତାଇବା ପରେ ଆଜି ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଛନ୍ତି। ସେ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ...

ଆସନ୍ତାକାଲି ବନ୍ଦ ଡାକରା: ସରକାର ନେଲେ ବଡ଼ ନିଷ୍ପତ୍ତି, ସକାଳ ୯ଟାରୁ…

ଭୁବନେଶ୍ୱର,୧୫।୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶା ଉଠୁଛି ପଡୁଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ...

F.M ଛାତ୍ରୀଙ୍କ ମୃତ୍ୟୁପରେ ଗର୍ଜିଲା ଛାତ୍ର କଂଗ୍ରେସ: ସିଧା ମୋହନ ମାଝିଙ୍କ ଫଟୋରେ ଲଗାଇଲେ ନିଆଁ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): ଫକୀର ମୋହନ ମହାବିଦ୍ୟାଳୟ  ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁନେଇ  ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳବାର କେସିଙ୍ଗା ମହାବିଦ୍ୟାଳୟ ମୁଖ୍ୟ ଗେଟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଏଥିରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆପାରଗତାକୁ ନେଇ ନାରାବାଜି ଦିଆଯିବା...

ଏମ୍‌କେସିଜି ମେଡିକାଲ ପରିସରରୁ ମିଳିଲା ଗଳିତ ମୃତଦେହ

ବ୍ରହ୍ମପୁର, ୧୫ା୭( ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଆଇନଶୃଙ୍ଖଳା ବିଗିଡିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହତ୍ୟା, ବଳାତ୍କାର ଓ ଲୁଟ ଆଦି ଅପରାଧ ଘଟୁଛି। ମଙ୍ଗଳବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏମକେସିଜି ମେଡିକାଲ ପରିସରରେ ଥିବା ଖେଳପଡିଆ...

ବଲିଉଡରେ ଶୋକର ଛାୟା, ଶେଷ ନିଶ୍ୱାସ ତ୍ୟାଗକଲେ ଏହି ଭେଟେରାନ ଅଭିନେତା

ମୁମ୍ବାଇ,୧୫।୭: ଅଭିନେତା ଏବଂ ପ୍ରଯୋଜକ ଧୀରଜ କୁମାରଙ୍କ ମଙ୍ଗଳବାର ପରଲୋକ ହୋଇଛି। ଧୀରଜ କୁମାର ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ସେ ଗତ କିଛି ମାସ ଧରି ନିମୋନିଆରେ ପୀଡିତ ଥିଲେ। ତାଙ୍କୁ...

Gallbladder Stone: ଜାଣନ୍ତୁ ପିତ୍ତାଶୟରେ ପଥର ହେବାର ଲକ୍ଷଣ, କାରଣ, ଚିକିତ୍ସା; କ’ଣ ସର୍ଜରୀ ନିହାତି…

Gallbladder Stone Treatment: ପିତ୍ତାଶୟ ପଥର ବା ଗଲ୍ଡଷ୍ଟୋନ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା, ଯାହା ପିତ୍ତାଶୟରେ କଠିନ ଜମାଟ ଦ୍ରବ୍ୟ ହିସାବରେ ଗଠିତ ହୁଏ। ଏହା ପ୍ରାୟତଃ କୋଲେଷ୍ଟରଲ, ବିଲିରୁବିନ ବା କ୍ୟାଲସିୟମ ଲବଣରୁ ତିଆରି ହୁଏ। ଏହା...

ଗୁମାଡି ନଦୀର ଡାଇଭର୍ଶନ ଧୋଇଯିବା ଘଟଣା: ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ ଆନ୍ଦୋଳନ କରିବାକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri