ହଠାତ୍ ୟୁଟର୍ନ ନେଲେ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଦେଲେ ଏତେ ବଡ଼ କଥା…ବିଶ୍ୱରେ ଚହଳ
ଓ୍ବାଶିଂଟନ୍,୨୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବେ, କାହାକୁ ଏବଂ କ’ଣ କହିବେ ତାହା ପୂର୍ବାନୁମାନ କରିବା ଅସମ୍ଭବ। ନିକଟରେ ଯେତେବେଳେ ସେ APEC ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଦକ୍ଷିଣ କୋରିଆରେ ପହଞ୍ଚିଥିଲେ, ସେ ମଞ୍ଚ ଉପରେ ଠିଆ ହୋଇ ଭାରତୀୟ…
ରେଭେନ୍ସାରେ ଝାଡ଼ାବାନ୍ତି
ଭୁବନେଶ୍ୱର,୨୯।୧୦: କଟକ ରେଭେନ୍ସା ଇଷ୍ଟ ହଷ୍ଟେଲ୍ରେ ଝାଡ଼ାବାନ୍ତି ବ୍ୟାପିଛି।୧୫ରୁ ଅଧିକ ଛାତ୍ର ଆକ୍ରାନ୍ତ ହୋଇ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଝାଡ଼ାବାନ୍ତିର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। Dharitri – Odisha’s No.1 Odia Daily
କାନାଡ଼ାରେ ପୁଣି ଫୁଟିଲା ଗୁଳି, ଏଥର ଶିକାର ହେଲେ ଭାରତୀୟ ବ୍ୟବସାୟୀ
ଟରଣ୍ଟୋ,୨୯।୧୦: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଗ୍ୟାଙ୍ଗ କାନାଡାର ଆବଟସଫୋର୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ଶିଳ୍ପପତିଙ୍କ ହତ୍ୟା ଏବଂ ଜଣେ ପଞ୍ଜାବୀ ଗାୟକଙ୍କ ଘରେ ଗୁଳିକାଣ୍ଡ ପାଇଁ ଦାୟୀ ବୋଲି ଦାବି କରିଛି। ରାଜସ୍ଥାନ ପୋଲିସ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସକ୍ରିୟ…
ଟଳିଲା ବିପଦ, ପାଗରେ ପରିବର୍ତ୍ତନ: ବାତ୍ୟାରେ ହୋଇନି କୌଣସି କ୍ଷୟକ୍ଷତି
ଦାରିଙ୍ଗବାଡି, ୨୯।୧୦ (ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ ଦୁର୍ବଳ ହୋଇଛି। ବୁଧବାର ଭୋର ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିଥିବାବେଳେ ସକାଳ ୧୦ଟା ପରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିଛି। ଖରା ଆଉ କେତେବେକେ ପାଗ ମେଘୁଆ ହେଉଥିବାବେଳେ ପ୍ରାୟ…
ଟଳିଲା ବାତ୍ୟା ଭୟ, ବଢିଲା ଋଷିକୂଲ୍ୟା ନଦୀ ଜଳସ୍ତର, ଭୟରେ ଲୋକେ!
ଗଞ୍ଜାମ,୨୯।୧୦(ବିଦ୍ୟାଧର ସାହୁ ): ବର୍ତ୍ତମାନ ଟଳିଛି ବାତ୍ୟା ଭୟ । ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ଏଥିସହ ଉପର ମୁଣ୍ଡରେ ପ୍ରବଳ ବର୍ଷା ଏବଂ ଘୋଡାହଡ଼ା ଡ୍ୟାମ ପାଣି ଛଡା ଯିବା ପରେ…
ବିରାଟ-ରୋହିତଙ୍କ ନାମ ନିଶ୍ଚିତ ହୋଇନାହିଁ, ହେଲେ ୨୦୨୭ ବିଶ୍ୱକପରେ ଟିମ ଇଣ୍ଡିଆର ଅଂଶ ହେବେ ଏହି ଖେଳାଳି!
ନୂଆଦିଲ୍ଲୀ,୨୯।୧୦: ୨୦୨୭ ବିଶ୍ୱକପ ଏପର୍ଯ୍ୟନ୍ତ ବହୁତ ଦୂରରେ ଅଛି, କିନ୍ତୁ ଭାରତୀୟ ଖେଳାଳିମାନେ ଦଳରେ ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଷ୍ଟାର ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ନାମ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନଥିବା ବେଳେ,…
କେମିତି ସୁରକ୍ଷିତ ରଖିବେ Gmail ପାସ୍ଓ୍ବାର୍ଡ, ହ୍ୟାକର ବି କରିପାରିବେନି ହ୍ୟାକ୍
ଆମର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ସରକାରୀ ସୂଚନା ଆମ Gmail ଆକାଉଣ୍ଟରେ ସଂରକ୍ଷିତ ଅଛି। ଆମେ ଏହି ଇମେଲ ମାଧ୍ୟମରେ ଅନେକ ଆପ୍ ଆକ୍ସେସ କରୁ ଏବଂ ଏହା ଅନେକ ସ୍ଥାନ ସହିତ ଲିଙ୍କ୍ ହୋଇଛି। ତେଣୁ ଆମେ ଏହାର…
ଇତିହାସ ରଚିଲେ ଦ୍ରୌପଦୀ ମୁର୍ମୁ: ପ୍ରଥମ ରାଷ୍ଟ୍ରପତି ଭାବେ…
ନୂଆଦିଲ୍ଲୀ,୨୯।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ବାୟୁସେନାର ରାଫାଲ ଯୁଦ୍ଧ ବିମାନ ଉଡ଼ାଇ ଇତିହାସ ରଚିଛନ୍ତି। ରାଷ୍ଟ୍ରପତି ହରିୟାଣାର ଅମ୍ବାଲା ବାୟୁସେନା ଷ୍ଟେଶନରୁ ଏହି ଉଡ଼ାଣ କରିଥିଲେ। ରାଷ୍ଟ୍ରପତି ଏହି ବିମାନ ଉଡାଇ ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଗର୍ବରେ…
ପାରୁଲଙ୍କୁ ମିଳିଲା ବଡ଼ ବ୍ରେକ୍: ୧୫ ବର୍ଷ ପରେ…
ମୁମ୍ବାଇ:ଟିଭି ଅଭିନେତ୍ରୀ ପାରୁଲ ଗୁଲାଟିଙ୍କୁ ମିଳିଛି ବଡ଼ ବ୍ରେକ୍। ପ୍ରାୟ ୧୫ ବର୍ଷ ମନୋରଞ୍ଜନ ଶିଳ୍ପରେ କାମ କରିବା ପରେ ସେ ବଡ଼ ପରଦାରେ ନଜର ଆସିବାକୁ ଯାଉଛନ୍ତି। ‘କିସ୍ କିସ୍ କୋ ପ୍ୟାର୍ କରୁଁ ୨’ ଜରିଆରେ ସେ ବଲିଉଡରେ…
ଅଷ୍ଟମ ବେତନ କମିଶନକୁ କ୍ୟାବିନେଟ୍ ମଞ୍ଜୁରୀ: ଏତେ ବଢିଯିବ ଦରମା
ନୂଆଦିଲ୍ଲୀ,୨୯।୧୦: ଅଷ୍ଟମ ବେତନ କମିଶନ୍ର ସନ୍ଦର୍ଭ ସର୍ତ୍ତାବଳୀକୁ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମଞ୍ଜୁରୀ ଦେଇଛି। ଅନେକ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀଙ୍କ ବେତନ, ଭତ୍ତା ଏବଂ ପେନ୍ସନ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୬ ଜାନୁଆରୀ ୧ରୁ ଅଷ୍ଟମ…
ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକୋ
ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପର ବିସ୍ଥାପିତମାନଙ୍କ ମୌଳିକ ଆବଶ୍ୟକତା ଓ ଅଧିକାର ପୂରଣ ନ କରିବା ପ୍ରତିବାଦରେ ବୁଧବାର ଝାଙ୍କରପାଲି ପୁନର୍ବାସ କଲୋନୀ ସମ୍ମୁଖ ବଲାଙ୍ଗୀର-ପାଟଣାଗଡ଼ ୪୨ ନମ୍ବର ରାଜ୍ୟ ରାଜପଥକୁ ସହସ୍ରାଧିକ ବିସ୍ଥାପିତ ଛାତ୍ରୀଛାତ୍ର,…
ଗୋମାସଂ ନେଇ ଯାଉଥିଲେ, ଧରିପକାଇଲେ ଲୋକେ
ମୋରଡ଼ା,୨୯ା୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବଜାର ଦେଇ ଜଣେ ବେପାରୀ ଗୋ ମାଂସ ବିକ୍ରି କରିବାକୁ ନେଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଛନ୍ତି। ଲୋକେ ତାଙ୍କୁ ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟା…
Archives


